ପୁରାଣ କଥା

padma puran

କାର୍ତ୍ତିକ ମାହାତ୍ମ୍ୟ  (ନବମ ଅଧ୍ୟାୟ)

କାର୍ତ୍ତିକ ମାହାତ୍ମ୍ୟ  (ନବମ ଅଧ୍ୟାୟ) ନବମ ଅଧ୍ୟାୟ ପ୍ରବିଷ୍ଟେ ନଗରୀଂ ଦୈତ୍ୟେ ଦେବାଃ ଶକ୍ରପୁରୋଗମାଃ।ସୁବର୍ଣ୍ଣାଦ୍ରି ଗୁହାଂ ପ୍ରାପ୍ୟନ୍ୟବିଶନ୍ ଦୈତ୍ୟତାପିତାଃ ।। କହନ୍ତି ପଦ୍ମଯୋନି ସୁତ ।ପଦ୍ମ ପୁରାଣେ ଯେ ଉକତ।।ଉତ୍ତର ଖଣ୍ଡେ ଗ୍ରନ୍ଥସାର।ଶୁଣ ହେ ପୃଥୁ ନୃପବର।।ଦେବେ ଯେ ସ୍ଵର୍ଗ ଛାଡ଼ିଗଲେ ।କନକ ଗୁହା ଆଶ୍ରେ କଲେ।।ଅସୁରେ ତିନିପୁରେ ପୂରି ।ଭୁଞ୍ଜନ୍ତି ତିନି ଲୋକ ଶିରୀ।।ଦିନେ ନୃପତି ଜଳନ୍ଧର ।ହକାରି ଶୁକ୍ର ମନ୍ତ୍ରୀବର।।ଅଇରି ଭାବେ ହିଂସା ବହି । ପୁଚ୍ଛଇ ଦେବେ ଗଲେ କାହିଁ।।ଯେବେ ବି ପ୍ରାଣେ […]

କାର୍ତ୍ତିକ ମାହାତ୍ମ୍ୟ  (ନବମ ଅଧ୍ୟାୟ) Read More »

Kārtika Māhātmya

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୮)

🍃🍂🍃 କାର୍ତ୍ତିକ ମାହାତ୍ମ୍ୟ 🍃🍂🍃(ଭାଗ -୮)—🌺🌺🌺🌺— ମାରିବି ଇନ୍ଦ୍ରାଦି ଦେବତା ।ତେବେ ମୁଁ ହୋଇବି ଅଚିନ୍ତା ।। ଥାଟମାନେ ଯେତେବେଳେ କନକ ଗିରି କୁ ଯାଉଥିଲେ ସତେ ଯେପରି ମନେ ହେଉଥିଲା ସମୁଦ୍ର ଆଉ ଉଛୁଳି ପଡୁଛି କି ? ଅସୁରମାନେ କନକ ଗିରି ତଳେ ଗୋଟିଏ ପୁର ନିର୍ମାଣ କଲେ ସେଠାରୁ ଗିରି ଉପରକୁ ଚଢ଼ିଲେ । ଅସୁର ମାନଙ୍କ ପାହାଡ଼ ଛାଡିବାରେ ଏପରି ଶବ୍ଦ ହେଉଥିଲା ଯେ ସତେ ଯେପରି ବର୍ଷା କାଳରେ ବଜ୍ରପାତ

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୮) Read More »

Kartika Mahatmya

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧)

🍂🍃🍂କାର୍ତ୍ତିକ ମାହାତ୍ମ୍ୟ 🍂🍃🍂(ଭାଗ -୧)—————🌺🌺🌺🌺————— ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ ,।ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋ ଜୟମୁଦୀରୟେତ୍ ।।ବେଦେ ରାମାୟଣେ ଚୈବ ପୁରାଣେ ଭାରତେ ତଥା ।ଆଦୌ ଚାନ୍ତେ ଚ ମଧ୍ୟେ ଚ ହରିଃ ସର୍ଵତ୍ର ଗୀୟତେ ।।ମୁକଂ କରୋତି ବାଚାଳଂ ପଙ୍ଗୁ ଲଙ୍ଘଯତେ ଗିରିଂ ।ଯତ୍ କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଂ ।। ଶୁକ୍ଳାମ୍ବରଧରଂ ବିଷ୍ନୁଂ ଶଶୀବର୍ଣ୍ଣଂ ଚତୁର୍ଭୁଜମ୍,ପ୍ରସନ୍ନବଦନଂ ଧ୍ୟାୟେତ୍ ସର୍ବବିଘ୍ନୋପଶାନ୍ତୟେବ୍ୟାସାୟ ବିଷ୍ଣୁରୂପାୟ ବ୍ୟାସରୂପାୟ ବିଷ୍ଣବେନମୋ ବୈ ବ୍ରହ୍ମ ବିଧେୟ ବଶିଷ୍ଠାୟ ନମୋନମଃ

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧) Read More »