#gita

ଓଁ ଶ୍ରୀ ପରମାତ୍ମନେ ନମଃ

👉ଓଁ ଶ୍ରୀ ପରମାତ୍ମନେ ନମଃ🚩 ପ୍ରଶ୍ନ – ଆଜ୍ଞା ପ୍ରଣାମ ! ସୁଖ ପଶ୍ଚାତରେ ଦୁଃଖ ଲୁଚି ରହେ। ଏଣୁ ସୁଖର ଆଶା କିପରି ମିଟିବ? ଉତ୍ତର :– ଆତ୍ମା ସ୍ବରୂପତଃ ସହଜ ସୁଖ ରାଶି. ଏଣୁ ସୁଖ ଏହାର ସ୍ବଭାବିକ ଧର୍ମ. ଏଣୁ ମନୁଷ୍ଯ ବିଷୟରୁ ଏହି ସୁଖ ପାଇବାର ଚେଷ୍ଟାକରେ. ଯଦି ଏହା ଦୃଢ଼ ନିଶ୍ଚୟ ହୋଇଯିବ ଯେ ଭୋଗର ସତ୍ତା ନାହିଁ, ନାହିଁ, ନାହିଁ, ନାହିଁ ଏବଂ ଯେଉଁ ‘ଅଛି’ ବୋଲି ଜିନିଷଟି […]

ଓଁ ଶ୍ରୀ ପରମାତ୍ମନେ ନମଃ Read More »

ସକାଳର ଭକ୍ତି ଅର୍ଘ୍ୟ

꧁ସକାଳର ଭକ୍ତି ଅର୍ଘ୍ୟ꧂ ଏବେ ଏ ବୃନ୍ଦାବନେ ମୋତେ। ମାୟା ନକଲୁ କେତେ କେତେ।ପ୍ରଥମେ ଦେଖିଲଇଁ ଏକ। କ୍ଷଣକେ ହୋଇଲୁ ଅନେକ। ଯେତେ ବାଛୁରୀ ଗୋପପୋଏ। ଦିଶିଲେ ତୋହରି ପରାୟେ।ନୀଳଶରୀର ଚାରିକର। ବ୍ରହ୍ମାଏ ଖଟନ୍ତି ପୟର। ତୁହି ତୋହର ମାୟା ବହୁ। ବ୍ରହ୍ମା ଶଙ୍କର ରୂପ ବହୁ।ସୃଷ୍ଟିର ଅଗ୍ରେ ମୋତେ କରି। ସଙ୍ଖୋଳି ଦେଲୁ ବେଦଚାରି। ଜଗତ କରାଇ ଭିଆଣ। ତୁ ତାହା ପାଳୁ ନାରାୟଣ।ଶଙ୍କର ରୂପେ କରୁ ଅନ୍ତ। ଏଣୁ ତୁ ବୋଲାଉ ଅନନ୍ତ। (

ସକାଳର ଭକ୍ତି ଅର୍ଘ୍ୟ Read More »

pexels-photo-1461027-1461027.jpg

ଗରଜେ ଗନ୍ଧ ମାର୍ଦ୍ଦନ

ଗରଜେ ଗନ୍ଧ ମାର୍ଦ୍ଦନ ସାରଦା ପ୍ରସାଦ ମିଶ୍ର ପଞ୍ଚବଟୀ ପର୍ଣ୍ଣ କୁଟୀରୁଲଙ୍କପତି ରାବଣଜନକ ନନ୍ଦିନୀ ସୀତାଙ୍କୁକରିଥିଲା ହରଣ ।ଜାତୁଧାନ ହସ୍ତୁ ଜାୟ।କୁମୁକ୍ତ କରିବା ପାଇଁକରିଥିଲେ ମହା ସଂଗ୍ରାମପ୍ରଭୁ ଜଗତ ସାଇଁ।ବାସବ ବିଜେତା ରାବଣସୂତ ଇନ୍ଦର ଜିତସଂଗ୍ରାମ ଭୂମିରେ ସୌମିତ୍ରୀହାତେ ହୋଇଲା ହତ।କ୍ରୋଧେ ଦଶ।ନନ ଯୁଦ୍ଧକୁଆସି ଲକ୍ଷ୍ମଣ ପରେମୟ ଦୈତ୍ୟ କୃତ ଶକତିବେଗେ ପ୍ରହାର କରେ।ଶକତି ପ୍ରହାରେ ଲକ୍ଷ୍ମଣବୀର ହରାଏ ଜ୍ଞାନରଘୁକୁଳ ପତି କାନ୍ଦନ୍ତିକାନ୍ଦେ ବାନର ସୈନ୍ୟ ।ବଇଦ ସୁଷେଣ ନିର୍ଦ୍ଦେଶପାଇ ପବନ ସୂତଗନ୍ଧ ମ।ର୍ଦ୍ଦନରୁ ବିଷଲ୍ୟକରଣୀ ଆଣେ

ଗରଜେ ଗନ୍ଧ ମାର୍ଦ୍ଦନ Read More »

କୁମ୍ଭ ମେଳା

କୁମ୍ଭ ମେଳା ସାରଦା ପ୍ରସାଦ ମିଶ୍ର ପ।ର।ବାର ମନ୍ଥି ଦେବାସୁର ଗଣଲାଭ କରିଲେ ଅମୃତବଳଶାଳୀ ଦୈତ୍ୟ ଅମୃତ କୁମ୍ଭକୁକରିନେଲେ କରାୟତ।ଗୁରୁ ବୃହସ୍ପତି ଅମୃତ ଉଦ୍ଧାରଯୋଜନା କଲେ ପ୍ରସ୍ତୁତସୂର୍ଯ୍ୟ ଚନ୍ଦ୍ର ଶନି ବୃହସ୍ପତି ସହବାସବ ସୂତ ଜୟନ୍ତ ।ଏ ପଞ୍ଚ ଦେବତା ଅମୃତ ହରଣେହୋଇଥିଲେ ନିୟୋଜିତପ୍ରଭାକର ଶଶି ଶନି ସଙ୍ଗେ ମିଶିନେଲେ ସୁରକ୍ଷା ଦାୟିତ୍ବ ।ଗୁରୁ ବୃହସ୍ପତି ଦୈତ୍ୟ ବଳ ରୋକିକରିଲେ ସୁଗମ ପଥସୁଧା ଆନୟନେ କୁମ୍ଭ ଚହଲିଣଭୂମିରେ ପଡେ ଅମୃତ।ଜାହ୍ନବୀ ତୀରରେ ହରିଦ୍ଵାରେ ବିନ୍ଦୁ ଏଏକବିନ୍ଦୁ ନସିକରେସିପ୍ର

କୁମ୍ଭ ମେଳା Read More »

ରାସ ଉତ୍ସବ

ରାସ ଉତ୍ସବ ସାରଦା ପ୍ରସାଦ ମିଶ୍ର ଶରଦ ଆକାଶ ନିର୍ମଳ ଭୂମି ଅଙ୍ଗ ଶ୍ୟାମଳକାଦମ୍ବିନୀ ନାହିଁ ଗଗନେ ନାହିଁ ଧୂଳି ପଟଳ ।ସୌର ତେଜ ହୁଏ ନିଉନ ବହେ ଶୀତଳ ବାତଉପବନ ଶୋଭେ କୁସୁମେ କଳ ରବେ କୁଜିତ ।ତଟିନିର ଜଳ ସୁନୀଳ କେଦାର ଶିଶିର ସିକ୍ତଉତ୍ସବର କୋଳାହଳରେ ଗ୍ରାମ ମ।ନ କମ୍ପିତ ।ରାଧା ମାଧବ ଙ୍କ ମୃଣ୍ମୟ ମୂର୍ତ୍ତି ନିର୍ମାଣ କରିସ୍ଥାନେ ସ୍ଥାନେ ଲୋକେ ପୁଜନ୍ତି ରାଧା ସହିତ ହରି ।ରଜନୀ ଆକାଶେ ଚନ୍ଦ୍ରମା ବିଞ୍ଚେ

ରାସ ଉତ୍ସବ Read More »

ସକାଳର ଭକ୍ତି ଅର୍ଘ୍ୟ

❀꧁❣️ସକାଳର ଭକ୍ତି ଅର୍ଘ୍ୟ❣️꧂❀ ♾️♾️♾️♾️⭕⭕♾️♾️♾️♾️ ଏମନ୍ତ ଭାଳି ନନ୍ଦରାଣୀ। ମନ ବଚନ ଚିତ୍ତେ ଗୁଣି।ନ ଜାଣି ବାଇ ପ୍ରାୟ ହୋଇ। ଭାଳଇ ଦଶଦିଗ ଚାହିଁ। ପୁଣି କ୍ଷଣକେ ଅନୁମାନି। ଚିତ୍ତେ ଚିନ୍ତଇ ଭୟ ଘେନି।ଯାହାର ମାୟା ଘୋର ଭ୍ରମେ। ଜୀବ ଭ୍ରମଇ ପଥଶ୍ରମେ। ମୁହିଁ ମୋହର ଏ ସଂସାର। ପତି ତନୟ ବନ୍ଧୁ ମୋର।ସ୍ଵାମୀର ପତ୍ନୀ ମୁହିଁ ସରି। ସର୍ବ ସମ୍ପଦ ମୁଁ ଆବୋରି। ଏ ଗୋପୀ ଗୋପ ଗୋରୁ ଧନ। ସର୍ବ ଆବୋରି ମୋର ମନ।ଯାର

ସକାଳର ଭକ୍ତି ଅର୍ଘ୍ୟ Read More »

। ଭାଗବତ ।

। ଭାଗବତ ।♾️♾️⭕⭕♾️♾️ ଶୁଣି ବୋଲନ୍ତି ନାରାୟଣ। ଭୋ ମାତ ଶୁଣ ମୋ ବଚନ।ବ୍ରହ୍ମା ଯେ ସୃଷ୍ଟି ଭିଆଇଲା। ତୁମ୍ଭ ଦୁହିଁଙ୍କି ଜାତ କଲା। ପୃଶ୍ନି ସୁତପା ନାମ ବହି। ଜନ୍ମ ହୋଇଲ ତୁମ୍ଭେ ଦୁଇ।ତାର ଆଦେଶ ଘେନି ଶିରେ। ମିଳିଲ ଗହନ ବନରେ। ଅନେକ ଦୁଃଖେ ତପ କରି। ଜଳ ପବନ ପତ୍ର ଚରି।ବରଷା ଗ୍ରୀଷ୍ମ ଶୀତ ହିମେ। ଶ୍ଵାସ ନିରୋଧି ମହାଶ୍ରମେ। ଶତେବରଷ ଦେବମତେ। ତପ ସାଧିଲ ଦୃଢ଼ ଚିତ୍ତେ।ନିରତେ କଲ ମୋତେ ଧ୍ୟାନ।

। ଭାଗବତ । Read More »