Jaganath

କାର୍ତ୍ତିକ ମାହାତ୍ମ୍ୟ (ଅଧ୍ୟାୟ- 21 )

କାର୍ତ୍ତିକ_ମାହାତ୍ମ୍ୟ (ଅଧ୍ୟାୟ- 21 ) ଦେବର୍ଷି ନାରଦ ଙ୍କ ଠାରୁକାର୍ତ୍ତିକ ମାହାତ୍ମ୍ୟ ଶୁଣି ରାଜା ପୃଥୁ କହିଲେ ହେ ମୁନି ଆପଣ ମୋତେ ଧର୍ମ କଥା କହୁଥିବାରୁ ତାହା ଶୁଣି କର୍ଣ୍ଣ ମୋହର ପବିତ୍ର ହୋଇଗଲା । ମୁଁ ସନ୍ତୋଷ ଲାଭ କରିଛି । ନାରଦ ଙ୍କ ବାକ୍ୟ ଶୁଣି ସଂସାରରେ ଧର୍ମ ଉଦୟ ହେଲା । ଜଣ ଜଣ କରି ନାରଦ ଙ୍କ ଠାରୁ ଜ୍ଞାନ ପାଇବା ପରେ ମୁନି ମାନେ ବ୍ରହ୍ମ ଲୋକ କୁ […]

କାର୍ତ୍ତିକ ମାହାତ୍ମ୍ୟ (ଅଧ୍ୟାୟ- 21 ) Read More »

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୨୦)

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୨୦) ନାରଦ କହିଲେ ………..!! ଏକା ଅଙ୍ଗରେ ଯଜ୍ଞ ସଂକଳ୍ପ ହୁଏ ନାହିଁ ?ଏଣୁ କ୍ଷୀରା ଙ୍କ ମାତା ଅର୍ଥାତ ଆପଣଂକ ଜ୍ୟେଷ୍ଠ ପତ୍ନୀ ସୁରା ଙ୍କୁ ଡାକି ତୁମେ ଦୁଇଜଣ ଯଜ୍ଞ ସଂକଳ୍ପ କର । ଭୃଗୁମୁନି ନାରାୟଣ ଙ୍କ କଥା ଶୁଣି ଚିନ୍ତାକଲେ ଓ ସମସ୍ତ ଦେବତାଙ୍କ ଉଦ୍ଦେଶ୍ୟ ରେ କହିଲେ ହେ ସଭାଜନ ଏହାର ଶୁଣି ରଖ ବ୍ରହ୍ମା ଙ୍କର ତିନି ପତ୍ନୀ ,ସୁରା , ସାବିତ୍ରୀ ,

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୨୦) Read More »

Kartika Mahatmya

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୯)

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୯) ରାଜା ପୃଥୁ ଦେବର୍ଷି ନାରଦ ଙ୍କୁ ପ୍ରଣାମ କଲେ ଓ କହିଲେ ଭୋ ମୁନି ! ରାଜା ଚୋଳ ଓ ବିଷ୍ଣୁ ଦାଶ ବ୍ରାହ୍ମଣ ନିଜର ଧର୍ମ ବଳରେ ବୈକୁଣ୍ଠ ପୁରକୁ ଗମନ କଲେ ?ଆଉ କିଏ କିଏ କାର୍ତ୍ତିକ ଉଦ୍ୟାପନ କରି ବୈକୁଣ୍ଠ ପ୍ରାପ୍ତି ହୋଇଥିଲେକି ?ଯଦି ପ୍ରାପ୍ତି ହୋଇଥିଲେ ତାହାଲେ ସେମାନେ କିଏ ?ମୋତେ କୁହନ୍ତୁ ମୁନିବର !।ନାରଦ କହିଲେ ହେ !ରାଜନ ମୁଁ ଯାହା ଶୁଣିଛି ତାହା

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୯) Read More »

kartikmahatyam

କାର୍ତ୍ତିକ ମାହାତ୍ମ୍ୟ (ଅଧ୍ୟାୟ- 18 )

କାର୍ତ୍ତିକ_ମାହାତ୍ମ୍ୟ (ଅଧ୍ୟାୟ- 18 ) ରାଜା ପୃଥୁ ନାରଦ ଙ୍କୁ ପ୍ରଣାମ କଲେ ଓ କହିଲେ ହେ ମୁନି !ରାଜା ଚୋଳ ଙ୍କ ସହିତ ବିଷ୍ଣୁ ଦାଶ ଗୟା ତୀର୍ଥ କୁ ଯାଇ ୠଷି ମୁଦୁଗୁଲ ଙ୍କ ପାଖରେ ପହଁଞ୍ଚିଲେ ।ୠଷି ମୁଦୁଗୁଲ ଚୋଳ ରାଜାଙ୍କ ପ୍ରଶ୍ନ ର କି ଉତ୍ତର ରଖିଲେ ତାହା ମୋତେ ବିସ୍ତାର କରି କୁହନ୍ତୁ ।ଦେବର୍ଷି ନାରଦ କହିଲେ ହେ ରାଜନ !ମୁଁ ଯାହା ଶୁଣିଛି ତାହା ତୁମ ନିକଟରେ କହୁଛି

କାର୍ତ୍ତିକ ମାହାତ୍ମ୍ୟ (ଅଧ୍ୟାୟ- 18 ) Read More »

kartika-mahatmya

କାର୍ତ୍ତିକ ମାହାତ୍ମ୍ୟ (ଅଧ୍ୟାୟ- 17 )

କାର୍ତ୍ତିକ_ମାହାତ୍ମ୍ୟ (ଅଧ୍ୟାୟ- 17 ) ରାଜା ପୃଥୁ ଦେବର୍ଷି ନାରଦଙ୍କୁ ପ୍ରଣିପାତ କଲେ ଓ କହିଲେ ଭୋ ମୁନି !ବିଷ୍ଣୁଗଣ ଯାହା ଶୁଣିଥିଲେ ତାହା ଧର୍ମଦତ୍ତ ବ୍ରାହ୍ମଣ କୁ କହିଲେ ? ପ୍ରକୃତରେ ଧର୍ମଦତ୍ତ ଓ ତାହାର ତିନି ପତ୍ନୀ ବୈକୁଣ୍ଠ କୁ ଗଲେ ନା ,ନାହିଁ ? ହେ ମୁନି କେବଳ ଧର୍ମଦତ୍ତ ବ୍ରାହ୍ମଣ କାର୍ତ୍ତିକ ବ୍ରତ କରି ସୁଫଳ ପାଇ ଥିଲେ ନା ମର୍ତ୍ତ୍ୟରେ ଆଉ କିଏ ଏହି ବ୍ରତ ପାଳନ କରି ଉପକୃତ

କାର୍ତ୍ତିକ ମାହାତ୍ମ୍ୟ (ଅଧ୍ୟାୟ- 17 ) Read More »

kartik mahatyam

କାର୍ତ୍ତିକ ମାହାତ୍ମ୍ (ଅଧ୍ୟାୟ- 16 )

କାର୍ତ୍ତିକ ମାହାତ୍ମ୍ (ଅଧ୍ୟାୟ- 16 ) କଳହା ର ବଚନ ଶୁଣି ବ୍ରାହ୍ମଣ ଧର୍ମଦତ୍ତ କିଛି ସମୟ ମୌନ ହୋଇ ରହିଲେ ଓ ତାପରେ କହିଲେ ହେ !ଶୁଭ୍ରକେଶୀ ତୁମର ପୁଣ୍ୟ କର୍ମ ପାଇଁ ତୁମେ ପାପ ପଥରେ ବୁଲୁଥିଲ ପୁଣ୍ୟ କରିବା ପାଇଁ ତୀର୍ଥ ଭ୍ରମଣ କରିବାକୁ କାହିଁକି ଗଲୁ ନାହିଁ ? ରାମ ଗୋବିନ୍ଦ , ନାରାୟଣ ନାମକୁ ତୁ କାହିଁକି ଉଚ୍ଚାରଣ କଲୁନାହିଁ ? ଅତି ଦୁଃଖ ସହି ପିଶାଚୀ ହୋଇ ବଣରେ

କାର୍ତ୍ତିକ ମାହାତ୍ମ୍ (ଅଧ୍ୟାୟ- 16 ) Read More »

kartika-mahatmya

କାର୍ତ୍ତିକ ମାହାତ୍ମ୍ୟ(ଭାଗ -୧୫)

କାର୍ତ୍ତିକ ମାହାତ୍ମ୍ୟ(ଭାଗ -୧୫) ରାଜା ପୃଥୁ ନାରଦ ଙ୍କୁ ପ୍ରଣିପାତ କଲେ ଓ କହିଲେ ହେ ଦେବର୍ଷି !ଆପଣ ତୁଳସୀ ଙ୍କ ଜନ୍ମ ବିଷୟରେ କହିଲେ ? ଏହି ବୃତ୍ତାନ୍ତ ଶୁଣି ମୋହର ଆତ୍ମା ପବିତ୍ର ହୋଇଗଲା । ଆଉ ଗୋଟିଏ କଥା ମୋ ମନକୁ ଆସୁଛି ଯେ କାର୍ତ୍ତିକ ବ୍ରତ ଉଦ୍ୟାପନ ବିଧି କଣ ? ପୂର୍ବରୁ କିଏ ଏହାକୁ କରିଥିଲେ ଓ ଭଵ ସାଗର ରୁ ପାରି ହୋଇଥିଲେ କି ?ଯଦି ଏହି କାର୍ତ୍ତିକ

କାର୍ତ୍ତିକ ମାହାତ୍ମ୍ୟ(ଭାଗ -୧୫) Read More »

kartika-masa

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୪)

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୪) ରାଜା ପୃଥୁ ନାରଦ ଙ୍କୁ ପ୍ରଣିପାତ କଲେ ଓ କହିଲେ ଭୋ ମୁନି ! ଭଗବାନ ବିଷ୍ଣୁ ଦେବତା ମାନଙ୍କୁ ତୁଳସୀ ସ୍ଥାପନ ବିଷୟରେ କହିଲେ ?ତୁଳସୀ ବୃକ୍ଷ ପୂଜା କଲେ କି ,କି ,ସୁଫଳ ମିଳେ ତା କହିଥିଲେ କି ,ନାହିଁ ?ଯଦି କହିଥିଲେ ସେ ବିଷୟରେ ମୋତେ କହିବା ହୁଅନ୍ତୁ ?ଦେବର୍ଷି ନାରଦ କହିଲେ ହେ ରାଜନ !ଯାହା ମୁଁ ବିଷ୍ଣୁଙ୍କ ମୁଖରୁ ଶୁଣିଛି ତାହା ତୁମ ନିକଟରେ

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୪) Read More »