ଅଶାନ୍ତ କଟକ
ଅଶାନ୍ତ କଟକସାରଦା ପ୍ରସାଦ ମିଶ୍ର କଟକ ନଗର ଧବଳ ଟଗରବୟସ ସହସ୍ରାଧିକହିଂସାର ଅନଳ ପ୍ରଜ୍ଜ୍ବଳି ପ୍ରଖରସୃଷ୍ଟି କରିଛି ଆତଙ୍କ ।ଚଣ୍ଡୀ ଆଶ୍ରିତ ମହାନଦୀ ଧଉତଶାନ୍ତ ସମୀରଣ ତଳେଅସହିଷ୍ଣୁତାର ଘୃଣ୍ୟ ପ୍ରାଚୀରଜନତାଙ୍କୁ ଗ୍ର।ସେ ବଳେ ।ଶୁଭ୍ର ରଜତର କମ୍ର ଅଳଙ୍କାରବିଶ୍ଵର ଯାହାର କ୍ଷାତି |ଆଜି ସେହି ସ୍ଥାନ ରୁଧିରେ ସ୍ନାହାନଖଣ୍ଡିତ ଭାତ୍ରୁ ପ୍ରୀତି ।ମାତା ମହାମାୟା କାହିଁକି ନିର୍ଦ୍ଦୟାତାର ସନ୍ତାନ ଉପରେଭଗ୍ନ ବାରବାଟି ଅଟେ ଯାର ସାକ୍ଷୀମନେ ତା ସଂଶୟ ଭରେ ।ଅପରାଧ ତତ୍ତ୍ଵ କରିଛି ସାବ୍ୟସ୍ତତାର ବଳବନ୍ତ […]










