Mango Tree Nostalgia

ବକୁଳର ଖେଦ

ବକୁଳର ଖେଦ ସାରଦା ପ୍ରସାଦ ମିଶ୍ର ଆମ ବାଡି ଆମ୍ବ ତରୁବକୁଳେ ଶୋଭିତ ଚାରୁମନ ମାରି ରହିଛି ମଉନେମୂର୍କି ହସେ ମତେ ଦେଖିକହିଲା ରହିଛି ସାକ୍ଷୀଯାହା ଘଟି ଯାଇଛି ତୁମରି ଜୀବନେ।ଘର ଛାଡ଼ି ଚାଲିଗଲସହରେ ଯାଇ ରହିଲମଝିରେ କେବେ କେବେ ପାଉ ଦରଶନମୋର ମନର ଭାବନାକରି ଅନୁମାନ ସିନାକହିଲା ସମୟ ବଡ ବଳବାନ।ଏହି ଦେଖ ମୁଁ ସୁନ୍ଦରୀସେପଟେ ବେଲ ପତିରିକାଳେଇ ଓ ରସୁଣିଆ ଅଛି ପଛେଗୁରୁଡ଼ି ଆମ୍ବ ଗଛ ଟିକହୁଛି ଭୁଲି ଗଲକିଗୁଡ ପରି ମୋର ସ୍ଵାଦ […]

ବକୁଳର ଖେଦ Read More »