uh@gmail.com

ଚୈତ୍ର ପ୍ରଥମ ମଙ୍ଗଳବାର ରେ ମା ମଙ୍ଗଳାଙ୍କର ପ୍ରଥମ ପାଳି ଯାତ୍ରା

ଚୈତ୍ର ପ୍ରଥମ ମଙ୍ଗଳବାର ରେ ମା ମଙ୍ଗଳାଙ୍କର ପ୍ରଥମ ପାଳି ଯାତ୍ରା (Lokanath Mishra) ରାତ୍ର ତିନିଘଡି ଥାଇ ମନ୍ଦିର ଦ୍ବାରଫିଟା ପରେ ମଙ୍ଗଳ ଆଳତି, ଭିତର ଶୋଧ, ସ୍ନାନ, ବେଶ, ଚନ୍ଦନ ଲାଗି ପରେ ସୂର୍ଯ୍ୟପୂଜା, ବଲ୍ଲଭ ନୀତି କରାଯାଏ। ବଲ୍ଲଭ ନୀତି ପରେ ପ୍ରାରମ୍ଭିକ ସମୟରେ ସକାଳ ଧୂପ କରାଯାଏ ଏବଂ ବନ୍ଦାପନା ଆଳତୀ ପରେ ସର୍ବ ସାଧାରଣ ଦର୍ଶନ ପାଇଁ ସାହାଣମେଲା କରା ଦିଆଯାଏ ଏବଂ ମା ଙ୍କର ରାଜରାଜେଶ୍ଵରୀ ବେଶ ଦର୍ଶନ

ଚୈତ୍ର ପ୍ରଥମ ମଙ୍ଗଳବାର ରେ ମା ମଙ୍ଗଳାଙ୍କର ପ୍ରଥମ ପାଳି ଯାତ୍ରା Read More »

ga97263591df1a71d307d2d4dde284ca0699340b0bfd34377bb7b727e368127e7fb76fe105351698e8c24fc4df68656dc_640-8187621.jpg

ଶୈଳ କନ୍ୟାର ଜ୍ଵାଳା

ଶୈଳ କନ୍ୟାର ଜ୍ଵାଳା ସାରଦା ପ୍ରସାଦ ମିଶ୍ର ଶୈଳ ଅଧିପତି ହିମାଚଳ ଛୁଇଁପୂର୍ବ ଉତ୍ତର ଅଞ୍ଚଳେମଣିପୁର ନାମେ କ୍ଷୁଦ୍ର ରାଜ୍ୟ ଅଛିଭାରତ ଜନନୀ କୋଳେ।ମୈତେୟୀ ସହିତ କୁକି ଆଉ ନାଗାଏ ରାଇଜ ଅଧିବାସୀଗଣନାନୁସ।ରେ ନାଗା କୁକୀ ଠାରୁମୈତେୟୀ ଙ୍କ ସଂଖ୍ୟା ବେଶୀ ।ସମତଳେ ବ।ସ ମୈତେୟୀ କରନ୍ତିକୁକି ଗଣ ଗିରି ପରେମୈତେୟୀ ଟି ହିନ୍ଦୁ କୁକି ଖ୍ରୀଷ୍ଟିଆନକଳି ଜାତି ଧର୍ମ ବିଦ୍ୱେଷରେ।କୁକି ନାଗା ଗଣ ଜନ ଜାତି ରୂପେକରନ୍ତି ସୁବିଧା ଭୋଗଶିକ୍ଷା ଅନୁଷ୍ଠାନେ ଚାକିରୀ କ୍ଷେତ୍ରରେସେମାନଙ୍କ ସ୍ଥାନ

ଶୈଳ କନ୍ୟାର ଜ୍ଵାଳା Read More »

Discovering the Divine : A Visit to Swarnagiri Venkateswara Swamy Temple

Discovering the Divine : A Visit to Swarnagiri Venkateswara Swamy Temple By Lokanath Mishra Tucked away in the heart of Andhra Pradesh, India, lies the revered Swarnagiri Venkateswara Swamy Temple, a sacred destination that beckons devotees and tourists alike. As I stepped into this picturesque temple on the auspicious day of Ekadashi (25.03.2025), I was

Discovering the Divine : A Visit to Swarnagiri Venkateswara Swamy Temple Read More »

Presentation made by Lokanath Mishra on 24.03.2025 at Hyderabad

Presentation made by Lokanath Mishra on 24.03.2025 at Hyderabad Good morning, dear members of the All India Pensioners Association of CBIC (Telegana Unit) In India, central government retired employees have two types of pensioners’ associations: All India-based and regional-based associations. These associations play a vital role in addressing the concerns and grievances of pensioners. Functions

Presentation made by Lokanath Mishra on 24.03.2025 at Hyderabad Read More »

ଶୁଣ ଦଧି ବାମନ

ଶୁଣ ଦଧି ବାମନ ସାରଦା ପ୍ରସାଦ ମିଶ୍ର ମଙ୍ଗଳ ମୟ କରୁଣା ନିଳୟ ହେ ଦଧି ବାମନତବ ଆଶ୍ରିତ କୃପା ବାଞ୍ଛିତ କରୁ ବାରେ ଜଣାଣଶ୍ରୁତି ବ।ଧିତ ଏହାତ ସତ୍ୟ ତୁମ କର୍ଣ୍ଣ ବିହୀନ। ମହୋଦଧି କୂଳେ ଭକତ ଗହଳେ ତୁମେତ ଜଗନ୍ନାଥତୁମ ମନ୍ଦିର ଛୁଏଁ ମୁଦିର ସଙ୍ଗତେ ଭଗିନୀ ଭ୍ରାତଛତିଶା ନିଯୋଗ ରାଜା ସହଯୋଗ ସତତ ନ୍ୟସ୍ତ । ଆମ ଇନ୍ଦ।ଳେ ଛୋଟ ଦେଉଳେ ତୁମେ ଦଧି ବାମନଛପନ ଭୋଗୀ ହୋଇଛ ରାଗି ନ ପାଇ

ଶୁଣ ଦଧି ବାମନ Read More »

ସକାଳର ଭକ୍ତି ଅର୍ଘ୍ୟ

꧁ସକାଳର ଭକ୍ତି ଅର୍ଘ୍ୟ꧂ ଏବେ ଏ ବୃନ୍ଦାବନେ ମୋତେ। ମାୟା ନକଲୁ କେତେ କେତେ।ପ୍ରଥମେ ଦେଖିଲଇଁ ଏକ। କ୍ଷଣକେ ହୋଇଲୁ ଅନେକ। ଯେତେ ବାଛୁରୀ ଗୋପପୋଏ। ଦିଶିଲେ ତୋହରି ପରାୟେ।ନୀଳଶରୀର ଚାରିକର। ବ୍ରହ୍ମାଏ ଖଟନ୍ତି ପୟର। ତୁହି ତୋହର ମାୟା ବହୁ। ବ୍ରହ୍ମା ଶଙ୍କର ରୂପ ବହୁ।ସୃଷ୍ଟିର ଅଗ୍ରେ ମୋତେ କରି। ସଙ୍ଖୋଳି ଦେଲୁ ବେଦଚାରି। ଜଗତ କରାଇ ଭିଆଣ। ତୁ ତାହା ପାଳୁ ନାରାୟଣ।ଶଙ୍କର ରୂପେ କରୁ ଅନ୍ତ। ଏଣୁ ତୁ ବୋଲାଉ ଅନନ୍ତ। (

ସକାଳର ଭକ୍ତି ଅର୍ଘ୍ୟ Read More »