General

କାର୍ତ୍ତିକ ମାହାତ୍ମ୍ୟ

🌹 କାର୍ତ୍ତିକ ମାହାତ୍ମ୍ୟ 🌹 ଭାଗ – (୭) ପୃଥୁ କହୁଛନ୍ତି ଯେ ଈଶ୍ବର କଣ୍ଠରେ ବଜ୍ର ବାଜି ଅନଳ ଜାତ ହୋଇଲା। ତାଙ୍କର କଣ୍ଠ ଦିଶେ କୃଷ୍ଣ ବର୍ଣ୍ଣ। ତ୍ରିଲୋଚନ ବାସବ ଆଗରେ ଉଭା ହୋଇଲେ। ଅନଳ ଦେଖି ଭୟ ପାଇ ଲୁଚିଲା ଗୁରୁ ପଛରେ ଯାଇ। ଇନ୍ଦ୍ର ଙ୍କୁ ରକ୍ଷା କରିବା ପାଇଁ ବୃହସ୍ପତି ଶିବ ଙ୍କୁ ସ୍ତୂତି କଲେ ଯେ। ହେ ପ୍ରଭୁ ଜଗତ ଅଧୀପସୃଷ୍ଟି କାରଣେ ତୋର ରୁପତୁ ବ୍ରହ୍ମା ରୁପ […]

କାର୍ତ୍ତିକ ମାହାତ୍ମ୍ୟ Read More »

କାର୍ତ୍ତିକ ମାହାତ୍ମ୍ୟ

🌹 କାର୍ତ୍ତିକ ମାହାତ୍ମ୍ୟ 🌹 ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେବଳଭଦ୍ର ସୁଭଦ୍ରାଭ୍ଯାଂ ଜଗନ୍ନାଥାୟ ତେ ନମଃ 🙏 ଭାଗ -୬ କାର୍ତ୍ତିକ ବ୍ରତ ହେଉଛି ବିଷ୍ଣୁ ଙ୍କ ପ୍ରିୟ ବ୍ରତ । ସେହି ଜନ ମାନେ ମଧୁ ମାଂସଦି ଆମିଷ, କୋଳଥ ମସୁର ଯେ ମାଂସ। ବର୍ତ୍ତିକା ଆଦି କଣ୍ଟାଫଳ, କୁଷ୍ମାଣ୍ଡ ଆଦି ମଧୁରାଳ। ଅଗସ୍ତୀ ବିନା ଯେତେ ଶାଗ କାର୍ତ୍ତିକ ରେ ବର୍ଜନ କରିବ। କୃଷ୍ଣ ବର୍ଣ୍ଣ ରଙ୍ଗ ଜ୍ୟୋତି କାର୍ତ୍ତିକ ରେ ବର୍ଜନ କରିବ।

କାର୍ତ୍ତିକ ମାହାତ୍ମ୍ୟ Read More »

କାର୍ତ୍ତିକ ମାହାତ୍ମ୍ୟ ଭାଗ -୫

🌹🌹🌹 କାର୍ତ୍ତିକ ମାହାତ୍ମ୍ୟ 🌹🌹🌹 ଭାଗ –୫ ଶୁଣ ସୁଜନେ ଦେଇ ମନ କର୍ଣ୍ଣ। ସତ୍ୟଭାମା ଶ୍ରୀକୃଷ୍ଣ ଙ୍କୁ ପଚାରିଲେ ଯେ କାର୍ତ୍ତିକ ମାସର ବିଧି ବିଧାନ ମୋତେ ବୁଝାଇ କୁହନ୍ତୁ। ଶ୍ରୀକୃଷ୍ଣ କହିଲେ ଯେ ପୁର୍ବରୁ ପୃଥୁ ରାଜା ନାରଦମୁନି ଙ୍କୁ ପଚାରିଲେ ଯେ କେଉଁ ଧର୍ମ ବଳରେ ଗୋବିନ୍ଦ ମନ୍ଦିରରେ ବସନ୍ତି ଓ ପୁଣି ସଂସାର ରେ ପଡନ୍ତି ନାହିଁ। ନାରଦମୁନି କହୁଛନ୍ତି କାର୍ତ୍ତିକ ବ୍ରତ ଧର୍ମ ବଳରେ ମୁକ୍ତିଲାଭ ନିଶ୍ଚୟ କରନ୍ତି। ଅଶେଷ

କାର୍ତ୍ତିକ ମାହାତ୍ମ୍ୟ ଭାଗ -୫ Read More »

ଆସନ୍ତୁ ପଢିବା ରାମାୟଣ ର କିଛି ଲେଖା

ଆସନ୍ତୁ ପଢିବା ରାମାୟଣ ର କିଛି ଲେଖା ହନୁମାନ ଶାଖାମୃଗ ଅର୍ଥାତ୍ ବାନର ରୂପ ଧାରଣ କରିବା ପରେ ‘ଖରପର’ ଅର୍ଥାତ୍ ଖର’ର ଶତ୍ରୁ ଶ୍ରୀରାମ ତାଙ୍କର କିରୀଟ କୁଣ୍ଡଳ ଦେଖି ଆନନ୍ଦିତ ହେଲେ Ι କହିଲେ, ”ଏ କପି ଶରୀରରେ ଏମନ୍ତ ସୁଦିବ୍ୟ କିରୀଟ କେଉଁଠାରୁ ଲାଭ କଲ ?’ “ବହୁ ବୀର ଶାଖା ମୃଗ ତନୁ ତତପର ।ବହୁତ ଆନନ୍ଦ ଚାହିଁ ହେଲେ ଖରପର ।ବିଭୁ ଜଗତର ଚାହିଁ ପୁଚ୍ଛିଲେ ଝଟିତ ।ବିଭୁଷଣ କପି

ଆସନ୍ତୁ ପଢିବା ରାମାୟଣ ର କିଛି ଲେଖା Read More »

କାର୍ତ୍ତିକ ମାହାତ୍ମ୍ୟ ୩

କାର୍ତ୍ତିକ ମାହାତ୍ମ୍ୟ ୩ 🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺 ମହାମ୍ଭୋଧେସ୍ତୀରେ କନକ ରୁଚିରେ ନୀଳ ଶିଖରେବସନ୍ ପ୍ରାସାଦାନ୍ତଃ ସହଜ ବଲଭଦ୍ରେଣ ବଳିନାସୁଭଦ୍ରା ମଧ୍ୟସ୍ଥଃ ସକଳ ସୁର ସେବା ବସରଦୋଜଗନ୍ନାଥଃ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ । ଥାଇ ଡାକିଲା ହେ ୠଷି ମୋତେ ରକ୍ଷାକର ! ଏଠାରେ ମୁଁ ଅଣ ନିଃଶ୍ବାସ ହୋଇ ଯାଉଛି ? ୠଷି କଶ୍ୟପ ବିଷ୍ଣୁଙ୍କ ମାୟା ବୋଲି ଜାଣି ବେଦ ଗାଇବାକୁ ଲାଗିଲେ ଓ ମତ୍ସ କୁ ନେଇ ସମୁଦ୍ରରେ ଛାଡିଦେଲେ ।

କାର୍ତ୍ତିକ ମାହାତ୍ମ୍ୟ ୩ Read More »

କାର୍ତ୍ତିକ ମାହାତ୍ମ୍ୟ ୨

🌹🌹🌹 କାର୍ତ୍ତିକ ମାହାତ୍ମ୍ୟ ୨🌹🌹🌹 🌹🌹🌹 କାର୍ତ୍ତିକ ମାହାତ୍ମ୍ୟ 🌹🌹🌹 ଭାଗ —-୨ ଦୁରରେ ନିଷାଦ ଗଣ ଥିଲେ, ସନ୍ଦେଶ ଦେଲେ। ପତି ଓ ପିଅର ହତ ଶୁଣି ସେ ମୋହ ହୋଇ ଗଲା। ସେ ଶୋକ ସମ୍ଭାଳି ଶାନ୍ତି ହେଲେ। ସେ ଯାଇ ଦୁଇ ଜଣ ଙ୍କ ପ୍ରେତ କର୍ମ ସାରିଦେଲେ। ରାଜା ତା‌ହାର ଧନ ନେଇ ଗଲେ। ଆଉ ଜଣେ ବିପ୍ର ତାଙ୍କ ଘର ବାଡ଼ି ନେଇ ଗଲେ। ସେ ଉଦର ପୋଷଣ ପାଇଁ

କାର୍ତ୍ତିକ ମାହାତ୍ମ୍ୟ ୨ Read More »

କାର୍ତ୍ତିକ ମାହାତ୍ମ୍ୟ ୧

କାର୍ତ୍ତିକ ମାହାତ୍ମ୍ୟ ୧ 🍂🍃🍂🍃 କାର୍ତ୍ତିକ ମାହାତ୍ମ୍ୟ 🍂🍃🍂🍃 କାର୍ତ୍ତିକ ମାହାତ୍ମ୍ୟ ଆରମ୍ଭ କରିବା ପୃର୍ବରୁ ଭଗବାନ ଶ୍ରୀକୃଷ୍ଣ ପ୍ରଭୁ ଦାମୋଦର ଙ୍କ ଚରଣରେ ଶରଣ ହୋଇ ତାଙ୍କ ପାଦ ପଦ୍ମରେ ଅନନ୍ତ କୋଟି ଦଣ୍ଡବତ ଜଣାଉଅଛି । ହେ ! ଅଶେଷ ବ୍ରହ୍ମାଣ୍ଡର ନାଥ ଯାହାଙ୍କ ଚରିତ ଶୁଣିଲେ ପୁଣ୍ୟ ମିଳେ , ଆରତ ଜନଙ୍କୁ ଯିଏ ନିଜ ଅଭୟ ପାଦପଦ୍ମ ରେ ଆଶ୍ରୟ ଦିଅନ୍ତି , ମାତା କମଳା ଙ୍କୁ ଆଶ୍ରାକରି ଯିଏ ସର୍ବଦା

କାର୍ତ୍ତିକ ମାହାତ୍ମ୍ୟ ୧ Read More »

ଚକ୍ରବାକ ଚକ୍ରବାକୀ ସମ୍ବାଦ

ଚକ୍ରବାକ ଚକ୍ରବାକୀ ସମ୍ବାଦ
ପମ୍ପା ସରୋବର କୂଳେ କୂଳେ ଶ୍ରୀରାମ ଓ ସୌମିତ୍ରୀ ଚାଲିଥାନ୍ତି Ι ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ ମନ ମୋହି ନେଉଥାଏ Ι ବୈଦେହୀଶଙ୍କୁ ବୈଦେହୀଙ୍କର ଅଭାବ ବିବ୍ରତ କଲା Ι ଏତେ ଅନୁପମ ଦୃଶ୍ୟରାଜି ଏବଂ ଏହି
ମନ୍ତ୍ରମୁଗ୍ଧ କରି ତୋଲୁଥିଵା ବାତାବରଣରେ ପ୍ରାଣପ୍ରିୟା ପାଶରେ ଥିଲେ, କେତେ ସୁଖରେ ସମୟ ବିତୁଥାନ୍ତା ! ବିଚ୍ଛେଦର ଦୁଃଖରେ ଜାନକୀବଲ୍ଲଭଙ୍କର ଚକ୍ଷୁ କୋଣରେ ଦୁଇ ବୁନ୍ଦା ଅଶ୍ରୁ ଦେଖା ଦେଲା

ଚକ୍ରବାକ ଚକ୍ରବାକୀ ସମ୍ବାଦ Read More »

ଶାବରୀ -୨

ଶାବରୀ -୨ କବନ୍ଧ ସ୍ଵର୍ଗପୁରକୁ ଯିବା ପୂର୍ବରୁ ପମ୍ପା ସରୋବରକୁ ପଥ, ପମ୍ପା ସର ଓ ତାର ଚତୁର୍ପାର୍ଶ୍ୱରେ ଥିବା ଅରଣ୍ୟାନୀର ସୌନ୍ଦର୍ଯ୍ୟ, ଦିବଂଗତ ଋଷି ମାତଙ୍ଗଙ୍କ ଆଶ୍ରମ ଓ ସେ ଆଶ୍ରମରେ ଦୀର୍ଘକାଳ ଅପେକ୍ଷାରତା ଏକ ତପସ୍ୱିନୀ ବିଷୟରେ ସବିଶେଷ ତଥ୍ୟ ଦେଇ ଯାଇଥିଲେ Ι ପ୍ରକୃତରେ ତାଙ୍କର ବର୍ଣ୍ଣନା ଅନୁରୂପ ପ୍ରାକୃତିକ ଶୋଭାର ଭଣ୍ଡାର ଥିଲା ପମ୍ପା ସରୋବର Ιସେହି ଜଳାଶୟରେ ନାନା ବର୍ଣ୍ଣର କମଳ ବିକଶିତ ହୋଇଥିଲେ Ι ହଂସ, ସାରସ ଆଦି

ଶାବରୀ -୨ Read More »

ନବ ଦୁର୍ଗା ସ୍ତୋତ୍ରମ୍

ନବ ଦୁର୍ଗା ସ୍ତୋତ୍ରମ୍ ଶ୍ରୀ ଗଣେଶଃ ହରିଦ୍ରାଭଂଚତୁର୍ଵାଦୁ ହାରିଦ୍ରଵସନଂଵିଭୁମ୍ପା। ଶାଂକୁଶଧରଂ ଦୈଵଂମୋଦକଂଦଂତମେଵ ଚ ଦେବୀ ଶୈଳପୁତ୍ରୀ ବଂଦେ ଵାଂଛିତଲାଭାୟ ଚଂଦ୍ରାର୍ଧକୃତଶେଖରାଂ ଵୃଷାରୂଢାଂ ଶୂଲଧରାଂ ଶୈଳପୁତ୍ରୀ ୟଶସ୍ଵିନୀମ୍ ଦେବୀ ବ୍ରହ୍ମଚାରିଣୀ ଦଧାନା କରପଦ୍ମାଭ୍ୟାମକ୍ଷମାଲା କମଂଡଲୂ ଦେବୀ ପ୍ରସୀଦତୁ ମୟି ବ୍ରହ୍ମଚାରିଣ୍ୟନୁତ୍ତମା ଦେବୀ ଚଦ୍ରଘଣ୍ଟା ପିଂଡଜପ୍ରଵରାରୂଢା ଚଂଦକୋପାସ୍ତ୍ରକୈର୍ୟୁତା ପ୍ରସାଦଂ ତନୁତେ ମହ୍ୟଂ ଚଂଦ୍ରଘଂଟେତି ଵିଶ୍ରୁତା ଦେବୀ କୁଷ୍ମାଣ୍ଡା ସୁରାସଂପୂର୍ଣକଲଶଂ ରୁଧିରାପ୍ଲୁତମେଵ ଚ ହସ୍ତପଦ୍ମାଭ୍ୟାଂ କୂଷ୍ମାଂଡା ଶୁଭଦାସ୍ତୁ ମେ ଦେବୀ ସ୍କନ୍ଧମାତା ସିଂହାସନଗତା ନିତ୍ୟଂ ପଦ୍ମାଶ୍ରିତକରଦ୍ଵୟା ଶୁଭଦାସ୍ତୁ ସଦା ଦେଵୀ ସ୍କଂଦମାତା

ନବ ଦୁର୍ଗା ସ୍ତୋତ୍ରମ୍ Read More »