#jaganath

ଶ୍ରୀକୃଷ୍ଣଙ୍କ ସ୍ମିତ-ହାସ୍ୟ

ଆଧ୍ୟାତ୍ମିକ କ୍ଷୁଦ୍ର–ଗଳ୍ପ >>>>>ଶ୍ରୀକୃଷ୍ଣଙ୍କ ସ୍ମିତ-ହାସ୍ୟ (ଲେଖକ ଶ୍ରୀ ଶମ୍ଭୁନାଥ ଦାସ, କୋଲକାତା) ଧର୍ମ ନାହିଁ…. ଧର୍ମ ନାହିଁ…. ଧର୍ମ ନାହିଁ…. କହି ମା’ ଗାନ୍ଧାରୀ ଏମିତି ଚିତ୍କାର କରି ଉଠିଲେ ଯେ, ସତେ ଯେପରି ଆମର୍ତ୍ତ-ବୈକୁଣ୍ଠ ଦୋହଲି ଗଲାଭଳି ଅନୁଭୂତ ହେଲା । ଧୃତରାଷ୍ଟ୍ର ଆଗରୁ କେବେ ଗାନ୍ଧାରୀଙ୍କର ଏମିତି ଅଧୈର୍ଯ୍ଯ-ଯନ୍ତ୍ରଣା ଅନୁଭବ କରି ନ ଥିଲେ । ଆଜି ଭୀମ ହାତରେ ଜ୍ଯେଷ୍ଠପୁତ୍ର କୁରୁତିଳକ ମାନୀ ଦୁର୍ଯ୍ୟୋଧନଙ୍କ ମୃତ୍ଯୁ ସମ୍ବାଦ ଶୁଣି ମାତା ଗାନ୍ଧାରୀଙ୍କର ବ୍ଯଥା-ବେଦନା

ଶ୍ରୀକୃଷ୍ଣଙ୍କ ସ୍ମିତ-ହାସ୍ୟ Read More »

pexels-photo-70069-70069.jpg

ସକାଳର ଭକ୍ତି ଅର୍ଘ୍ୟ

❀꧁❣️ସକାଳର ଭକ୍ତି ଅର୍ଘ୍ୟ❣️꧂❀ ♾️♾️♾️♾️⭕⭕♾️♾️♾️♾️ ଯେ ବନେ ବିଜେ ଗୋପୀନାଥ। ସର୍ବଦା ବହଇ ବସନ୍ତ।ସୀମା ଆବୋରି ଗୋପପୁର। ଯେଝାରେ ତୋଳିଲେ ମନ୍ଦିର। ଗ୍ରାମର ମଧ୍ୟେ ନନ୍ଦଘର। ଯହିଁ ବିଜୟ ଦାମୋଦର।କୃଷ୍ଣ ଦେଖିଲେ ଗୋବର୍ଦ୍ଧନ। ଯମୁନା ନଦୀ ବୃନ୍ଦାବନ। ଦେଖି ସାନନ୍ଦ ବେନିଭାଇ। ବୋଲନ୍ତି ନନ୍ଦକୁ ବସାଇ।ଯେତେ ଅଛନ୍ତି ବତ୍ସା ଘରେ। ଆମ୍ଭେ ରଖିବୁ ନଦୀତୀରେ। ଭୋ ତାତ ନାହିଁ ତୁ ନକର। ବତ୍ସା ରଖିବୁ ଆମ୍ଭେ ତୋର।ନନ୍ଦ ବୋଇଲେ ତୋଷ ହୋଇ। କାଲିହୁଁ ବତ୍ସା ରଖ ନେଇ।

ସକାଳର ଭକ୍ତି ଅର୍ଘ୍ୟ Read More »

ମୁକ୍ତିମଣ୍ଡପ ଶାସନକାଶି ଜଗନ୍ନାଥ ପୁର।

ମୁକ୍ତିମଣ୍ଡପ ଶାସନକାଶି ଜଗନ୍ନାଥ ପୁର। ଲୋକନାଥ ମିଶ୍ର ॥ ପୁରୀ ଠାରୁ ସାତପଡ଼ା, ଜାତୀୟ ରାଜପଥ ରେ ପ୍ରାୟ ୫ କି.ମି. ଗଲେ ବାମ ପଟେ ଏହି ଶାସନ ଗାଁ ଟି ପଡ଼େ। ଚିହ୍ନା ବ୍ରାହ୍ମଣ ର ପଇତା ଦରକାର ନ ଥିଲା ପରି ଏହି ଗାଁ କୁ ଯିବାପାଇଁ ରାଜପଥ ଠାରୁ କୋୖଣସି ଫଳକ ନାହିଁ। ଏହି ଗାଁ ଟି ପୂର୍ବ-ପଶ୍ଚିମାଭିମୁଖୀ ଓ ଗୃହ ଗୁଡିକ ଉତ୍ତର-ଦକ୍ଷିଣାଭିମୁଖୀ। ଲମ୍ବା ରାସ୍ତା, ଦୁଇପଟେ ଧାଡ଼ି ଧାଡ଼ି ଘର

ମୁକ୍ତିମଣ୍ଡପ ଶାସନକାଶି ଜଗନ୍ନାଥ ପୁର। Read More »

ସକାଳର ଭକ୍ତି ଅର୍ଘ୍ୟ

❀꧁❣️ସକାଳର ଭକ୍ତି ଅର୍ଘ୍ୟ❣️꧂❀ ♾️♾️♾️♾️⭕⭕♾️♾️♾️♾️ ଏମନ୍ତ ଭାଳି ନନ୍ଦରାଣୀ। ମନ ବଚନ ଚିତ୍ତେ ଗୁଣି।ନ ଜାଣି ବାଇ ପ୍ରାୟ ହୋଇ। ଭାଳଇ ଦଶଦିଗ ଚାହିଁ। ପୁଣି କ୍ଷଣକେ ଅନୁମାନି। ଚିତ୍ତେ ଚିନ୍ତଇ ଭୟ ଘେନି।ଯାହାର ମାୟା ଘୋର ଭ୍ରମେ। ଜୀବ ଭ୍ରମଇ ପଥଶ୍ରମେ। ମୁହିଁ ମୋହର ଏ ସଂସାର। ପତି ତନୟ ବନ୍ଧୁ ମୋର।ସ୍ଵାମୀର ପତ୍ନୀ ମୁହିଁ ସରି। ସର୍ବ ସମ୍ପଦ ମୁଁ ଆବୋରି। ଏ ଗୋପୀ ଗୋପ ଗୋରୁ ଧନ। ସର୍ବ ଆବୋରି ମୋର ମନ।ଯାର

ସକାଳର ଭକ୍ତି ଅର୍ଘ୍ୟ Read More »

Makar Sankranti

Makar Sankranti Makar Sankranti, a vibrant and joyous festival celebrated across India, marks the transition of the sun into the zodiac sign of Capricorn or Makar. This auspicious day, is not just a date on the calendar but a cultural extravaganza that resonates with diverse customs and traditions. Among the many rituals associated with Makar

Makar Sankranti Read More »

What people of Sri Lanka think about Shri Jagannath Temple, Puri?

What people of Sri Lanka think about Shri Jagannath Temple, Puri? ( by Lokanath Mishra) There is a temple of Prabhu Shri Jagannath in Kilinochchi, Colombo. However the relationship between the Puri Jagannath Temple and Buddhism is intriguing, especially from the perspective of Sri Lankan people. While the Puri temple is primarily a Hindu site,

What people of Sri Lanka think about Shri Jagannath Temple, Puri? Read More »

How Prabhu Shri Jaganath and his siblings came to 🇺🇸 USA ?

  By – Lokanath Mishra ! Jaganathah swami nayana-patha-gāmī bhavatu me.  “This is a mantra for Prabhu Jagannātha. Jagannātha means ‘Lord of the universe. ‘ ‘O Lord of the universe, kindly be visible unto me”. Shri Jagannath  is a deity worshipped in Hindu traditions in India and  abroad as part of a triad along with

How Prabhu Shri Jaganath and his siblings came to 🇺🇸 USA ? Read More »

pexels-photo-27993230-27993230.jpg

ସକାଳର ଭକ୍ତି ଅର୍ଘ୍ୟ

❀꧁❣️ସକାଳର ଭକ୍ତି ଅର୍ଘ୍ୟ❣️꧂❀ ♾️♾️♾️♾️⭕⭕♾️♾️♾️♾️ ମିଳିଲା ଯାଇ ନନ୍ଦଦ୍ଵାର। ଦ୍ଵାରୀକି ବୋଲଇ ଉତ୍ତର।ଗୋପୀଏ ଗଲେ ଅପସରି। ଭିତରେ ପଶିଲା ଅସୁରୀ। ଯଶୋଦା ଦେଖିଣ ଚକିତ। କାହୁଁ ଅଇଲା ଅଦଭୁତ।କି ଅବା ତ୍ରିପୁର ସୁନ୍ଦରୀ। ରୂପେ ତ ନାହିଁ ସମସରି। ପୂତନା ପାଶେଣ ମିଳିଲା। ମଧୁର ବଚନ କହିଲା।କାହୁଁ ଅଇଲୁ ମହାତ୍ମାଣୀ। କି ଅବା ହରିର ଘରଣୀ। କିମ୍ପା ମୋ ପୁରକୁ ଅଇଲୁ। ଏ ମୋର ମନକୁ ମୋହିଲୁ।କିସ କରିବୁ ମୋତେ କହ। ଦେଖି ମୋ ରହୁନାହିଁ ଦେହ।

ସକାଳର ଭକ୍ତି ଅର୍ଘ୍ୟ Read More »