uh@gmail.com

କବିତା

ପ୍ରଦୁଷିତ ବାୟୁ

ପ୍ରଦୁଷିତ ବାୟୁସାରଦା ପ୍ରସାଦ ମିଶ୍ର ଅବନୀ ମଣ୍ଡନ କରି ଅନିଳସଦା ଯୋଗ।ଏ ତା ଶରୀରେ ବଳଅମ୍ଳଜାନ ଦାନେ ପ୍ରାଣୀ ସକଳ ଆନନ୍ଦ ଉଲ୍ଲାସେ ଯେ ଗତିଶୀଳ ଆଜି ହୋଇଛି ଦୁର୍ବଳ ଶରୀର ତାହାର ଯନ୍ତ୍ରଣା କ।ତର ଅବସ୍ଥାଟି ଅସମ୍ଭାଳ ।ଆଜିର ଭୋଗବାଦୀ ମଣିଷଚାହେଁ ସଦାକାଳେ ଭୋଗ ବିଳାସ ପ୍ରାକୃତିକ କ୍ଷେତ୍ର ଲଭେ ବିନାଶକୁତ୍ରିମତା ବେଗେ କରେ ପ୍ରବେଶକଷ୍ଟ ନିଶ୍ୱାସ ପ୍ରଶ୍ୱ।ସ ଫୁସ୍ ଫୁସ୍ ହୋଇ ଯାଏ ବଳହୀନ ମହାମାରୀ କରେ ଗ୍ରାସ।କଳ କାରଖାନା ଗାଡ଼ି ମଟରଉଦ୍ ଗାରଇ

ପ୍ରଦୁଷିତ ବାୟୁ Read More »

ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି ଙ୍କୁ ପୁଣ୍ୟତିଥୀ

ସାହିତ୍ୟିକ ସୁରେନ୍ଦ୍ର ମହାନ୍ତିଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି

ସାହିତ୍ୟିକ ସୁରେନ୍ଦ୍ର ମହାନ୍ତିଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ତପନ ନାୟକ ଜାନୁଆରୀ ୧୦ ତାରିଖ ହେଉଛି ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ, ସାମ୍ବାଦିକ ତଥା ରାଜନେତା ସୁରେନ୍ଦ୍ର ମହାନ୍ତିଙ୍କ ପୁଣ୍ୟତିଥି। ସୁରେନ୍ଦ୍ର ମହାନ୍ତି (୧୯୨୨-୧୯୯୦) ଥିଲେ ଓଡ଼ିଆ ସାହିତ୍ୟ ଆକାଶର ଏକ ଉଜ୍ଜ୍ୱଳ ନକ୍ଷତ୍ର। ସେ ଏକାଧାରରେ ଜଣେ କାଳଜୟୀ ଔପନ୍ୟାସିକ, ଗାଳ୍ପିକ, ସମାଲୋଚକ, ସାମ୍ବାଦିକ ଏବଂ ଜଣେ ସଫଳ ରାଜନେତା ଥିଲେ। ସେ ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ। ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ନୀଳଶୈଳ’

ସାହିତ୍ୟିକ ସୁରେନ୍ଦ୍ର ମହାନ୍ତିଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି Read More »

Love's Quiet Entry

Collateral Tomorrow

Collateral Tomorrow By Lokanath Mishra Aarohi learned early that love rarely announces its terms. It enters quietly, through tone and patience, through the careful way someone waits while you finish a thought. When Raghav first spoke to her, he did not rush. He listened as if listening itself were devotion. He remembered the smallest things—how

Collateral Tomorrow Read More »

Bhima survives poisoning and is revived in Pātāla

A Story of Dvapar Yuga in Prose (Part-27A)

A Story of Dvapar Yuga in Prose (Part-27A) By Lokanath Mishra ( Mahabharata in Prose)Belamali, enchanted by Bhima’s appearance, carried his lifeless body down to the netherworld (Pātāla) to her father, the Serpent King Ananta. At Belamali’s request, King Ananta fed Bhima the nectar of immortality and restored his life. When Bhima regained consciousness, he

A Story of Dvapar Yuga in Prose (Part-27A) Read More »