#lokanathmishra

Navaratri, Goddess Shailaputri,

The First Two Days of Navaratri – Goddess Shailaputri and Goddess Brahmacharini:

The First Two Days of Navaratri – Goddess Shailaputri and Goddess Brahmacharini By Lokanath Mishra Navaratri is a very special festival when we celebrate the nine forms of Goddess Durga. Each day we worship her in a new form. She blesses her children with strength, wisdom, peace, and happiness. Let’s learn about the first two

The First Two Days of Navaratri – Goddess Shailaputri and Goddess Brahmacharini: Read More »

Maa Bimala Durga Puja

ମା’ ବିମଳାଙ୍କ ଦୁର୍ଗା ପୂଜା

ମା’ ବିମଳାଙ୍କ ଦୁର୍ଗା ପୂଜା। ଲୋକନାଥ ମିଶ୍ର । ଜଗନ୍ନାଥ ଧାମର, ଦେଉଳ ଭିତର,ସନ୍ଧ୍ୟାରେ ଶୋଭେ ମା’ ବିମଳାଙ୍କ ମୂଖ ।ଘଣ୍ଟା ଘଣ୍ଟି, ବାଦ୍ୟ, ବାଜେ ସମେତେ,ଭକ୍ତମାନେ ନାଚନ୍ତି, ଗାଆନ୍ତି ପ୍ରେମରେ । ନବରାତ୍ରି ଶୁଭେ, ଜଳେ ଦୀପାବଳୀ,ଚମକେ ମଣ୍ଡପ, ପଡଇ ମାଛବଳୀ ।ମା’ଙ୍କୁ ଅର୍ପଣ, ପୁଷ୍ପ, ଧୂପ, ଦୀପ,ଜୟଧ୍ୱନି ମିଶି, କମ୍ପଇ ମନ୍ଦିର । ଭକ୍ତଙ୍କ ଚକ୍ଷୁରେ, ଲୁହର ପ୍ରବାହ,ମା’ ପାଦେ ପଡ଼ି, ପାଆନ୍ତି ସୁପଥ ।ବିମଳା ପ୍ରସାଦ, ମହିମା ପରମ,ଏକାଦଶୀରେ, ଗୋଷାଣି ବିଦାୟ ।

ମା’ ବିମଳାଙ୍କ ଦୁର୍ଗା ପୂଜା Read More »

Death Valley

ଡେଥ୍ ଭାଲି

ଡେଥ୍ ଭାଲି(Death Valley) ଲୋକନାଥ ମିଶ୍ର ବଜାର ଛାଡ଼ି, ମାନଚିତ୍ର ଧରି,ଭିଡିଓ, ଖବରେ ସ୍ମୃତି ଭରି ।ପଥର, ବାଲି ପବନ ସାଥୀ,ଶୁଣିଲି “ଗୁଡବାଇ” ଗୀତର କଥା । ମୃତ୍ୟୁ ନାହିଁ, ପରୀକ୍ଷା ଏଇ,ଜୀବନରେ ଶିକ୍ଷା ଦେଇ ।“ଫ୍ୟୁନେରାଲ୍” ପର୍ବତ, ଡେଭିଲ୍ର ଖେଳ,ଭୟରେ ମଧ୍ୟ ମିଳେ ସୁନ୍ଦର ମେଳ । ଖୋଜିଲି ସତ୍ୟ, ଦେଖିଲି ଭୂମି,ମନ କହେ — ଏଇ ଜୀବନ ଗୀତି ।ଡେଥ୍ ଭାଲି, ଅଛି କେବଳ ଶୂନ୍ୟ,ମୋ ହୃଦୟରେ ଜୀବନ ଧ୍ୱନି ।

ଡେଥ୍ ଭାଲି Read More »