କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୩)
କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୩) ମାୟା ପାର୍ବତୀଙ୍କ କାନ୍ଦ ଦେଖି ଶିଵଗଣ ତଟସ୍ଥ ହୋଇଗଲେ । ଜଣ ଜଣ କରି କେହି ଅସ୍ତ୍ର ଧରି ପାରିଲେ ନାହିଁ ଭଗବାନ ଶିବ ସତୀ ଙ୍କ ଅପମାନ ଦେଖି ବହୁତ ମନ ଦୁଃଖ କଲେ । ନିଜକୁ ଧିକ୍କାର କଲେ ଶିବ । ତ୍ରିପୁରାରୀଙ୍କ ମୁହଁ ତଳକୁ ହୋଇଗଲା । ଧରଣୀକୁ ଚାହିଁ କହିଲେ ଶଙ୍କର ଭଗବାନ ମୋ ଭାଗ୍ୟରେ ବିଧାତା କଣ ଏୟା ଲେଖିଥିଲା କାହିଁକି ମୁଁ ଏ […]
କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୩) Read More »







