ସ୍ୱର୍ଗ ଯାତ୍ରା
ସ୍ୱର୍ଗ ଯାତ୍ରା ପ୍ରୟାଗରାଜ ତ୍ରିବେଣୀ ସଙ୍ଗମ ରେ ମହାକୁମ୍ଭ ସ୍ନାନ ଚାଲିଥାଏ। ଘାଟରେ ପ୍ରବଳ ଭିଡ। ଠିକ୍ ସେହି ସମୟରେ ଭଗବାନ ଶିବ ଓ ମା ପାର୍ବତୀ ଆକାଶ ମାର୍ଗରେ ଯାତ୍ରା କରୁଥିଲେ। ତଳେ ଏତେ ଭିଡ ଦେଖି ମା’ ପାର୍ବତୀ ଏହାର କାରଣ ଜାଣିବାକୁ ଚାହିଁଲେ, ଶିବ କହିଲେ, ମର୍ତ୍ତ୍ୟବାସୀ ଙ୍କର ବିଶ୍ୱାସ ତ୍ରିବେଣୀ ସଙ୍ଗମ ରେ ମହାକୁମ୍ଭ ସ୍ନାନ କଲେ ଯେଉଁ ପୂଣ୍ୟଫଳ ମିଳେ, ତାହାଦ୍ବାରା ସ୍ୱର୍ଗପ୍ରାପ୍ତି ହୋଇଥାଏ। ସେଥିପାଇଁ ଏ ଭିଡ ଲାଗି […]









