ସଂସ୍କୁତ ପଢିବେ ପାକିସ୍ତାନ ବାସି
ଗୀତା ମହାଭାରତ ପାକିସ୍ତାନୀ ଛାତ୍ର ଅଧୟନ କରିବେ ଭାରତ ପାକିସ୍ତାନ ବିଭାଜନ ପରେ ପାକିସ୍ତାନରେ ପ୍ରଥମଥର ପାଇଁ ବିଶ୍ୱବିଦ୍ୟାଳୟ ସ୍ତରରେ ସଂସ୍କୃତ ଭାଷା ପଢ଼ାଯିବା ଆରମ୍ଭ ହୋଇଛି। ଲାହୋର୍ ୟୁନିଭର୍ସିଟି ଅଫ୍ ମ୍ୟାନେଜମେଣ୍ଟ ସାଇନ୍ସେସ୍ (LUMS) ରେ ଏକ ଚାରି-କ୍ରେଡିଟ୍ର ସଂସ୍କୃତ କୋର୍ସ ଆରମ୍ଭ କରାଯାଇଛି। ଏହି କୋର୍ସର ଉଦ୍ଦେଶ୍ୟ ହେଉଛି ସଂସ୍କୃତକୁ କେବଳ ଧାର୍ମିକ ଭାଷା ଭାବେ ନୁହେଁ, ବରଂ ଦକ୍ଷିଣ ଏସିଆର ସାଧାରଣ ସାଂସ୍କୃତିକ ଐତିହ୍ୟ ଭାବେ ପୁନଃପରିଚୟ କରାଇବା। ଛାତ୍ରଛାତ୍ରୀମାନେ ମହାଭାରତ ଓ […]
ସଂସ୍କୁତ ପଢିବେ ପାକିସ୍ତାନ ବାସି Read More »










