ସକାଳର ଭକ୍ତି ଅର୍ଘ୍ୟ
❀꧁❣️ସକାଳର ଭକ୍ତି ଅର୍ଘ୍ୟ❣️꧂❀ ♾️♾️♾️♾️⭕⭕♾️♾️♾️♾️ ଉପସ୍ଥାପନା – ଗୁରୁ ଚରଣାଶ୍ରିତ ବିଶ୍ଵନାଥ ନାୟକ ତୁ କିମ୍ପା ଡରୁ ଦେବଗଣେ। ସେବନ୍ତି ତୋହର ଚରଣେ।ତୋ ତୁଲେ କେ କରୁ ସଂଗ୍ରାମ। ଦେବେ ନୁହଁନ୍ତି ସରିସମ। ତୋହର ଶୁଣି ଧନୁଘୋଷେ। ପଳାନ୍ତି ସଂଗ୍ରାମୁଁ ତରାସେ।ଜୀବନ ପାଇଁ ଛାଡ଼ି ରଣ। ବେଗେ ପଳାନ୍ତି ଦେବଗଣ। କେ ପିନ୍ଧି ନ ପାରନ୍ତି ବାସ। କାହାର ଭୟେ ଫିଟେ କେଶ।ନିସତେ ନ ପଳାନ୍ତି ଯେହୁ। ନ ମାରି ତାଙ୍କୁ ଦୟା ବହୁ। ଜୀବନ ପାଇଁ […]
ସକାଳର ଭକ୍ତି ଅର୍ଘ୍ୟ Read More »









