kabita

କବିତା

କବିତାସାରଦା ପ୍ରସାଦ ମିଶ୍ର କାଗଜର ବୁକୁପରେକବିତାକୁ କବି ଗଢେରୂପ ପାଏ ତାହାର ଭାବନାପାଠକ ଙ୍କୁ ଯଦି ଖୁସିକବିତାଟି ଦିଏ ଆସିସାର୍ଥକ ହୁଅଇ ତା କଳ୍ପନା ।କବିର ସରଳ ପ୍ରାଣଦୁଃଖେ ହୁଏ ମ୍ରିୟମାଣଯଦି ମୁଖ ଫେରାଏ ପାଠକପଡ଼ି ଉଠି ଚାଳେ ପାଦଏଡିଦେଇ ଅପବାଦମାଡ଼ି ଚାଲେ ପଛେ ଫିଙ୍ଗି ଦୁଃଖ ।ଲୁବ୍ଧକ ନିଷ୍ଠୁର ଶରପ୍ରେମୀ କ୍ରଉଁଚ ଯୁଗଳରମିଳନ ରେ କରିଥିଲା ନାଶହୋଇ ଶୋକ ଜର୍ଜରିତଲେଖିଥିଲା ଆଦ୍ୟ ଗୀତଶ୍ଲୋକ ରୂପେ ହୋଇଲା ପ୍ରକାଶ ।ବର୍ଣ୍ଣନା କଲା ପୁରାଣବୋଧ ଗମ୍ୟ ଶବଦେନସମାଜରେ ବିତରିଲା […]

କବିତା Read More »