LeaseLand

ଭୁବନେଶ୍ୱର ଲିଜ୍ ଜମି ସମସ୍ୟା

ପ୍ରାପ୍ତେଷୁ :ମାନ୍ୟବର ମୁଖ୍ୟମନ୍ତ୍ରୀ,ଓଡ଼ିଶା ସରକାର,ଭୁବନେଶ୍ୱର । ବିଷୟ : ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ୭୦–୮୦ ବର୍ଷ ଧରି ଚାଲିଆସୁଥିବା ଲିଜ୍‌ ଜମି ସମସ୍ୟାର ସ୍ଥାୟୀ ଓ ସମୟବଦ୍ଧ ସମାଧାନ; ସେଟଲମେଣ୍ଟ ସମୟରେ ପ୍ରସ୍ତୁତ ଓ ଆଇନସମ୍ମତ ଭାବେ ଅନୁମୋଦିତ ପାର୍ଚ୍ଚା ଆଧାରରେ ପଟ୍ଟା ପ୍ରଦାନ; ସ୍ଥିତିବାନ ମର୍ଯ୍ୟାଦାପ୍ରାପ୍ତ ଜମିକୁ ପ୍ରଚଳିତ ଆଇନ ଅନୁଯାୟୀ ଘରବାଡ଼ି କିସମରେ ପରିବର୍ତ୍ତନ; ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ରାୟର ନିରପେକ୍ଷ ଓ ସମାନ ଅନୁପାଳନ ଏବଂ ଆଇନଗତ ଆବଶ୍ୟକତା ନଥିବା କ୍ଷେତ୍ରରେ […]

ଭୁବନେଶ୍ୱର ଲିଜ୍ ଜମି ସମସ୍ୟା Read More »