uh@gmail.com

Pension Law

Validation Clause in Pension Law : By Lokanath Mishra, the Chief Adviser, The All India Pensioners Association of CBIC

Background, Correct Legal Position, and Parliamentary Justification under the Finance Act, 2025 Validation Clause in Pension Law: By Lokanath Mishra, the Chief Adviser, The All India Pensioners Association of CBICBackground, Correct Legal Position, and Parliamentary Justification under the Finance Act, 2025 A validation clause is a legislative device used by Parliament to remove the legal […]

Validation Clause in Pension Law : By Lokanath Mishra, the Chief Adviser, The All India Pensioners Association of CBIC Read More »

Hindu Symbols

ହିନ୍ଦୁ ପ୍ରତୀକ

ହିନ୍ଦୁ ପ୍ରତୀକ ୨୪ଟି ଶକ୍ତିଶାଳୀ ହିନ୍ଦୁ ପ୍ରତୀକ: ଆଧ୍ୟାତ୍ମିକତା ଏବଂ ଜୀବନର ମୂଳଦୁଆ ହିନ୍ଦୁ ଧର୍ମ ହେଉଛି ବିଶ୍ୱର ସବୁଠାରୁ ପ୍ରାଚୀନ ଏବଂ ଗଭୀର ଦାର୍ଶନିକ ଧର୍ମ। ଏହାର ସ୍ୱତନ୍ତ୍ର ବୈଶିଷ୍ଟ୍ୟ ହେଉଛି ପ୍ରତ୍ୟେକ ପ୍ରତୀକ, ଚିହ୍ନ ଏବଂ ପ୍ରତୀକ ଗଭୀର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଅର୍ଥ ସହିତ ଜଡିତ। ଏହି ପ୍ରତୀକଗୁଡ଼ିକ କେବଳ ଧାର୍ମିକ ଭାବରେ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଜୀବନଶୈଳୀ ଏବଂ ଦର୍ଶନକୁ ମଧ୍ୟ ପ୍ରତିଫଳିତ କରେ। ୨୪ଟି ଶକ୍ତିଶାଳୀ ହିନ୍ଦୁ ପ୍ରତୀକ ଆମର

ହିନ୍ଦୁ ପ୍ରତୀକ Read More »

ସୋମନାଥ ଜ୍ୟୋତିର୍ଲିଙ୍ଗ

ଜୟ ସୋମନାଥ

ଜୟ ସୋମନାଥସାରଦା ପ୍ରସାଦ ମିଶ୍ର ରତ୍ନାକର ତଟ ପବିତ୍ର ବସୁଧାପ୍ରଭାସ ପଟନ ନାମଯହିଁ ବିର।ଜଇ ନଭସ୍ପର୍ଶୀ ତୁଙ୍ଗଦେବାଳୟ ଅନୁପମ ।ଆଦି ଜ୍ୟୋତିର୍ଲିଙ୍ଗ ସୋମନାଥ ନାମେପୂଜିତ ଏହି ମନ୍ଦିରେସେହି ମନ୍ଦିରେ ଆମ ପ୍ରଧାନ ମନ୍ତ୍ରୀଓଁକାର ମନ୍ତ୍ର ଜପିଲେ ।ଏ ପୂତ ସ୍ଥାନର ପରିଚୟ ଦିଏଆମର ଶାସ୍ତ୍ର ପୁରାଣଦକ୍ଷ ପ୍ରଜାପତି ଜାମାତା ରୂପରେଚନ୍ଦ୍ରଙ୍କୁ କଲେ ବରଣ।ସତାଇଶ କନ୍ୟା ଚନ୍ଦ୍ରେ ବିଭା ଦେଇକହିଲେ ମଧୁର ବାଣୀକରିଲି ପ୍ରଦାନ ଏ କନ୍ୟା ମାନଙ୍କୁକରିବନି ହୀନିମାନୀ ।ଚନ୍ଦ୍ର ଦେବତାଙ୍କ ପ୍ରିୟ ପତ୍ନୀ ରୂପେରୋହିଣୀ ପାଇଲେ

ଜୟ ସୋମନାଥ Read More »

କାଗୋ ସଭାମଞ୍ଚ ଓ “ଭାଇ ଓ ଭଉଣୀ” ଉଲ୍ଲେଖ

ଯୁଗନାୟକ ବିବେକାନନ୍ଦ

ଯୁଗନାୟକ ବିବେକାନନ୍ଦ ତପନ ନାୟକ ​କେଉଁ ସୁଦୂରରୁ ଆସିଲ ହେ ଋଷି, ଜାଳି ଜ୍ଞାନର ଦୀପ,ତୁମରି କଣ୍ଠରେ ପ୍ରତିଧ୍ୱନିତ ହେଲା, ମାନବ ସେବାର ରୂପ।କୈଶୋରର ସେ ‘ନରେନ୍ଦ୍ର’ ତୁମେ, ବିଶ୍ୱବିଜୟୀ ବୀର,ଭାରତ ମାତାର ଗୁରୁ ଗୌରବ, ଉନ୍ନତ ତୁମ ଶିର।​ସେଦିନ ଶିକାଗୋ ସଭାମଞ୍ଚ ତଳେ, ଶୁଭିଲା ତୁମରି ସ୍ୱର,“ଭାଇ ଓ ଭଉଣୀ” ସମ୍ବୋଧନେ ତୁମେ, ଜିଣିଲ ବିଶ୍ୱପୁର।ଜାତି-ଧର୍ମ-ଭେଦ ସବୁ ପାଶୋରି ଦେଇ, ଶିଖାଇଲ ଭଲ ପାଇବା,ଦରିଦ୍ର ନାରାୟଣ ସେବା ମଧ୍ୟରେ ହିଁ, ଈଶ୍ୱରଙ୍କୁ ଖୋଜି ପାଇବା।​”ଉଠ, ଜାଗ

ଯୁଗନାୟକ ବିବେକାନନ୍ଦ Read More »

କବିତା

ପ୍ରଦୁଷିତ ବାୟୁ

ପ୍ରଦୁଷିତ ବାୟୁସାରଦା ପ୍ରସାଦ ମିଶ୍ର ଅବନୀ ମଣ୍ଡନ କରି ଅନିଳସଦା ଯୋଗ।ଏ ତା ଶରୀରେ ବଳଅମ୍ଳଜାନ ଦାନେ ପ୍ରାଣୀ ସକଳ ଆନନ୍ଦ ଉଲ୍ଲାସେ ଯେ ଗତିଶୀଳ ଆଜି ହୋଇଛି ଦୁର୍ବଳ ଶରୀର ତାହାର ଯନ୍ତ୍ରଣା କ।ତର ଅବସ୍ଥାଟି ଅସମ୍ଭାଳ ।ଆଜିର ଭୋଗବାଦୀ ମଣିଷଚାହେଁ ସଦାକାଳେ ଭୋଗ ବିଳାସ ପ୍ରାକୃତିକ କ୍ଷେତ୍ର ଲଭେ ବିନାଶକୁତ୍ରିମତା ବେଗେ କରେ ପ୍ରବେଶକଷ୍ଟ ନିଶ୍ୱାସ ପ୍ରଶ୍ୱ।ସ ଫୁସ୍ ଫୁସ୍ ହୋଇ ଯାଏ ବଳହୀନ ମହାମାରୀ କରେ ଗ୍ରାସ।କଳ କାରଖାନା ଗାଡ଼ି ମଟରଉଦ୍ ଗାରଇ

ପ୍ରଦୁଷିତ ବାୟୁ Read More »

ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି ଙ୍କୁ ପୁଣ୍ୟତିଥୀ

ସାହିତ୍ୟିକ ସୁରେନ୍ଦ୍ର ମହାନ୍ତିଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି

ସାହିତ୍ୟିକ ସୁରେନ୍ଦ୍ର ମହାନ୍ତିଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ତପନ ନାୟକ ଜାନୁଆରୀ ୧୦ ତାରିଖ ହେଉଛି ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ, ସାମ୍ବାଦିକ ତଥା ରାଜନେତା ସୁରେନ୍ଦ୍ର ମହାନ୍ତିଙ୍କ ପୁଣ୍ୟତିଥି। ସୁରେନ୍ଦ୍ର ମହାନ୍ତି (୧୯୨୨-୧୯୯୦) ଥିଲେ ଓଡ଼ିଆ ସାହିତ୍ୟ ଆକାଶର ଏକ ଉଜ୍ଜ୍ୱଳ ନକ୍ଷତ୍ର। ସେ ଏକାଧାରରେ ଜଣେ କାଳଜୟୀ ଔପନ୍ୟାସିକ, ଗାଳ୍ପିକ, ସମାଲୋଚକ, ସାମ୍ବାଦିକ ଏବଂ ଜଣେ ସଫଳ ରାଜନେତା ଥିଲେ। ସେ ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ। ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ନୀଳଶୈଳ’

ସାହିତ୍ୟିକ ସୁରେନ୍ଦ୍ର ମହାନ୍ତିଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି Read More »