General

From Japan to Puri

From Japan to Puri By Lokanath Mishra: Ayumi’s eyes sparkled as she stepped onto the sun-kissed streets of Puri. The 20-year-old dancer from Japan had come to India to master the classical art form of Odissi. She settled into a cozy hotel on Chakratirtha Road, surrounded by the sounds of the bustling coastal town. Ayumi’s […]

From Japan to Puri Read More »

Abhisapta Dyarapal

ଅଭିଶପ୍ତ ଦ୍ୱାରପାଳ, ଦ୍ଵିତୀୟ ଅଧ୍ୟାୟ

ଆସନ୍ତୁ ପଢିବା ଆଜିର ପୌରାଣିକ କାହାଣୀ ଅଭିଶପ୍ତ ଦ୍ୱାରପାଳ, ଦ୍ଵିତୀୟ ଅଧ୍ୟାୟ !! ଭାଗ – ୨୨୬ !! ଡା.କୃପାସିନ୍ଧୁ ମିଶ୍ର✤●○●○●○✤‼️✤○●○●○●✤ସୌଜନ୍ୟ: ଆଧ୍ୟାତ୍ମ ଜଗତ ହ୍ବାଟ୍ସଆପ୍ ଗୃପ୍ ମହୀରାବଣର ଯୋଜନା ଶୁଣି ଲଙ୍କାଧୀଶ ଅତ୍ୟନ୍ତ ଆନନ୍ଦିତ ହେଲେ Ι ଶ୍ରୀରାମ ଲକ୍ଷ୍ମଣଙ୍କୁ ଅପହରଣ କରିନେଇ ପାତାଳରେ ସେ ପୂଜା କରୁଥିବା କାଳୀ ମୂର୍ତ୍ତିଙ୍କ ସମ୍ମୁଖରେ ବଳି ଦେଇଦେବ ବୋଲି ଦୃଢ ବିଶ୍ୱାସର ସହ କହୁଥିଲା Ι କକ୍ଷ ବାହାରେ ଦାସୀଟିଏ ଗୃହସଜ୍ଜା କାର୍ଯ୍ୟରେ ବ୍ୟସ୍ତ ଥିଲେ ମଧ୍ୟ

ଅଭିଶପ୍ତ ଦ୍ୱାରପାଳ, ଦ୍ଵିତୀୟ ଅଧ୍ୟାୟ Read More »

ଅଭିଶପ୍ତ ଦ୍ୱାରପାଳ, ଦ୍ଵିତୀୟ ଅଧ୍ୟାୟ

.ଆସନ୍ତୁ ପଢିବା ଆଜିର ପୌରାଣିକ କାହାଣୀ ଅଭିଶପ୍ତ ଦ୍ୱାରପାଳ, ଦ୍ଵିତୀୟ ଅଧ୍ୟାୟ !! ଭାଗ – ୨୨୪ !! ଡା.କୃପାସିନ୍ଧୁ ମିଶ୍ର ଲକ୍ଷହୀରା ନିକଟରୁ ବିଷ୍ଣୁ ଦାସ ଓ ଅନସୂୟା ଫେରିବା ବେଳକୁ ଅର୍ଦ୍ଧରାତ୍ରି Ι କୃଷ୍ଣପକ୍ଷ ହେତୁ ଘୋର ଅନ୍ଧକାର Ι ପତି ପତ୍ନୀ ହାତ ଧରାଧରି ହୋଇ ବାଟ ଚାଲୁଥାଆନ୍ତି Ι ହଠାତ ବିଷ୍ଣୁଦାସ ଜଣେ କାହାକୁ ଝୁଣ୍ଟି ପଡିଲା Ι ଅନ୍ଧାର ଭିତରୁ କାହାର ଗୋଟାଏ କରୁଣ ଚିତ୍କାର ଶୁଭିଲା Ι “ଆହା,

ଅଭିଶପ୍ତ ଦ୍ୱାରପାଳ, ଦ୍ଵିତୀୟ ଅଧ୍ୟାୟ Read More »

ଅଭିଶପ୍ତ ଦ୍ୱାରପାଳ, ଦ୍ଵିତୀୟ ଅଧ୍ୟାୟ

.ଆସନ୍ତୁ ପଢିବା ଆଜିର ପୌରାଣିକ କାହାଣୀ ଅଭିଶପ୍ତ ଦ୍ୱାରପାଳ, ଦ୍ଵିତୀୟ ଅଧ୍ୟାୟ !! ଭାଗ – ୨୨୩ !! ଡା.କୃପାସିନ୍ଧୁ ମିଶ୍ର “ନ ପାହୁ ରାତି ନ ମରୁ ପତି. ଏକରାତି ହେଉ ସପତ ରାତି “‘ଲକ୍ଷ୍ମଣଙ୍କ ଶକ୍ତିଭେଦ’ ଏକ ବିବଦମାନ ଅଧ୍ୟାୟ Ι ବାଲ୍ମୀକି ରାମାୟଣରେ ରାବଣ ଲକ୍ଷ୍ମଣଙ୍କୁ ଶତୃଘାତିନୀ ଏକଘ୍ନୀ ଶକ୍ତି ଦ୍ୱାରା ମୂର୍ଚ୍ଛିତ କରିବା ବିଷୟ ଲେଖିଥିଲେ Ι ରାମଚରିତମାନସରେ ଇନ୍ଦ୍ରଜିତ ତାଙ୍କୁ ବୀରଘାତିନୀ ଶକ୍ତି ମାରିଥିଲେ ବୋଲି ବର୍ଣ୍ଣନା କରାଯାଇଛି Ι

ଅଭିଶପ୍ତ ଦ୍ୱାରପାଳ, ଦ୍ଵିତୀୟ ଅଧ୍ୟାୟ Read More »

war-desert-guns-gunshow-163443-163443.jpg

ରକ୍ତ ରଞ୍ଜିତ ଭୂସ୍ବର୍ଗ

ରକ୍ତ ରଞ୍ଜିତ ଭୂସ୍ବର୍ଗ ସାରଦା ପ୍ରସାଦ ମିଶ୍ର ଆତପ ତାପରେ ଅତିଷ୍ଠ ହୋଇପ୍ରିୟ ପରିଜନ ସାଥିରେ ନେଇଆନନ୍ଦେ ଆସିଥିଲେ କାଶ୍ମୀର ଧାଇଁଅଙ୍ଗ କରିବେ ଶୀତଳଜଣାତ ନଥିଲା ଭୂସ୍ବର୍ଗ ଅଙ୍ଗନେଲୁଚି ରହିଥିଲା କାଳ।ପର୍ଯ୍ୟଟକଙ୍କର ଉଷ୍ମ ରକତଭୂସ୍ବର୍ଗ ଭୂମିରେ ହେଲା ପତିତମାନବିକତା କୁ କଲା କଳଙ୍କିତସିମନ୍ତିନୀର ସିନ୍ଦୂରଲିଭିଲା କପ।ଳୁ ନିଶ୍ପାପ ଶିଶୁଟିହରାଇଲା ତା ପିଅର।ବଇଶାଖ ମାସ ମଙ୍ଗଳ ବାରପହଲ ଗାଁରେ ଅନେକ ପରିବାରକାଶ୍ମୀରୀ ପୋଷାକେ ଫଟୋ ନିଜରତୋଳା ଯାଉଥିବା ବେଳେସେନା ପୋଷାକରେ ଗୁଳି ବରଷିଲେଆତଙ୍କବାଦୀଏ ହେଳେ।ପର୍ଯ୍ୟଟକଙ୍କ ପୁଛିଲେ ନାମପୁଣି ପଚାରିଲେ

ରକ୍ତ ରଞ୍ଜିତ ଭୂସ୍ବର୍ଗ Read More »