# universeheaven

ସକାଳର ଭକ୍ତି ଅର୍ଘ୍ୟ

❀꧁❣️ସକାଳର ଭକ୍ତି ଅର୍ଘ୍ୟ❣️꧂❀ ♾️♾️♾️♾️⭕⭕♾️♾️♾️♾️ ଶୁଣି ବୋଲନ୍ତି ନନ୍ଦରାୟ। ଭୋ ମୁନି ନ କର ତୁ ଭୟ। ତୋ ତହୁଁ ନ ଜାଣିବେ ଆନ। ଏମନ୍ତ ଅଛି ମୋର ସ୍ଥାନ। କହି କରାଇ ସାବଧାନ। ଆଣିଲା ହୋମର ବିଧାନ। ଦ୍ଵିଜ ବେଭାରେ ଶୁଚିମନ୍ତ। ସଂସ୍କାର କଲେ ବେନିସୁତ। ଗାର୍ଗ୍ୟ ଅଇଲେ ଯହିଁ ପାଇଁ। ଦେଖିଲେ ନନ୍ଦପୁତ୍ର ଦୁଇ। ନୟନେ ଦେଖି ନିସ୍ତରିଲେ। ବେଦବଚନେ ସ୍ତୁତି କଲେ। ବିଚାରି ହୃଦେ ପରିମାଣି। ଜ୍ଞାନଦର୍ଶନେ ମୁନିମଣି। ସଭୟ କରି ହୃଦଗତେ।

ସକାଳର ଭକ୍ତି ଅର୍ଘ୍ୟ Read More »

ସପ୍ରେମ ସନାତନ ସ୍ମରଣ

🕉️ ସପ୍ରେମ ସନାତନ ସ୍ମରଣ 🕉️  ‼️ *ସୁପ୍ରଭାତମ୍ !* ‼️ *କେବ କେବେ ମଣିଷ ଭୁଲ୍ ହୋଇ ନଥାଏ….* ବାସ *ନିଜକୁ ଠିକ୍ ବୋଲି ପ୍ରମାଣ କରିବାକୁ ତା ପାଖରେ ଶବ୍ଦ ନଥାଏ….* ସର୍ବେ ଭବନ୍ତୁ ସୁଖିନଃ। *ସର୍ବେ ସନ୍ତୁ ନିରାମୟାଃ* ସର୍ବେ ଭଦ୍ରାଣି ପଶ୍ୟନ୍ତୁ *ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥* ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ *ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ🌹* ✿ଓ❣️ *ଶ୍ରୀ ଜଗନ୍ନାଥ ଶରଣଂ*❣️ଆ✿ *ଆମର ସ୍ବାଭିମାନ: ସତ୍ୟ

ସପ୍ରେମ ସନାତନ ସ୍ମରଣ Read More »