ସାରଦା ପ୍ରସାଦ ମିଶ୍ର

Basi Ratha Kuajanga

ବାସି ରଥ

ବାସି ରଥ ସାରଦା ପ୍ରସାଦ ମିଶ୍ର ଉତ୍କଳ ଜାହ୍ନବୀ ମହାନଦୀ ଶାଖାଭଣ୍ଡୁଆ ଓ ବଡ ନଦୀଏ ଦୁଇ ତଟିନୀ ମଧ୍ୟେ ଥିବା କ୍ଷେତ୍ରକୁଜଙ୍ଗ ନାମେ ପ୍ରସିଦ୍ଧି ।ମହୋଦଧି ସନ୍ନିକଟ ଏହି ଭୂମି‘ଅଶ୍ଵତ୍ଥ କ୍ଷେତ୍ର ‘ ର ନାମେପ୍ରସାରିତ ଲଭେ ଜନ ମୁଖେ ଆଜିଇତିହାସ ତାହା ଜାଣେ ।ବଙ୍ଗଳ। ନବାବ ସୁଲେମାନ କର।ଣୀତାଙ୍କ ଥାଟ ସେନାପତିକଳା ପାହାଡ଼ ନାମଧାରୀ ନିଷ୍ଠୁରହିନ୍ଦୁ ବିଦ୍ଵେଷୀ ବ୍ୟକ୍ତି ।ଆକ୍ରମଣ କରି ପୁରୀ ଶ୍ରୀମନ୍ଦିରୁବିଗ୍ରହ ମାନଙ୍କୁ ଧରିହସ୍ତୀ ପରେ ରଖି ସୈନ୍ୟ ସେନା ସହଉତ୍କଳ […]

ବାସି ରଥ Read More »

କବିତା

ପ୍ରଦୁଷିତ ବାୟୁ

ପ୍ରଦୁଷିତ ବାୟୁସାରଦା ପ୍ରସାଦ ମିଶ୍ର ଅବନୀ ମଣ୍ଡନ କରି ଅନିଳସଦା ଯୋଗ।ଏ ତା ଶରୀରେ ବଳଅମ୍ଳଜାନ ଦାନେ ପ୍ରାଣୀ ସକଳ ଆନନ୍ଦ ଉଲ୍ଲାସେ ଯେ ଗତିଶୀଳ ଆଜି ହୋଇଛି ଦୁର୍ବଳ ଶରୀର ତାହାର ଯନ୍ତ୍ରଣା କ।ତର ଅବସ୍ଥାଟି ଅସମ୍ଭାଳ ।ଆଜିର ଭୋଗବାଦୀ ମଣିଷଚାହେଁ ସଦାକାଳେ ଭୋଗ ବିଳାସ ପ୍ରାକୃତିକ କ୍ଷେତ୍ର ଲଭେ ବିନାଶକୁତ୍ରିମତା ବେଗେ କରେ ପ୍ରବେଶକଷ୍ଟ ନିଶ୍ୱାସ ପ୍ରଶ୍ୱ।ସ ଫୁସ୍ ଫୁସ୍ ହୋଇ ଯାଏ ବଳହୀନ ମହାମାରୀ କରେ ଗ୍ରାସ।କଳ କାରଖାନା ଗାଡ଼ି ମଟରଉଦ୍ ଗାରଇ

ପ୍ରଦୁଷିତ ବାୟୁ Read More »

barsha-seshara-milana-kabita

ବରଷ ଶେଷର ମିଳନ

ବରଷ ଶେଷର ମିଳନ ସାରଦା ପ୍ରସାଦ ମିଶ୍ର ଇଂରାଜୀ ବରଷ କଡ ଲେଉଟିବଆଜି ତାର ଶେଷ ଦିନଆନନ୍ଦେ ବିଷ।ଦେ ବିତିଥିବା କ୍ଷଣଛାଡିଯାଏ ତାର ଚିହ୍ନ ।ପୁରାତନ କଥା ଭୁଲି ନୂତନକୁକରିବାକୁ ଅଙ୍ଗୀକାରସେବାରୁ ନିବୃତ୍ତ ରାଜସ୍ବ ବିଭାଗଅଧିକାରୀଙ୍କ ଆସର ।ପ୍ରାଣୀ ଉଦ୍ଭିଦର ଉଦ୍ୟ।ନେ ଶୋଭିତଆମ ନନ୍ଦନ କାନନସେହିଠାରେ ଶୋଭା ମଣ୍ଡନ କରୁଛିଆଶୀର୍ବାଦ ଉପବନ ।ନରମ ଖରାର ଆଲୋକ ମଦିରାବିଛୁରିତ ଭୂମିପରେଚଉକି ପକାଇ ନରନାରୀ ବସିଗଳ୍ପେ ମଜି ଆପଣାରେ lପକୋଡା ,ବାଇଗଣୀ,ମସଲା ମକାସଙ୍ଗେ ଛଣା ଛୋଟ ମାଛସୁପ ଚା ଆଦି

ବରଷ ଶେଷର ମିଳନ Read More »

ଯୋଗ୍ୟତା

ଯୋଗ୍ୟତା ସାରଦା ପ୍ରସାଦ ମିଶ୍ର ଧୃଷ୍ଟତା ମାର୍ଜନା କରିବେ ହେ ବାଲ୍ମୀକି ବ୍ୟାସରାମାୟଣ ମହଭାରତ କଲ କାହିଁକି ପ୍ରକାଶଏହା କଣ ନୁହେଁ ଇତିହାସମୁଷ୍ଟିମେୟ ହେତୁବାଦୀ କହେ ଏହା ବକବ।ସ୍ ।ବିଶ୍ବରେ ବନ୍ଦିତ ହେଲ ଲେଖି ମହାକାବ୍ୟହେତୁବ।ଦୀ ପଚାରଇ ତୁମର ଯୋଗ୍ୟତାକେଉଁ ବିଶ୍ଵ ବିଦ୍ୟାଳୟ ଦେଇଛି ପ୍ରମାଣ ପତ୍ରସପନରେ ଦେଖାଦେଇ କୁହ ମହାଭାଗ ।କିଏ କହେ ହିନ୍ଦୁ ଏକ ନୁହଇଁଟି ଧର୍ମପତାଞ୍ଜଳି ଯୋଗ କପିଳ ଙ୍କ ସାଂଖ୍ୟଏହାସବୁ ଜରାଜୀର୍ଣ୍ଣ କାଙ୍କବେଉଷଣ ପାଇଁ ଅତ୍ୟନ୍ତ ଅକ୍ଷମ ।ଶୃଙ୍ଖଳା କର୍ତ୍ତବ୍ୟ ତ୍ୟାଗ

ଯୋଗ୍ୟତା Read More »

kabita

କବିତା

କବିତାସାରଦା ପ୍ରସାଦ ମିଶ୍ର କାଗଜର ବୁକୁପରେକବିତାକୁ କବି ଗଢେରୂପ ପାଏ ତାହାର ଭାବନାପାଠକ ଙ୍କୁ ଯଦି ଖୁସିକବିତାଟି ଦିଏ ଆସିସାର୍ଥକ ହୁଅଇ ତା କଳ୍ପନା ।କବିର ସରଳ ପ୍ରାଣଦୁଃଖେ ହୁଏ ମ୍ରିୟମାଣଯଦି ମୁଖ ଫେରାଏ ପାଠକପଡ଼ି ଉଠି ଚାଳେ ପାଦଏଡିଦେଇ ଅପବାଦମାଡ଼ି ଚାଲେ ପଛେ ଫିଙ୍ଗି ଦୁଃଖ ।ଲୁବ୍ଧକ ନିଷ୍ଠୁର ଶରପ୍ରେମୀ କ୍ରଉଁଚ ଯୁଗଳରମିଳନ ରେ କରିଥିଲା ନାଶହୋଇ ଶୋକ ଜର୍ଜରିତଲେଖିଥିଲା ଆଦ୍ୟ ଗୀତଶ୍ଲୋକ ରୂପେ ହୋଇଲା ପ୍ରକାଶ ।ବର୍ଣ୍ଣନା କଲା ପୁରାଣବୋଧ ଗମ୍ୟ ଶବଦେନସମାଜରେ ବିତରିଲା

କବିତା Read More »

Maa Asuchanti Durga Puja Poem

ମା ଆସୁଛନ୍ତି

ମା ଆସୁଛନ୍ତି ସାରଦା ପ୍ରସାଦ ମିଶ୍ର ପଲ୍ଲୀଠୁ ସହର ହେଉଛି ଚଞ୍ଚଳବିଜେ ହେବେ ଆସି ମାଆଝର ଝର ବାରି ପଡୁଛି ଗଗନୁବହୁଛି ଶୀତଳ ବାଆ ।ମଣ୍ଡପ ତୋରଣ ହେଉଅଛି ସଜାଶିଳ୍ପୀ ତୁଳୀକ। ଚଞ୍ଚଳଅନ୍ତିମ ପ୍ରଲେପ ମୁରତିରେ ଦିଏନାହିଁ ତାରେ ଅବସର ।ବଜାର ବିପଣି କୋଳାହଳ ପୂର୍ଣ୍ଣନିଜ ମନ ପସନ୍ଦରବସ୍ତ୍ର ଅଳଙ୍କାର ସୌଖିନ ସାମଗ୍ରୀକ୍ରୟ କରେ ନାରୀ ନର ।ଦୂର ସହରରୁ ମନ ଆନନ୍ଦରେଦଶହରା ପୂଜା ପାଇଁନିଜ ଗୃହ ମୁଖେ ଫେରୁଛନ୍ତି ଥୋକେଦେଖିବେ ଜନମ ଭୂଇଁ ।ମଉସୁମୀ କିନ୍ତୁ

ମା ଆସୁଛନ୍ତି Read More »