କରାଣ୍ଡିଆ
କରାଣ୍ଡିଆ ସାରଦା ପ୍ରସାଦ ମିଶ୍ର କବିତାର ଶୀର୍ଷକ କୁ ଦେଖିପାଠକେ ବିସ୍ମିତ ହୋଇ ବୁଜିଦେବେ ଆଖିମନେ ମନେ ବୁଡ଼ିଯିବେ ଭ।ବନ।ରେଇତିହାସ କି ଭୂଗୋଳ କିଛି ନାହିଁ ଲେଖି । ଛୋଟ ଏକ ନଈ ନୁହେଁ ଗଙ୍ଗା ଗୋଦାବରୀନୁହେଁ ମହାନଦୀ ଅବା ନର୍ମଦା କାବେରୀଆମ ଗାଁ ପାଖ କୁଳୁ କୁଳୁ ନାଦେ ପ୍ରବାହିତଯାର ଜଳ ରହିଅଛି ଆମ ରକତରେ ଭରି।କର।ଣ୍ଡିଆ ସ୍ରୋତସ୍ଵିନୀ ଅଟେ ଲୁଣା କନ୍ୟାଯାର ଅଙ୍ଗେ ଶ୍ରାବଣରେ ବହିଯାଏ ବନ୍ୟାକ୍ଷୁଦ୍ର ଶରୀରରେ ଜଳ ହୁଅଇ ପ୍ଲାବିତଅନ୍ତେବାସୀ ଜଳଜୀବ […]










