ପ୍ରାର୍ଥନା
ପ୍ରାର୍ଥନା ସାରଦା ପ୍ରସାଦ ମିଶ୍ର ମନସିଜ ତାତ ନାଗେନ୍ଦ୍ର ଶାୟିତକରୁଣା ସାଗର ହରିସ୍ଥାବର ଜଙ୍ଗମ କୀଟ ଠାରୁ ବ୍ରହ୍ମସକଳ ଘଟରେ ପୂରି।ସିନ୍ଧୁସୂତା ପତି ଅଗତିର ଗତିପ୍ରଭୁ ବ୍ରହ୍ମାଣ୍ଡ ପାଳକବାସୁଦେବ ନାମ ବହିଛ ଆପଣସର୍ବ ଭୂତେ ନିବାସକ। ମନସିଜ ଅରି ଦେବ ତ୍ରିପୁର।ରୀକଣ୍ଠେ ନାଗେନ୍ଦ୍ର ଭୂଷଣତ୍ରିପୁଣ୍ଡ ଧାରକ ବିଶ୍ଵ ସଂହ।ରକଜଟାଧାରୀ ତ୍ରିଲୋଚନ ।ଶୈଳଜା ବଲ୍ଲଭ ବାହନ ବୃଷଭଡମ୍ବରୁ ଧର ମହେଶପରମ ମଙ୍ଗଳ – ମୟ ମହ।କ।ଳଗଙ୍ଗାଧର ତ୍ରିଲୋକେଶ । ଶକ୍ତି ପ୍ରଦ।ୟନୀ ତ୍ରୈଲୋକ୍ୟ ତାରିଣୀମହାକାଳୀ ମହାମାୟାନୃମୁଣ୍ଡ ଭୂଷିତା ଶବପରେ […]










