Kabita

pexels-photo-2802368-2802368.jpg

ମୋ ଦେଶ

ମୋ ଦେଶ ସାରଦା ପ୍ରସାଦ ମିଶ୍ର କେତେ ସୁନ୍ଦର ଏ ଦେଶ ଆମରଏହାରି କୋଳେ ଜନମଏହି ଦେଶ ପାଣି ଏ ଦେଶ ପବନେଗଢା ଆମରି ଜୀବନ।ସୁଜଳ। ସୁଫଳ। ଶସ୍ୟ ଶ୍ୟାମଳ।ଅରଣ୍ୟ କୁନ୍ତଳା ମାଆପ।ର।ବାର ତାର ଅଙ୍ଗ ପଖ।ଳେଚୁମ୍ବେ ଶୀତଳ ବାଆ ।ଗିରିଶିର ପରେ ତ।ରକିତ ବ୍ୟୋମହସେ ପୁଣି ନିଶା ପତିପାଦପ କୁଞ୍ଜୁ ବିହଗ ସଙ୍ଗୀତେମତୁଆଲା ହୁଏ ରାତି ।କୁଳୁ କୁଳୁ ନାଦେ ବହଇ ତଟିନୀବିତରାଇ ସ୍ୱଚ୍ଛ ବାରିତପନ କିରଣ ବନସ୍ପତି ଛୁଏଁବିଲେ ଶସ୍ୟ କେରି କେରି।ମହାକାଶ ଚାରୀ […]

ମୋ ଦେଶ Read More »

pexels-photo-85773-85773.jpg

ମନେପଡେ

ମନେପଡେ ସାରଦା ପ୍ରସାଦ ମିଶ୍ର ଧରାରେ ବିରାଜେ ଜଡ ଶୀତଋତୁସମୟ ଗୋଧୂଳି ବେଳ।ନୀଳ ଜଳ ବେଣୀ ଅଙ୍ଗେ ଧରି ସୁଖେବହେ ମହାନଦୀ ଧାରା ।ଯାନ୍ତ୍ରିକ ନଉକା ଚଳେ ନଦୀ ବକ୍ଷେଅସ୍ତଗାମୀ ରବି ବିଭାପଡ଼ି ଜଳ ପରେ ବିମଳ ସୁଷମାପ୍ରକଟେ ଯାହା ଦୁର୍ଲଭ। ।କୁଜଙ୍ଗର ଅନ୍ତ – ପୁରରୁ ବାହାରିପାରାଦୀପ ମୁଖେ ଚଳେଆମ ଦେଶ ପ୍ରିୟ ନେତା ଜବାହରଚଳନ୍ତି ମନ୍ତ୍ରୀଙ୍କ ମେଳେ।ମୁଖ୍ୟମନ୍ତ୍ରୀ ବିଜୁ ସାଙ୍ଗରେ ବୀରେନଏବଂ ରାଉତରା ନୀଳମଣିସରକାରୀ ଗ୍ରସ୍ତେ ଅଛନ୍ତି ସମସ୍ତେନାବ ଚଳେ କାଟି ପାଣି ।ଚା

ମନେପଡେ Read More »

pexels-photo-10860773-10860773.jpg

କରାଣ୍ଡିଆ

କରାଣ୍ଡିଆ ସାରଦା ପ୍ରସାଦ ମିଶ୍ର କବିତାର ଶୀର୍ଷକ କୁ ଦେଖିପାଠକେ ବିସ୍ମିତ ହୋଇ ବୁଜିଦେବେ ଆଖିମନେ ମନେ ବୁଡ଼ିଯିବେ ଭ।ବନ।ରେଇତିହାସ କି ଭୂଗୋଳ କିଛି ନାହିଁ ଲେଖି । ଛୋଟ ଏକ ନଈ ନୁହେଁ ଗଙ୍ଗା ଗୋଦାବରୀନୁହେଁ ମହାନଦୀ ଅବା ନର୍ମଦା କାବେରୀଆମ ଗାଁ ପାଖ କୁଳୁ କୁଳୁ ନାଦେ ପ୍ରବାହିତଯାର ଜଳ ରହିଅଛି ଆମ ରକତରେ ଭରି।କର।ଣ୍ଡିଆ ସ୍ରୋତସ୍ଵିନୀ ଅଟେ ଲୁଣା କନ୍ୟାଯାର ଅଙ୍ଗେ ଶ୍ରାବଣରେ ବହିଯାଏ ବନ୍ୟାକ୍ଷୁଦ୍ର ଶରୀରରେ ଜଳ ହୁଅଇ ପ୍ଲାବିତଅନ୍ତେବାସୀ ଜଳଜୀବ

କରାଣ୍ଡିଆ Read More »

ଦୋଳଯାତ୍ରା

ଦୋଳଯାତ୍ରା ସାରଦା ପ୍ରସାଦ ମିଶ୍ର ଦେଖଲୋ ସଙ୍ଗାତ ଶୁଣ ବଉଳଆଜି ପରା ଅଟେ ପରବ ଦୋଳବିମ।ନେ ଆସନ୍ତି ଶ୍ରୀ ରାଧା ମାଧବବାଜେ ଘଣ୍ଟା ଘଣ୍ଟ ଖୋଳ କରତାଳ ।ଗାଁ ଗାଁରେ ହେଉଅଛି ମେଲଣପଟୁଆରେ ଆସିଥାନ୍ତି ବିମାନମେଲଣ ସ୍ଥାନରେ ଠାକୁର ବସନ୍ତିମୁଖରିତ ହୋଇ ଉଠେ ସେ ସ୍ଥାନ।ଘର ଘର ବୁଲି ଖାଆନ୍ତି ଭୋଗଗୃହ ଲୋକ ମନେ ଭରେ ସରାଗତାଙ୍କ ଦୁଆରେ ବିଜେ ଆଜି ହରିହୁଅଇ ବସନ୍ତ ରାହାସ ଉତ୍ସବ ।ଘୋଡା ନାଚ ଦାସ କାଠିଆ ପାଲାଯେତେ ଯେତେ ପୁରୁଣା

ଦୋଳଯାତ୍ରା Read More »

pexels-photo-1461027-1461027.jpg

ଗରଜେ ଗନ୍ଧ ମାର୍ଦ୍ଦନ

ଗରଜେ ଗନ୍ଧ ମାର୍ଦ୍ଦନ ସାରଦା ପ୍ରସାଦ ମିଶ୍ର ପଞ୍ଚବଟୀ ପର୍ଣ୍ଣ କୁଟୀରୁଲଙ୍କପତି ରାବଣଜନକ ନନ୍ଦିନୀ ସୀତାଙ୍କୁକରିଥିଲା ହରଣ ।ଜାତୁଧାନ ହସ୍ତୁ ଜାୟ।କୁମୁକ୍ତ କରିବା ପାଇଁକରିଥିଲେ ମହା ସଂଗ୍ରାମପ୍ରଭୁ ଜଗତ ସାଇଁ।ବାସବ ବିଜେତା ରାବଣସୂତ ଇନ୍ଦର ଜିତସଂଗ୍ରାମ ଭୂମିରେ ସୌମିତ୍ରୀହାତେ ହୋଇଲା ହତ।କ୍ରୋଧେ ଦଶ।ନନ ଯୁଦ୍ଧକୁଆସି ଲକ୍ଷ୍ମଣ ପରେମୟ ଦୈତ୍ୟ କୃତ ଶକତିବେଗେ ପ୍ରହାର କରେ।ଶକତି ପ୍ରହାରେ ଲକ୍ଷ୍ମଣବୀର ହରାଏ ଜ୍ଞାନରଘୁକୁଳ ପତି କାନ୍ଦନ୍ତିକାନ୍ଦେ ବାନର ସୈନ୍ୟ ।ବଇଦ ସୁଷେଣ ନିର୍ଦ୍ଦେଶପାଇ ପବନ ସୂତଗନ୍ଧ ମ।ର୍ଦ୍ଦନରୁ ବିଷଲ୍ୟକରଣୀ ଆଣେ

ଗରଜେ ଗନ୍ଧ ମାର୍ଦ୍ଦନ Read More »

କୁମ୍ଭ ମେଳା

କୁମ୍ଭ ମେଳା ସାରଦା ପ୍ରସାଦ ମିଶ୍ର ପ।ର।ବାର ମନ୍ଥି ଦେବାସୁର ଗଣଲାଭ କରିଲେ ଅମୃତବଳଶାଳୀ ଦୈତ୍ୟ ଅମୃତ କୁମ୍ଭକୁକରିନେଲେ କରାୟତ।ଗୁରୁ ବୃହସ୍ପତି ଅମୃତ ଉଦ୍ଧାରଯୋଜନା କଲେ ପ୍ରସ୍ତୁତସୂର୍ଯ୍ୟ ଚନ୍ଦ୍ର ଶନି ବୃହସ୍ପତି ସହବାସବ ସୂତ ଜୟନ୍ତ ।ଏ ପଞ୍ଚ ଦେବତା ଅମୃତ ହରଣେହୋଇଥିଲେ ନିୟୋଜିତପ୍ରଭାକର ଶଶି ଶନି ସଙ୍ଗେ ମିଶିନେଲେ ସୁରକ୍ଷା ଦାୟିତ୍ବ ।ଗୁରୁ ବୃହସ୍ପତି ଦୈତ୍ୟ ବଳ ରୋକିକରିଲେ ସୁଗମ ପଥସୁଧା ଆନୟନେ କୁମ୍ଭ ଚହଲିଣଭୂମିରେ ପଡେ ଅମୃତ।ଜାହ୍ନବୀ ତୀରରେ ହରିଦ୍ଵାରେ ବିନ୍ଦୁ ଏଏକବିନ୍ଦୁ ନସିକରେସିପ୍ର

କୁମ୍ଭ ମେଳା Read More »

ରାସ ଉତ୍ସବ

ରାସ ଉତ୍ସବ ସାରଦା ପ୍ରସାଦ ମିଶ୍ର ଶରଦ ଆକାଶ ନିର୍ମଳ ଭୂମି ଅଙ୍ଗ ଶ୍ୟାମଳକାଦମ୍ବିନୀ ନାହିଁ ଗଗନେ ନାହିଁ ଧୂଳି ପଟଳ ।ସୌର ତେଜ ହୁଏ ନିଉନ ବହେ ଶୀତଳ ବାତଉପବନ ଶୋଭେ କୁସୁମେ କଳ ରବେ କୁଜିତ ।ତଟିନିର ଜଳ ସୁନୀଳ କେଦାର ଶିଶିର ସିକ୍ତଉତ୍ସବର କୋଳାହଳରେ ଗ୍ରାମ ମ।ନ କମ୍ପିତ ।ରାଧା ମାଧବ ଙ୍କ ମୃଣ୍ମୟ ମୂର୍ତ୍ତି ନିର୍ମାଣ କରିସ୍ଥାନେ ସ୍ଥାନେ ଲୋକେ ପୁଜନ୍ତି ରାଧା ସହିତ ହରି ।ରଜନୀ ଆକାଶେ ଚନ୍ଦ୍ରମା ବିଞ୍ଚେ

ରାସ ଉତ୍ସବ Read More »

ନାରୀ ହିଁ ନାରାୟଣୀ

🚩🛕🔱🔯⚜️🕉️⚜️🔯🔱🛕🚩 .ଦିନେ ଜଣେ ଭଦ୍ରଲୋକ ନିଜ ପତ୍ନୀଙ୍କୁ ପଚାରିଲେ, ମୁଁ ତୁମକୁ ବାରବାର କିଛି କହୁଛି ଓ ତାଗିଦ କରୁଛି, ତୁମକୁ ଖରାପ ଲାଗୁନାହିଁ ?ତଥାପି ତୁମେ ପତି-ଭକ୍ତିରେ ଲାଗି ରହୁଛ, କିନ୍ତୁ ମୁଁ କେତେବେଳେ ପତ୍ନୀ- ଭକ୍ତି କରିବାକୁ ପ୍ରୟାସ କରିନାହିଁ । ଭଦ୍ରଲୋକ ଭାବିଲେ ଆଜି ମଧ୍ୟ ମୋତେ ନିରୁତ୍ତର ହେବାକୁ ପଡ଼ିବ । ପୁଣି ପତି ପ୍ରଶ୍ନ କଲେ, ଯେତେବେଳେ ଦାମ୍ପତ୍ୟ ଜୀବନର ପ୍ରାରମ୍ଭ ହୋଇଥାଏ, ସେତେବେଳ ଉଭୟ ପୁରୁଷ ସ୍ତ୍ରୀ ସମାନ

ନାରୀ ହିଁ ନାରାୟଣୀ Read More »