ସୋମନାଥ

SOMANATH

ସ୍ମୃତି, ଭକ୍ତି ଓ ଅନୁପସ୍ଥିତି

ସ୍ମୃତି, ଭକ୍ତି ଓ ଅନୁପସ୍ଥିତି ଲୋକନାଥ ମିଶ୍ର (ଉଜ୍ଜୟିନୀରୁ ସୋମନାଥ ପର୍ଯ୍ୟନ୍ତ) ସେମାନଂକ ସହମୁଁ ଉଜ୍ଜୟିନୀକୁ ଆସିଥିଲି—ଗୀତାର ତିନି ସହେଲୀ,ସେମାନଙ୍କ ସ୍ୱାମୀ,ଭାଇ ଓ ଭାଉଜ—ମଣିଷର ଏକ ଛୋଟ ମେଳାଭକ୍ତିର ଏକ ଲମ୍ବା ଯାତ୍ରା ।! ମହାକାଳେଶ୍ୱରର ଦ୍ୱାରେସନ୍ଧ୍ୟା ଆରତିର ଆଲୋକଆମ ମୁହଁରେ ପଡ଼ୁଥିଲା,ଭସ୍ମ ଆରତିରେସମୟ ମଧ୍ୟ ନିଜକୁ ଛାଡ଼ିଶିବଙ୍କ ପାଖେ ନମିଯାଉଥିଲା। କାଳଭୈରବ,ହରସିଦ୍ଧି ମାଆ—ପ୍ରତ୍ୟେକ ମନ୍ଦିରରେଆମ ପାଦଚିହ୍ନ ଥିଲା,ହସ, କଥା, ଭିଡ଼—ଜୀବନ ଭରି ଯାଉଥିଲା । ଓଂକାରେଶ୍ୱର,ମାମଳେଶ୍ୱର—ନର୍ମଦାର ପାଣି ପରିଆମ ମନ ଏକାଠି ବହୁଥିଲା । ତାପରେସେମାନେ […]

ସ୍ମୃତି, ଭକ୍ତି ଓ ଅନୁପସ୍ଥିତି Read More »

ସୋମନାଥ ଜ୍ୟୋତିର୍ଲିଙ୍ଗ

ଜୟ ସୋମନାଥ

ଜୟ ସୋମନାଥସାରଦା ପ୍ରସାଦ ମିଶ୍ର ରତ୍ନାକର ତଟ ପବିତ୍ର ବସୁଧାପ୍ରଭାସ ପଟନ ନାମଯହିଁ ବିର।ଜଇ ନଭସ୍ପର୍ଶୀ ତୁଙ୍ଗଦେବାଳୟ ଅନୁପମ ।ଆଦି ଜ୍ୟୋତିର୍ଲିଙ୍ଗ ସୋମନାଥ ନାମେପୂଜିତ ଏହି ମନ୍ଦିରେସେହି ମନ୍ଦିରେ ଆମ ପ୍ରଧାନ ମନ୍ତ୍ରୀଓଁକାର ମନ୍ତ୍ର ଜପିଲେ ।ଏ ପୂତ ସ୍ଥାନର ପରିଚୟ ଦିଏଆମର ଶାସ୍ତ୍ର ପୁରାଣଦକ୍ଷ ପ୍ରଜାପତି ଜାମାତା ରୂପରେଚନ୍ଦ୍ରଙ୍କୁ କଲେ ବରଣ।ସତାଇଶ କନ୍ୟା ଚନ୍ଦ୍ରେ ବିଭା ଦେଇକହିଲେ ମଧୁର ବାଣୀକରିଲି ପ୍ରଦାନ ଏ କନ୍ୟା ମାନଙ୍କୁକରିବନି ହୀନିମାନୀ ।ଚନ୍ଦ୍ର ଦେବତାଙ୍କ ପ୍ରିୟ ପତ୍ନୀ ରୂପେରୋହିଣୀ ପାଇଲେ

ଜୟ ସୋମନାଥ Read More »