uh@gmail.com

Sarvapalli Radhakrishnan

ଗୁରୁ ଦିବସ

ଗୁରୁ ଦିବସ ସାରଦା ପ୍ରସାଦ ମିଶ୍ର ଆନ୍ଧ୍ର ପ୍ରଦେଶର ସର୍ବପଲ୍ଲୀ ଗ୍ରାମେତେଲୁଗୁ ବ୍ରାହ୍ମଣ କୁଳେଜନମିଥିଲେ ଜଣେ ପ୍ରସିଦ୍ଧ ପୁରୁଷସୀତାମା ଙ୍କର କୋଳେ।ପିତା ବିରସ୍ଵ।ମୀ ଥିଲେ ଉକ୍ତସ୍ଥାନେରାଜସ୍ବ ଅଧିକାରୀପରେ ମାନ୍ଦ୍ରଜ ର ତିରୁତ୍ତାନ ଠାରେରହିଥିଲେ ଘରକରି ।ପରମ ପାବନ ପୁରୁଷ ଶ୍ରୀକୃଷ୍ଣରାଧା ପ୍ରେମ ମୟୀ ଦେବୀପୁତ୍ରର ନାମ ରଧାକୃଷ୍ଣ ପିତାମାତାଦେଇଥିଲେ ଭାବିଭାବି ।ଶୈଶବରୁ ଶିଶୁ କ୍ରମେ ବଡ ହୋଇବିଦ୍ୟାଳୟେ ପ୍ରବେଶିଲାଗଣିତ ବିଦ୍ୟାରେ ଧୁରନ୍ଧର କିନ୍ତୁଦର୍ଶନ ବିଦ୍ୟା ପଢିଲା ।ଦର୍ଶନ ଶାସ୍ତ୍ରରେ ସର୍ବ ଉଚ୍ଚ ଶିକ୍ଷାଲାଭ କରି ସେ ଯୁବକଦେଶର

ଗୁରୁ ଦିବସ Read More »

ହାଲଚାଲ

ହାଲଚାଲ ସାରଦା ପ୍ରସାଦ ମିଶ୍ର କୃଷକ ଯୁବକ ମନ ଆନନ୍ଦରେତିନିଶହ ଟଙ୍କା ନେଇଯାଇଥିଲା ସୋସାଇଟ ଅଫିସୟୁ ରିଆ ସାର ପାଇଁ ।ସୋସାଇଟ ରେ ମିଳିଲାନି ସାରଛକ ଦୋକାନକୁ ଆସିବୁଝିଲା ସାର ବସ୍ତ।କର ମୂଲ୍ୟସେଠାରେ ସ।ତଶ ଅଶୀ ।ପଇସା ନହେବାରୁ ବିକଳେ ଆସିପହଞ୍ଚିଲା ନିଜ ଘରେପତ୍ନୀକୁ ଗେହ୍ଲେଇ କହିଲା ପ।ଞ୍ଚଶଟଙ୍କା ଦେଲୁ ମୋତେ ଧ।ରେ ।ସୁଭଦ୍ରା ଟଙ୍କା ତୁ ପାଇଛୁ ତ ଏବେଦେଇଥା ସେଥିରୁ କିଛିଭାରିଯା ତାର ମୁହଁ ମୋଡ଼ି କହେମୋ ଖର୍ଚ୍ଚ ପାଇଁ ରଖିଛି ।ପାଉଁଜି ସହ

ହାଲଚାଲ Read More »

Lokanath

Integrity Then and Now : From Namak ka Daroga to a Modern-Day CGST Superintendent

Integrity Then and Now: From Namak ka Daroga to a Modern-Day CGST Superintendent By Lokanath Mishra On September 3, 2025, News18Hindi reported a rare and inspiring incident. A Superintendent of CGST and Customs refused to accept a bribe of ₹22 lakh offered by two individuals seeking relief in tax evasion cases linked to online companies.

Integrity Then and Now : From Namak ka Daroga to a Modern-Day CGST Superintendent Read More »