LATEST POSTS
January 30, 2026
ସେହି ଶେଷ ସନ୍ଧ୍ୟା . . . (୩୦ ଜାନୁଆରୀ, ୧୯୪୮)
ସନ୍ଧ୍ୟା ସମୟ
ସନ୍ଧ୍ୟା ପ୍ରାୟ ୫ଟା ବାଜି ୧୦ ମିନିଟ୍। ଦିଲ୍ଲୀର ବିର୍ଲା ହାଉସ। ବାପୁଜୀ ସେତେବେଳେ ସର୍ଦ୍ଦାର ପଟେଲଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ବ୍ୟସ୍ତ ଥିଲେ। ସନ୍ଧ୍ୟା ପ୍ରାର୍ଥନା ପାଇଁ ଡେରି ହେଉଥିଲା। ବାପୁଜୀ ସମୟକୁ ନେଇ ବହୁତ ସଚେତନ ଥିଲେ, ସେ ତୁରନ୍ତ ଉଠିଲେ...
Read More
January 29, 2026
Death Is an Illusion : A Modern Near-Death Experience in the Light of the Bhagavad Gita
By Lokanath Mishra
Death has always remained one of humanity’s greatest mysteries. Across civilizations, religions, and philosophies, thinkers have tried to understand what happens when...
Read More
January 27, 2026
ଯେବେ ଲତାଙ୍କ କଣ୍ଠସ୍ୱର ଶୁଣି ନେହେରୁଙ୍କ ଆଖିରୁ ଲୁହ ଝରିଥିଲା…
ଆଜିର ଦିନ (୨୭ ଜାନୁଆରୀ) ଭାରତୀୟ ସଙ୍ଗୀତ ଏବଂ ଦେଶପ୍ରେମ ଇତିହାସରେ ଏକ ସ୍ମରଣୀୟ ଦିନ।୨୭ ଜାନୁଆରୀ, ୧୯୬୩: ୧୯୬୨ ଭାରତ-ଚୀନ ଯୁଦ୍ଧରେ ସହିଦ ହୋଇଥିବା ବୀର ଯବାନଙ୍କ ସ୍ମୃତିରେ ଦିଲ୍ଲୀର ରାମଲୀଳା ମଇଦାନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ସେହିଦିନ...
Read More
January 27, 2026
ବାସି ରଥ
ସାରଦା ପ୍ରସାଦ ମିଶ୍ର
ଉତ୍କଳ ଜାହ୍ନବୀ ମହାନଦୀ ଶାଖାଭଣ୍ଡୁଆ ଓ ବଡ ନଦୀଏ ଦୁଇ ତଟିନୀ ମଧ୍ୟେ ଥିବା କ୍ଷେତ୍ରକୁଜଙ୍ଗ ନାମେ ପ୍ରସିଦ୍ଧି ।ମହୋଦଧି ସନ୍ନିକଟ ଏହି ଭୂମି‘ଅଶ୍ଵତ୍ଥ କ୍ଷେତ୍ର ‘ ର ନାମେପ୍ରସାରିତ ଲଭେ ଜନ ମୁଖେ ଆଜିଇତିହାସ ତାହା ଜାଣେ ।ବଙ୍ଗଳ। ନବାବ ସୁଲେମାନ କର।ଣୀତାଙ୍କ ଥାଟ ସେନାପତିକଳା ପାହାଡ଼...
Read More
No posts found
