#jaganath

A Spiritual Awakening : My Visit to the Sri Ramalingeswara Swamy Temple on 16.3.25

A Spiritual Awakening: My Visit to the Sri Ramalingeswara Swamy Temple on 16.3.25 By Lokanath Mishra As I stepped into the revered Sri Ramalingeswara Swamy Temple on 16.3.25, I felt a sense of tranquility wash over me. Located in the heart of Bhavanipuram, this ancient temple has been a beacon of devotion and worship for […]

A Spiritual Awakening : My Visit to the Sri Ramalingeswara Swamy Temple on 16.3.25 Read More »

A Divine Encounter: My Visit to the Lakshmi Narasimha Temple on 16.3.25: ( Panakala Narasimha Temple)

A Divine Encounter: My Visit to the Lakshmi Narasimha Temple on 16.3.25: ( Panakala Narasimha Temple) By Lokanath Mishra: On a serene morning of 16.3.25, I had the privilege of visiting the revered Lakshmi Narasimha Temple in Mangalagiri, Andhra Pradesh along with my wife her brother and sister in law. This ancient Vaishnavite temple, dedicated

A Divine Encounter: My Visit to the Lakshmi Narasimha Temple on 16.3.25: ( Panakala Narasimha Temple) Read More »

ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଅଭିନନ୍ଦନ ଓ ଶୁଭେଚ୍ଛା

“ଦୋଳେ ଚ ଦୋଳଗୋବିନ୍ଦଂଚାପେ ଚ ମଧୁସୂଦନମ୍ ।ରଥେ ତୁ ବାମନଂ ଦୃଷ୍ଟ୍ଵାପୁନର୍ଜନ୍ମ ନ ବିଦ୍ୟତେ ॥ ମହାପ୍ରଭୁଙ୍କୁ ଦୋଳ ବିମାନରେ ଦୋଳ ଗୋବିନ୍ଦ ଭାବରେ, ଚନ୍ଦନ ଯାତ୍ରା ଚାପରେ ମଧୁସୂଦନ ଭାବରେ ଏବଂ ରଥଯାତ୍ରାରେ ବାମନ ରୂପରେ ଜୀବ ଦର୍ଶନ କଲେ ଆଉ ପୁନର୍ଜନ୍ମ ହୁଏନାହିଁ । ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି l ବିମାନରେ ବିଜେ ହୋଇ ଗାଁ ଗାଁ ଘରକୁ ଘର ବୁଲୁଛନ୍ତି ଠାକୁର । ଭକ୍ତ ଦୁଆରେ,

ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଅଭିନନ୍ଦନ ଓ ଶୁଭେଚ୍ଛା Read More »

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ ବିଭିନ୍ନ ସେବା ଲାଗି ନିଯୁକ୍ତ ସେବାକାରୀ

🔴 ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ ବିଭିନ୍ନ ସେବା ଲାଗି ନିଯୁକ୍ତ ସେବାକାରୀ🔴( ଛତିଶା ନିଯୋଗ ଓ ୧୨୦ ପ୍ରକାରର ସେବକ ) ଶ୍ରୀଜଗନ୍ନାଥ ମନ୍ଦିରରେ ବିଭିନ୍ନ ସେବା ଲାଗି ନିଯୁକ୍ତ ସେବାକାରୀ ସେବକ ନାମରେ ଜଣା । ଶ୍ରୀମନ୍ଦିରର ଦୈନଦିନ ନୀତି ସଂପାଦନ କରିବା ପାଇଁ ୧୧୯ ପ୍ରକାର ସେବା ରହିଅଛି । ଶ୍ରୀ ମନ୍ଦିର ସ୍ୱତ୍ତ୍ୱଲିପି ସଂଶୋଧନ କରାଯାଇ୧୯୮୮ ମସିହାରେ ୧୨୦ ତମ ସେବାଭାବେ ବେହେରା କରଣ ସେବାକୁ ପୁନଃ ପ୍ରଚଳନ କରାଯାଇଛିା ଛତିଶାନିଯୋଗ ଜଗନ୍ନାଥଙ୍କର

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ ବିଭିନ୍ନ ସେବା ଲାଗି ନିଯୁକ୍ତ ସେବାକାରୀ Read More »

ପରଂବ୍ରହ୍ମ ଶ୍ରୀଜଗନ୍ନାଥ

ପରଂବ୍ରହ୍ମ ଶ୍ରୀଜଗନ୍ନାଥ ବଡ଼ ଦେଉଳର ଷୋଡ଼ଶ ମଣ୍ଡପ ୧ – ରତ୍ନ ମଣ୍ଡପ ଶ୍ରୀମନ୍ଦିରର ସ୍ଵତ୍ତ୍ଵଲିପିର ଉଲ୍ଲେଖ ପ୍ରକାରେ ବଡ଼ ଦେଉଳର ପ୍ଲଟ ନମ୍ବର ୧ ରେ ରତ୍ନବେଦୀ ବା ରତ୍ନ ମଣ୍ଡପ ଅବସ୍ଥିତ। ଯେଉଁଥିରେ କି ବଲଭଦ୍ର, ଦେବୀ ସୁଭଦ୍ରା, ଓ ଶ୍ରୀଜଗନ୍ନାଥ ପୂର୍ବାଭିମୁଖ ପୂର୍ବକ ଅବସ୍ଥାନ କରିଛାନ୍ତି। “ଶ୍ରୀଜଗନ୍ନାଥ” ମହାପ୍ରଭୁଙ୍କ ବାମକୁ ଶ୍ରୀଦେବୀ, ଶ୍ରୀସୁଦର୍ଶନ ଓ ଶ୍ରିମାଧବ ଏବଂ ଦକ୍ଷିଣକୁ ଭୂଦେବୀ ବିରାଜମାନ କରିଛନ୍ତି। ଏହି ରତ୍ନ ମଣ୍ଡପର ଲମ୍ବା ୧୬ ଫୁଟ ଓ

ପରଂବ୍ରହ୍ମ ଶ୍ରୀଜଗନ୍ନାଥ Read More »

ପୁରୀ ବଡଦେଉଳ କଥା

ପୁରୀ ବଡଦେଉଳ କଥା ବଡ଼ଦାଣ୍ଡରେ ଗୋଡ଼ ଦେଲା ମାତ୍ରେ ଆପଣଙ୍କୁ ଭେଟିବେ କେହି ଜଣେ ପଣ୍ଡା। “କେଉଁଠୁ ଆସିଛନ୍ତି, ଯଦି ଚାହାନ୍ତି ମୁଁ ଆପଣଙ୍କୁ ଜଗନ୍ନାଥ ଦର୍ଶନ, ଭୋଗ, ବେଢ଼ା ପରିକ୍ରମା, ଅଭଡ଼ା ଭୋଜନରେ ସାହାଯ୍ୟ କରିବି। ପ୍ରଭୁଙ୍କ ବିଜେସ୍ଥଳୀକୁ ଆସିଛନ୍ତି, ତୀର୍ଥ କ୍ଷେତ୍ର, ଧର୍ମ କାର୍ଯ୍ୟ, ଯାହା ଇଛା ମୋତେ ଦେବେ,” ସତର୍କତାର ସହ ସେ ଆପଣଙ୍କୁ ପ୍ରଶ୍ନ କରିବେ। ଅନେକ ବାଟ ଆଡ଼େଇ ଚାଲିଯାନ୍ତି, କିନ୍ତୁ ସମ୍ମତି ମିଳିଲେ ଅଣନିଶ୍ୱାସୀ ହୋଇପଡୁଥିବା ଭିଡ଼ ଭିତରେ

ପୁରୀ ବଡଦେଉଳ କଥା Read More »