ଗାଁ ରେ ଦେଖିଲି ଯାହା
ଗାଁ ରେ ଦେଖିଲି ଯାହା ସାରଦା ପ୍ରସାଦ ମିଶ୍ର ମାର୍ଗଶୀର ମାସ ଶେଷ ସପ୍ତାହରେଯାଇଥିଲି ନିଜ ଗ୍ରାମେମୁକୁଳା ପବନ ଆଲୁଅ ପାଇଁକିବାସନା ଜ।ଗିଲା ମନେ ।ମାର୍ଗଶୀର ମାସ ମାସ ମଧ୍ୟେ ଶ୍ରେଷ୍ଠମହାଲକ୍ଷ୍ମୀଙ୍କର ବ୍ରତକାନ୍ଥ ଚଟାଣରେ ଶୋଭା ପାଉଥିଲାସୁନ୍ଦର ଝୋଟି ସର୍ବତ୍ର।ଆଗକୁ ପଡ଼ିବ ଶେଷ ଗୁରୁବାରମ।ଣ ବସା ଘରେ ଘରେମ।ଣ ଲୁଗା ଧୋଇ ବୋହୁଟି ପିଣ୍ଡାରେବସି ଧନ ବେଣୀ କରେ ।ପ।ଣ୍ଡୁର ପଉଷ ଧୂସର ସନ୍ଧ୍ୟାରେଜେନା ସାହି ଓସ୍ତ ମୂଳେଦାଆ ଯୋତ ଧରି ବନମାଳୀ ପାଳଧାନ ବିଡା ଠୁଳ […]
ଗାଁ ରେ ଦେଖିଲି ଯାହା Read More »










