ଶ୍ରୀମନ୍ଦିର

ଓଡ଼ିଶା ରାଜନୀତିରେ ଏକ ନୂଆ ଅଧ୍ୟାୟ

ସୁଜାତା ରାଉତଙ୍କ ବିଜେଡିରେ ଯୋଗଦାନ

ସୁଜାତା ରାଉତଙ୍କ ବିଜେଡିରେ ଯୋଗଦାନ : ଓଡ଼ିଶା ରାଜନୀତିରେ ଏକ ନୂଆ ଅଧ୍ୟାୟ ଲୋକନାଥ ମିଶ୍ର ଆଜି ସକାଳୁ ସକାଳୁ ଇଂଲଣ୍ଡରେ ଥାଇ ଟେଲିଭିଜନ୍ ଚ୍ୟାନେଲ ମାଧ୍ୟମରେ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଖବର ଜାଣିବାକୁ ପାଇଲି। ଓଡ଼ିଶା କ୍ୟାଡରର ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ରାଉତ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି। ଏହି ଘଟଣା କେବଳ ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କ ରାଜନୀତିରେ ପ୍ରବେଶ ନୁହେଁ, ବରଂ ଓଡ଼ିଶାର ଭବିଷ୍ୟତ ରାଜନୈତିକ

ସୁଜାତା ରାଉତଙ୍କ ବିଜେଡିରେ ଯୋଗଦାନ Read More »

Basi Ratha Kuajanga

ବାସି ରଥ

ବାସି ରଥ ସାରଦା ପ୍ରସାଦ ମିଶ୍ର ଉତ୍କଳ ଜାହ୍ନବୀ ମହାନଦୀ ଶାଖାଭଣ୍ଡୁଆ ଓ ବଡ ନଦୀଏ ଦୁଇ ତଟିନୀ ମଧ୍ୟେ ଥିବା କ୍ଷେତ୍ରକୁଜଙ୍ଗ ନାମେ ପ୍ରସିଦ୍ଧି ।ମହୋଦଧି ସନ୍ନିକଟ ଏହି ଭୂମି‘ଅଶ୍ଵତ୍ଥ କ୍ଷେତ୍ର ‘ ର ନାମେପ୍ରସାରିତ ଲଭେ ଜନ ମୁଖେ ଆଜିଇତିହାସ ତାହା ଜାଣେ ।ବଙ୍ଗଳ। ନବାବ ସୁଲେମାନ କର।ଣୀତାଙ୍କ ଥାଟ ସେନାପତିକଳା ପାହାଡ଼ ନାମଧାରୀ ନିଷ୍ଠୁରହିନ୍ଦୁ ବିଦ୍ଵେଷୀ ବ୍ୟକ୍ତି ।ଆକ୍ରମଣ କରି ପୁରୀ ଶ୍ରୀମନ୍ଦିରୁବିଗ୍ରହ ମାନଙ୍କୁ ଧରିହସ୍ତୀ ପରେ ରଖି ସୈନ୍ୟ ସେନା ସହଉତ୍କଳ

ବାସି ରଥ Read More »

jay jaganath

ଶ୍ରୀମନ୍ଦିରରେ ମକର ଚାଉଳର ମହକ : ଏକ ଭକ୍ତିଭରା କାହାଣୀ

ଶ୍ରୀମନ୍ଦିରରେ ମକର ଚାଉଳର ମହକ: ଏକ ଭକ୍ତିଭରା କାହାଣୀ 🚩 ​ଆଜି ବଡ଼ଦେଉଳରେ ଭିନ୍ନ ଏକ ଉତ୍ସାହ। ମକର ସଂକ୍ରାନ୍ତିର ଶୁଭ ଅବସର। ଶ୍ରୀମନ୍ଦିରର ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପାଇଁ ଆଜି ପ୍ରସ୍ତୁତ ହୋଇଛି ଏକ ସ୍ୱତନ୍ତ୍ର ନୈବେଦ୍ୟ – “ମକର ଚାଉଳ”। ​ସକାଳର ସେବା ଓ ମକର ବେଶ:ଅରୁଣୋଦୟ ପୂର୍ବରୁ ମହାପ୍ରଭୁଙ୍କ ଦ୍ୱାର ଫିଟା ସରିଛି। ମଙ୍ଗଳ ଆଳତି ପରେ ମହାପ୍ରଭୁଙ୍କୁ ଆଜି “ମକର ବେଶ”ରେ ସଜ୍ଜିତ କରାଯାଇଛି। କୁହାଯାଏ, ସୂର୍ଯ୍ୟ ଦେବତା ଯେତେବେଳେ

ଶ୍ରୀମନ୍ଦିରରେ ମକର ଚାଉଳର ମହକ : ଏକ ଭକ୍ତିଭରା କାହାଣୀ Read More »

ନବାଙ୍କ ବେଶ ଶ୍ରୀ ଜଗନ୍ନାଥ ଶ୍ରୀମନ୍ଦିର ପୁରୀ

ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା: “ନବାଙ୍କ ବେଶ”

ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା: “ନବାଙ୍କ ବେଶ” 🌸​ଆଜି ମକର ସଂକ୍ରାନ୍ତିର ପୂର୍ବ ଦିନ, ସନ୍ଧ୍ୟା ପରେ ଆରମ୍ଭ ହୁଏ ଶ୍ରୀ ମନ୍ଦିର ରେ ବଡ଼ ଦିଅଁଙ୍କ ନବାଙ୍କ ବେଶ । ପୁରୀ ବଡ଼ଦାଣ୍ଡରେ ଶୀତୁଆ ପବନ ସାଙ୍ଗକୁ ମନରେ ଏକ ଅଜବ ଭକ୍ତିର ଶିହରଣ ଆସିଯାଏ । ଆପଣ ଜାଣିଛନ୍ତି କି, ଆଜି ସନ୍ଧ୍ୟାରେ ଆମ କାଳିଆ ସାଆନ୍ତ ଏକ ଅତି ସ୍ୱତନ୍ତ୍ର ବେଶରେ ଦର୍ଶନ ଦିଅନ୍ତି, ଯାହାକୁ କୁହାଯାଏ ‘ନବାଙ୍କ ବେଶ’। ​କ’ଣ ଏହି ନବାଙ୍କ

ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା: “ନବାଙ୍କ ବେଶ” Read More »