ଆକାଶରୁ ସ୍ୱାଧୀନତାର ଗର୍ଜନ
ଆକାଶରୁ ସ୍ୱାଧୀନତାର ଗର୍ଜନ ସମୟ ୧୯୪୭ ମସିହା। ଭାରତ ସ୍ୱାଧୀନ ହେବାକୁ ମାତ୍ର କିଛି ଦିନ ବାକି ଥାଏ। ସେପଟେ ଇଣ୍ଡୋନେସିଆ ଉପରେ ଡଚ୍ (Dutch) ଶାସକମାନେ ଆକ୍ରମଣ କରି ସେଠାକାର ନେତାମାନଙ୍କୁ ବନ୍ଦୀ କରି ରଖିବାକୁ ଚେଷ୍ଟା କରୁଥାନ୍ତି। ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମୀ ସୁକର୍ଣ୍ଣୋ ଏବଂ ହଟ୍ଟା ବାହାର ଦୁନିଆର ସାହାଯ୍ୟ ଚାହୁଁଥାନ୍ତି।ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଚିନ୍ତାରେ ଥାନ୍ତି— କେମିତି ସେମାନଙ୍କୁ ଉଦ୍ଧାର କରାଯିବ? କାରଣ ଇଣ୍ଡୋନେସିଆର ସୀମା ଚାରିପଟେ ଡଚ୍ ସେନା […]
ଆକାଶରୁ ସ୍ୱାଧୀନତାର ଗର୍ଜନ Read More »










