ଶୈଳ କନ୍ୟାର ଜ୍ଵାଳା
ଶୈଳ କନ୍ୟାର ଜ୍ଵାଳା ସାରଦା ପ୍ରସାଦ ମିଶ୍ର ଶୈଳ ଅଧିପତି ହିମାଚଳ ଛୁଇଁପୂର୍ବ ଉତ୍ତର ଅଞ୍ଚଳେମଣିପୁର ନାମେ କ୍ଷୁଦ୍ର ରାଜ୍ୟ ଅଛିଭାରତ ଜନନୀ କୋଳେ।ମୈତେୟୀ ସହିତ କୁକି ଆଉ ନାଗାଏ ରାଇଜ ଅଧିବାସୀଗଣନାନୁସ।ରେ ନାଗା କୁକୀ ଠାରୁମୈତେୟୀ ଙ୍କ ସଂଖ୍ୟା ବେଶୀ ।ସମତଳେ ବ।ସ ମୈତେୟୀ କରନ୍ତିକୁକି ଗଣ ଗିରି ପରେମୈତେୟୀ ଟି ହିନ୍ଦୁ କୁକି ଖ୍ରୀଷ୍ଟିଆନକଳି ଜାତି ଧର୍ମ ବିଦ୍ୱେଷରେ।କୁକି ନାଗା ଗଣ ଜନ ଜାତି ରୂପେକରନ୍ତି ସୁବିଧା ଭୋଗଶିକ୍ଷା ଅନୁଷ୍ଠାନେ ଚାକିରୀ କ୍ଷେତ୍ରରେସେମାନଙ୍କ ସ୍ଥାନ […]










