General

How Prabhu Shri Jaganath and his siblings came to 🇺🇸 USA ?

  By – Lokanath Mishra ! Jaganathah swami nayana-patha-gāmī bhavatu me.  “This is a mantra for Prabhu Jagannātha. Jagannātha means ‘Lord of the universe. ‘ ‘O Lord of the universe, kindly be visible unto me”. Shri Jagannath  is a deity worshipped in Hindu traditions in India and  abroad as part of a triad along with

How Prabhu Shri Jaganath and his siblings came to 🇺🇸 USA ? Read More »

pexels-photo-27993230-27993230.jpg

ସକାଳର ଭକ୍ତି ଅର୍ଘ୍ୟ

❀꧁❣️ସକାଳର ଭକ୍ତି ଅର୍ଘ୍ୟ❣️꧂❀ ♾️♾️♾️♾️⭕⭕♾️♾️♾️♾️ ମିଳିଲା ଯାଇ ନନ୍ଦଦ୍ଵାର। ଦ୍ଵାରୀକି ବୋଲଇ ଉତ୍ତର।ଗୋପୀଏ ଗଲେ ଅପସରି। ଭିତରେ ପଶିଲା ଅସୁରୀ। ଯଶୋଦା ଦେଖିଣ ଚକିତ। କାହୁଁ ଅଇଲା ଅଦଭୁତ।କି ଅବା ତ୍ରିପୁର ସୁନ୍ଦରୀ। ରୂପେ ତ ନାହିଁ ସମସରି। ପୂତନା ପାଶେଣ ମିଳିଲା। ମଧୁର ବଚନ କହିଲା।କାହୁଁ ଅଇଲୁ ମହାତ୍ମାଣୀ। କି ଅବା ହରିର ଘରଣୀ। କିମ୍ପା ମୋ ପୁରକୁ ଅଇଲୁ। ଏ ମୋର ମନକୁ ମୋହିଲୁ।କିସ କରିବୁ ମୋତେ କହ। ଦେଖି ମୋ ରହୁନାହିଁ ଦେହ।

ସକାଳର ଭକ୍ତି ଅର୍ଘ୍ୟ Read More »

ସକାଳର ଭକ୍ତି ଅର୍ଘ୍ୟ

❀꧁❣️ସକାଳର ଭକ୍ତି ଅର୍ଘ୍ୟ❣️꧂❀ ♾️♾️♾️♾️⭕⭕♾️♾️♾️♾️ ମିତ୍ର ଆଗମ ନନ୍ଦ ଦେଖି। ଉଠିଲା ଆସନ ଉପେକ୍ଷି।ଆନନ୍ଦେ ହୋଇ କୋଳାକୋଳ। ବସିଲେ ଯାଇ ଏକମେଳ। ପୂର୍ବର କଥାମାନ କହି। ଏକ ଆରକେ ଭାବ ବହି।ବୋଲନ୍ତି ବସୁଦେବ ହସି। ନନ୍ଦ କୁଶଳ ପରଶଂସି। ବୃଦ୍ଧ ବୟସେ ତୋର ସୁତ। ଶୁଣି ହୋଇଲି କୃତକୃତ୍ୟ।ମନୁଷ୍ୟ ଜନ୍ମର ଏ ସାର। ବୋଲନ୍ତି ସଂସାର ବେଭାର। ଦାରା ତନୟ ବନ୍ଧୁଗଣ। ଧନସମ୍ପଦ ଏ କାରଣ।ଏତେ ନଥିଲେ ଦୁଃଖ ପାଇ। ଉଭୟଲୋକେ ସୁଖ ନାହିଁ। ଏ ପୁଣି

ସକାଳର ଭକ୍ତି ଅର୍ଘ୍ୟ Read More »

କିଏ ସେହି ମନ୍ଦିର କରିଥିଲା ?

କିଏ ସେହି ମନ୍ଦିର କରିଥିଲା ? ( ଲୋକନାଥ ମିଶ୍ର) ଆମ ମାନଙ୍କ ପାଇଁ ଏହି ପ୍ରଶ୍ନର ଉତ୍ତର ଦେଵା ସହଜ ନୁହେଁ। ଐତିହାସିକ ଓ ପୌରାଣିକ ମତ ଭିନ୍ନ ଭିନ୍ନ ହୋଇ ଥିବାରୁ ଏହି ପ୍ରଶ୍ନଟିର ଯୁକ୍ତିଯୁକ୍ତ ଉତ୍ତର ମିଳିପାରେ ନାହିଁ। ପୁରାଣ ଓ କିମ୍ବଦନ୍ତୀ କହେ ମାଳବର ରାଜା ଇନ୍ଦ୍ରଦ୍ୟୁମ୍ନ ସର୍ବ ପ୍ରଥମେ ପୁରୁଷୋତ୍ତମ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କରିଥିଲେ। ଆରମୋନିଆ ଇତିହାସ ଅନୁସାରେ ଦୁତୀୟ ଶତାଦ୍ଦି ର ଆହୁରି ଆଗରୁ ଜଗନାଥ ପୁଜା

କିଏ ସେହି ମନ୍ଦିର କରିଥିଲା ? Read More »

pexels-photo-15902534-15902534.jpg

ଆସନ୍ତୁ ପଢିବା ଆଜିର ପୌରାଣିକ କାହାଣୀ

.ଆସନ୍ତୁ ପଢିବା ଆଜିର ପୌରାଣିକ କାହାଣୀ ଅଭିଶପ୍ତ ଦ୍ୱାରପାଳ, ଦ୍ଵିତୀୟ ଅଧ୍ୟାୟ !! ଭାଗ – ୧୫୬ !! ଡା.କୃପାସିନ୍ଧୁ ମିଶ୍ର✤●○●○●○✤‼️✤○●○●○●✤ସୌଜନ୍ୟ: ଆଧ୍ୟାତ୍ମ ଜଗତ ହ୍ବାଟ୍ସଆପ୍ ଗୃପ୍✤●○●○●○✤♾️✤○●○●○●✤ ══━━━━✥◈❤️◈✥━━━━══ ହିରଣ୍ୟକଶ୍ୟିପୁର ପୁତ୍ରୀ ତଥା ପ୍ରହ୍ଲାଦଙ୍କ ଭଗ୍ନୀ ସିଂହିକା ବିପ୍ରଚିତି ନାମକ ଅସୁରକୁ ବିବାହ କରିଥିଲେ Ι ସେ ସ୍ୱର୍ଭାନୁର ଜନନୀ ଥିଲେ Ι ସ୍ୱର୍ଭାନୁକୁ ଅମୃତ ବଣ୍ଟନ ସମୟରେ ଶ୍ରୀବିଷ୍ଣୁ ଚକ୍ର ଦ୍ୱାରା ଦୁଇଖଣ୍ଡ କରି ଦେଇଥିଲେ Ι ଅମୃତ ଭକ୍ଷଣ କରିଥିବା ଏହି ରାକ୍ଷସର ବିଖଣ୍ଡିତ

ଆସନ୍ତୁ ପଢିବା ଆଜିର ପୌରାଣିକ କାହାଣୀ Read More »

pexels-photo-16354577-16354577.jpg

ଆସନ୍ତୁ ପଢିବା ଗୀତା….

ଆସନ୍ତୁ ପଢିବା ଗୀତା… ଅଧ୍ୟାୟ ୧୭ – ଶ୍ଳୋକ ୧୧ – ଶ୍ରଦ୍ଧାତ୍ରୟ ବିଭାଗ ଯୋଗଃ ଅଫଲାକାଙ୍କ୍ଷିଭିର୍ୟଜ୍ଞୋ ଵିଧିଦୃଷ୍ଟୋ ୟ ଇଜ୍ୟତେ | ୟଷ୍ଟଵ୍ୟମେଵେତି ମନଃ ସମାଧାୟ ସ ସାତ୍ତ୍ଵିକଃ || ୧୧ || ଫଳରେ ଆଶା ନ ରଖିଥିବା ବ୍ୟକ୍ତିଙ୍କଦ୍ୱାରା ବିଧି ଅନୁସାରେ ଯେପରି ଯଜ୍ଞ କରାଯିବା ଉଚିତ ମନ ଓ ଚିତ୍ତ ସ୍ଥିରକରି ସେପରି ଯଜ୍ଞ ଅନୁଷ୍ଠାନ କରାଗଲେ ତାହା ସାତ୍ତ୍ୱିକ ବା ଶୁଦ୍ଧଯଜ୍ଞ ବୋଲି କହନ୍ତି । ✿❣️༒ ଜୟ ଜଗନ୍ନାଥ ༒❣️✿

ଆସନ୍ତୁ ପଢିବା ଗୀତା…. Read More »

pexels-photo-15902656-15902656.jpg

ସପ୍ରେମ ସନାତନ ସ୍ମରଣ

🕉️ ସପ୍ରେମ ସନାତନ ସ୍ମରଣ 🕉️ . ‼️ ସୁପ୍ରଭାତମ୍ ! ‼️ ଅନ୍ୟର ଉନ୍ନତି ଅବା ଜୀବନଶୈଳୀ ଦେଖିଲେ ମନରେ ଈର୍ଷା ହେବା ସ୍ଵାଭାବିକ….ହେଲେ ନିଜ ପାଖରେ ଯାହା ଅଛି ତାକୁ ନେଇ ମଧ୍ୟ ମନରେ ଆତ୍ମସନ୍ତୋଷ ର ଭାବ ରହିବା ଦରକାର…. ସର୍ବେ ଭବନ୍ତୁ ସୁଖିନଃ।ସର୍ବେ ସନ୍ତୁ ନିରାମୟାଃସର୍ବେ ଭଦ୍ରାଣି ପଶ୍ୟନ୍ତୁମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥ ✿ଓ❣️ ଶ୍ରୀ ଜଗନ୍ନାଥ ଶରଣଂ❣️ଆ✿ ଆମର ସ୍ବାଭିମାନ: ସତ୍ୟ ସନାତନ ଧର୍ମ

ସପ୍ରେମ ସନାତନ ସ୍ମରଣ Read More »

pexels-photo-16354577-16354577.jpg

ଆସନ୍ତୁ ପଢିବା ଗୀତା….

.ଆସନ୍ତୁ ପଢିବା ଗୀତା…. ଅଧ୍ୟାୟ ୧୭ – ଶ୍ଳୋକ ୯ – ଶ୍ରଦ୍ଧାତ୍ରୟ ବିଭାଗ ଯୋଗଃ କଟ୍ଵମ୍ଲଲଵଣାତ୍ୟୁଷ୍ଣତୀକ୍ଷ୍ଣରୂକ୍ଷଵିଦାହିନଃ | ଆହାରା ରାଜସସ୍ୟେଷ୍ଟା ଦୁଃଖଶୋକାମୟପ୍ରଦାଃ || 9 || କଟୁ ବା ପିତା,ଖଟା, ଲବଣାକ୍ତ , ଗରମ, ରୁକ୍ଷ ବା କଠିନ ଓ ଶୁଷ୍କ ଏବଂ ଯାହା ପେଟ ଓ ପାଟି ପୋଡାଜଳା କରେ ଏହିସବୁ ଖାଦ୍ୟ ରାଜସୀକ ଲୋକର ପ୍ରୀୟଖାଦ୍ୟ । ପୁଣି ଏହି ଖାଦ୍ୟସବୁ ରୋଗ, ଶୋକ ଦୁଃଖ କଷ୍ଟ ସୃଷ୍ଟି କାରକ । ✿❣️༒

ଆସନ୍ତୁ ପଢିବା ଗୀତା…. Read More »

ଆସନ୍ତୁ ପଢିବା ଆଜିର ପୌରାଣିକ କାହାଣୀ

.ଆସନ୍ତୁ ପଢିବା ଆଜିର ପୌରାଣିକ କାହାଣୀ ଅଭିଶପ୍ତ ଦ୍ୱାରପାଳ, ଦ୍ଵିତୀୟ ଅଧ୍ୟାୟ !! ଭାଗ – ୧୫୨ !! ଡା.କୃପାସିନ୍ଧୁ ମିଶ୍ର✤●○●○●○✤‼️✤○●○●○●✤ସୌଜନ୍ୟ: ଆଧ୍ୟାତ୍ମ ଜଗତ ହ୍ବାଟ୍ସଆପ୍ ଗୃପ୍✤●○●○●○✤♾️✤○●○●○●✤ ══━━━━✥◈❤️◈✥━━━━══ କପିଯୂଥ ନଦୀ, ହ୍ରଦ ଓ ସମୁଦ୍ର ତଟରେ, ପର୍ବତମାନଙ୍କ ଉପରେ ଓ ପାଦଦେଶରେ, ଗିରିଗୁହାରେ, ଗ୍ରାମ ଓ ନଗରମାନଙ୍କରେ, ଜନଶୂନ୍ୟ ଉପତ୍ୟକାସବୁରେ ତଥା ଅଗମ୍ୟ ନିଘଞ୍ଚ ଅରଣ୍ୟମଧ୍ୟରେ ଯତ୍ନର ସହିତ ଅନୁସନ୍ଧାନ କରିବାରେ ଲାଗିଲେ Ι ଗୋଟିଏ ଦଳର ବାନରମାନେ ରାତ୍ରିରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଏକତ୍ରିତ

ଆସନ୍ତୁ ପଢିବା ଆଜିର ପୌରାଣିକ କାହାଣୀ Read More »