uh@gmail.com

ଲୋକନାଥ ମିଶ୍ରଙ୍କ ‘ଶେଷ ରାତିର କଥା

“ଶେଷ ରାତିର କଥା”

“ଶେଷ ରାତିର କଥା” ଲୋକନାଥ ମିଶ୍ର କଳା ରାତି, ଶୂନ୍ୟ ପଥ,ଶ୍ରୀଜଗନ୍ନାଥ ବୃଦ୍ଧାଶ୍ରମ ।ନିରବତା ଭିତରେ ଆସିଲାଏକ ସୁଗନ୍ଧିତ ପବନ । ନେଳୀ ପାଟ ସାଢୀ ଜଗମଗ,ଯୁବତୀ ମୁଖ ଶାନ୍ତ ।ତା’ର ମୁହଁରେ ଚମକୁଥିଲାଦୟା, କରୁଣା, କ୍ଲାନ୍ତ । ବୃଦ୍ଧା ପଡ଼ିଥିଲେ ଶଯ୍ୟାରେ,ଶ୍ୱାସ ନିର୍ଜୀବ ପ୍ରାୟ ।ନର୍ସ କହିଲେ — “ମା, ଉଠ,ତୁମର ଝିଅ ଆସିଗଲା” । ଧୀରେ ଧୀରେ ଖୋଲିଲେ ଆଖି,ଆଖିରେ ନୀରବ ର ସପନ ।ବର୍ଷର ବର୍ଷର ଅପେକ୍ଷା,ସନ୍ତାନ ସାନିଧ୍ୟର ଆକାଙ୍କ୍ଷା । ଚାଦର […]

“ଶେଷ ରାତିର କଥା” Read More »

Death Valley

ଡେଥ୍ ଭାଲି

ଡେଥ୍ ଭାଲି(Death Valley) ଲୋକନାଥ ମିଶ୍ର ବଜାର ଛାଡ଼ି, ମାନଚିତ୍ର ଧରି,ଭିଡିଓ, ଖବରେ ସ୍ମୃତି ଭରି ।ପଥର, ବାଲି ପବନ ସାଥୀ,ଶୁଣିଲି “ଗୁଡବାଇ” ଗୀତର କଥା । ମୃତ୍ୟୁ ନାହିଁ, ପରୀକ୍ଷା ଏଇ,ଜୀବନରେ ଶିକ୍ଷା ଦେଇ ।“ଫ୍ୟୁନେରାଲ୍” ପର୍ବତ, ଡେଭିଲ୍ର ଖେଳ,ଭୟରେ ମଧ୍ୟ ମିଳେ ସୁନ୍ଦର ମେଳ । ଖୋଜିଲି ସତ୍ୟ, ଦେଖିଲି ଭୂମି,ମନ କହେ — ଏଇ ଜୀବନ ଗୀତି ।ଡେଥ୍ ଭାଲି, ଅଛି କେବଳ ଶୂନ୍ୟ,ମୋ ହୃଦୟରେ ଜୀବନ ଧ୍ୱନି ।

ଡେଥ୍ ଭାଲି Read More »

Kashee Jagannathapur Shasan gaam re

॥ ଦୁର୍ଗା–ମାଧବ ॥

॥ ଦୁର୍ଗା–ମାଧବ ॥ (କାଶୀ ଜଗନ୍ନାଥପୁର ଶାସନର କବିତା) ଲୋକନାଥ ମିଶ୍ର ପୁରୀରୁ ସାତ କି.ମି. ଦୂର,ପବିତ୍ର ମାଟିରେ ରହି ଅଛି,ଏକ ଗାଁ—କାଶୀ ଜଗନ୍ନାଥପୁର ଶାସନ,ସାତପଡା ରାଷ୍ଟ୍ରୀୟ ସଡ଼କ କଡେ,ଶାନ୍ତିର ସ୍ୱାସ ନେଇଆଜି ବି କହେଓଡ଼ିଶାର ଆତ୍ମାର କଥା । ପୂର୍ବେ ବିଶେଶ୍ୱର,ପଶ୍ଚିମେ ବିଜେ ସ୍ଥଳୀ—ମଣ୍ଡପରେ ବସିଗୋପୀନାଥ, ବିଶେଶ୍ୱର, ଦୁର୍ଗା—ମାଧବ ଓ ଶକ୍ତିରଏକତ୍ୱ ରାଗିଣୀ ।ମଧ୍ୟରେ ବସିଥିବା ଦୁର୍ଗାହସି କହନ୍ତି—“ମୁଁ ମା, ମୁଁ ଶକ୍ତି,ମୁଁ ପ୍ରେମର ସାକ୍ଷୀ।” ଶୋଳ ପୁଜାରେଦକ୍ଷିଣ ଘରରେ,ସେଇ ମା’ଅଲଗାରେ ପୂଜା ପାଆନ୍ତି—ଗାଁର ମା’,ଗାଁର

॥ ଦୁର୍ଗା–ମାଧବ ॥ Read More »

Ghanta Tarkari

Duti Bahana Osha & Ghanta Tarkari : A Sacred Celebration of Faith and Motherhood

Duti Bahana Osha & Ghanta Tarkari : A Sacred Celebration of Faith and Motherhood By Lokanath Mishra For every Odia mother, Dutia Bahana Osha is more than a ritual — it is an act of love, faith, and sacrifice. Whether celebrated on the banks of a village pond in Odisha or in the backyard of

Duti Bahana Osha & Ghanta Tarkari : A Sacred Celebration of Faith and Motherhood Read More »