Kabita

ସହିଷ୍ଣୁତ।

ସହିଷ୍ଣୁତ।ସାରଦା ପ୍ରସାଦ ମିଶ୍ର ଅସହିଷ୍ଣୁ ଭାବ ମନରେସୃଷ୍ଟି କରେ ବିକାରନିଜ ଧର୍ମ ଜାତି ଜଗତେଭାବେ ଶ୍ରେଷ୍ଠ ସୁନ୍ଦର ।ନିଜର ବିକାଶ ପାଇଁକିଥାଏ ସଦା ଭାବନାଅନ୍ୟ ପଛେ ଲଭୁ ବିନାଶତ।ପାଇଁ ନାହିଁ ଶୋଚନା ।ଭେଦ ଭାବ ଚିନ୍ତା ସର୍ବଦାମନ ରାଜ୍ୟେ ବିଚରେହିଂସା ରକ୍ତପାତ ପାଇଁକିପରବାୟ ନକରେ।ନିଜ ଧର୍ମ ଆଉ ଜାତିରଉତ୍କର୍ଷତା ଦେଖାଇପ୍ରଚାର ପ୍ରସାର କରନ୍ତିନାନା ପ୍ରସଙ୍ଗ ଦେଇ ।ନିରୀହ ଲୋକଙ୍କ ହୃଦୟେଭରି ଦିଅନ୍ତି ବିଷଆତଙ୍କବାଦୀ ସୃଷ୍ଟି କରନ୍ତିନିଶା ମାନବ ଧ୍ଵଂସ ।ଧରମ ନାମରେ ଦୁହାଇଦେଇ କରନ୍ତି ଖେଳନରହତ୍ୟ। ଯୁଦ୍ଧ […]

ସହିଷ୍ଣୁତ। Read More »

g8b8b2303507cbebb3453d2bc4e76cefa8cc623de2b76bd0a5878c4a73ff64b14e72dee5b2be800be90a1bef25c1bac36_640-1719119.jpg

ସେବା ହିଁ ଈଶ୍ୱର

ସେବା ହିଁ ଈଶ୍ୱରସାରଦା ପ୍ରସାଦ ମିଶ୍ର ପୂତ ନୀରା ମନ୍ଦ ଗ।ମିନୀଚିତ୍ରୋତ୍ପଳା ତଟିନୀକୂଳଦେଶ ମଣ୍ଡି ବିରାଜେଶ୍ୟାମ ପ।ଦପ ଶ୍ରେଣୀ ।ଚତୁର୍ମ। ସ୍ୟା ଅନ୍ତେ ନଦୀଟିହୁଏ ଶୁଷ୍କ ସଲିଳ।ଉଜ୍ଜ୍ବଳ ସିକତ। ବେଳ।ରମଧ୍ୟେ ସଂକୀର୍ଣ୍ଣ ଧାରା।ନଦୀ ତଟେ ଏକ ମନ୍ଦିରେବିଜେ ରାଧା ମାଧବଶୁକ ପରୀକ୍ଷିତ ଆଶ୍ରମଅଛି ମନ୍ଦିର ଠାବ ।ଏକଦା ଆଶ୍ରମେ ପୁରୋଧାଥିଲେ ବାବା ଚୈତନ୍ୟଶାନ୍ତ ସୁଗଠିତ ଶରୀରମୁଖ ସଦା ପ୍ରସନ୍ନ।ମାଧବଙ୍କ ସେବା ସଙ୍ଗତେଦୁସ୍ଥ ମାନବ ସେବାକାୟ ମନ ବାକ୍ୟ ଉତ୍ସର୍ଗତାଙ୍କ ରଜନୀ ଦିବା।ଆଶ୍ରମର ଉପବନ ଟିବାବା ପବିତ୍ର କରେସଯତ୍ନ

ସେବା ହିଁ ଈଶ୍ୱର Read More »

ଶ୍ରାବଣ ସୋମବାର

ଶ୍ରାବଣ ସୋମବାର ସାରଦା ପ୍ରସାଦ ମିଶ୍ର ଦାନବ ନୃପତି ମହବଳୀ ବଳିସଙ୍ଗେ ଦେବତାଙ୍କ ରଣସମରେ ପରାସ୍ତ ହୋଇ ଦେବଗଣକରିଲେ ଆତ୍ମ ଗୋପନ ।କ୍ଷୀର।ବ୍ଧି ନିକଟେ ଯାଇ ଦେବ ଗଣବିଷ୍ଣୁଙ୍କୁ କଲେ ବିନତିସ୍ଵର୍ଗ ଅଧିକାର କରି ଦୈତ୍ୟ ଗଣଦେବଙ୍କୁ ଦେଲେ ବିପତ୍ତି ।ସିନ୍ଧୁସୂତା ପତି ନିର୍ଦ୍ଦେଶିଲେ ଦେବେସାଗର କର ମନ୍ଥନସମୁଦ୍ର ମନ୍ଥନୁ ଜାତ ଅମୃତକୁଯଦି କରିପାର ପାନ ?ତେବେ ତୁମେ ଯାଇ ହେବ ବଳଶାଳୀଜିଣି ପାରିବ ଅସୁରବାସୁକି ନାଗହେବ ମନ୍ଥନର ରଶିଖୁଆ ମନ୍ଦର ଅଚଳ ।ଦେବ ଦୈତ୍ୟ ମିଶି

ଶ୍ରାବଣ ସୋମବାର Read More »

g745714c242f18562a856103c0ced752cca33c007fe50105a58bab788c4d7c5d62e960677ae0b7a49d78456ddb5cbf199_640-7859362.jpg

ଆସିଛି ଶ୍ରାବଣ

ଆସିଛି ଶ୍ରାବଣ ସାରଦା ପ୍ରସାଦ ମିଶ୍ର ଶଇଳ ସାନୁର ଶିଖର ଡେଇଁ ଶ୍ରାବଣ ମେଘସିକ୍ତ କରିଛି ତପନ ତପ୍ତ ଧରଣୀ ଅଙ୍ଗ ।ଶୁଷ୍କ ମୁର୍ତ୍ତିକ। ପାଇଛି ପ୍ରାଣ ଜଳ ପରଶେରଙ୍ଗ ମେଲିଛି ଆପଣା ଦେହେ ମହା ହରଷେ ।ବାଦଲ ଚିରି ଝରି ପଡେ ନଭୁ ବରଷା ଧାରସ୍ଥାବର ଜଙ୍ଗମ ସହ ସବୁ ପ୍ରାଣୀ ହୋଇଛି ସ୍ଥିର।ହରଷିତ ବନସ୍ପତି ଆନନ୍ଦେ ଉଠେ କୁରୁଳିଯୌବନ ମଦିରା ନିଶା ତାର ଅଙ୍ଗେ ଯାଉଛି ଖେଳି ।ଶୁଷ୍କ କେଦାର କରିଛି କୋମଳ ଶ୍ରାବଣ

ଆସିଛି ଶ୍ରାବଣ Read More »

war-desert-guns-gunshow-163443-163443.jpg

ରକ୍ତ ରଞ୍ଜିତ ଭୂସ୍ବର୍ଗ

ରକ୍ତ ରଞ୍ଜିତ ଭୂସ୍ବର୍ଗ ସାରଦା ପ୍ରସାଦ ମିଶ୍ର ଆତପ ତାପରେ ଅତିଷ୍ଠ ହୋଇପ୍ରିୟ ପରିଜନ ସାଥିରେ ନେଇଆନନ୍ଦେ ଆସିଥିଲେ କାଶ୍ମୀର ଧାଇଁଅଙ୍ଗ କରିବେ ଶୀତଳଜଣାତ ନଥିଲା ଭୂସ୍ବର୍ଗ ଅଙ୍ଗନେଲୁଚି ରହିଥିଲା କାଳ।ପର୍ଯ୍ୟଟକଙ୍କର ଉଷ୍ମ ରକତଭୂସ୍ବର୍ଗ ଭୂମିରେ ହେଲା ପତିତମାନବିକତା କୁ କଲା କଳଙ୍କିତସିମନ୍ତିନୀର ସିନ୍ଦୂରଲିଭିଲା କପ।ଳୁ ନିଶ୍ପାପ ଶିଶୁଟିହରାଇଲା ତା ପିଅର।ବଇଶାଖ ମାସ ମଙ୍ଗଳ ବାରପହଲ ଗାଁରେ ଅନେକ ପରିବାରକାଶ୍ମୀରୀ ପୋଷାକେ ଫଟୋ ନିଜରତୋଳା ଯାଉଥିବା ବେଳେସେନା ପୋଷାକରେ ଗୁଳି ବରଷିଲେଆତଙ୍କବାଦୀଏ ହେଳେ।ପର୍ଯ୍ୟଟକଙ୍କ ପୁଛିଲେ ନାମପୁଣି ପଚାରିଲେ

ରକ୍ତ ରଞ୍ଜିତ ଭୂସ୍ବର୍ଗ Read More »

ପଣା ସଂକ୍ରାନ୍ତି

ପଣା ସଂକ୍ରାନ୍ତି ସାରଦା ପ୍ରସାଦ ମିଶ୍ର ନିରକ୍ଷବୃତ୍ତ ଉର୍ଦ୍ଧେ କାଶ୍ୟପ ସୁତକରିଲେ ଅବସ୍ଥାନ ରଖି ସ୍ୱରଥ ।ମେଷ ରାଶିକୁ ରବି କଲେ ଗମନଓଡ଼ିଆ ବରଷର ଆଜି ଆରମ୍ଭ ଦିନ।ସକଳ ଶକ୍ତି ଉତ୍ସ ଗ୍ରହ ରାଜନମହିରେ ଋତୁ ଚକ୍ରର ଅଟେ କରଣ।ତାଙ୍କ ତେଜ କିରଣେ ଧରାର ଜଳବାଷ୍ପ ହୋଇ ଉର୍ଦ୍ଧକୁ ଉଠେ ସତ୍ୱର୍।ପୁଣି ବରଷା କରେ ହୋଇ ଶୀତଳଏହିପରି ଧରାରେ ଦେଖାଏ ଖେଳ।ତେଜ କିରଣ ଢାଳି ସେ ଅଂଶୁ ମାଳିଧରାର ସବୁଜିମା ଦିଅଇ ଜାଳି ।ବୃକ୍ଷକୁ ଦେବା ପାଇଁ

ପଣା ସଂକ୍ରାନ୍ତି Read More »

ପଡିଶା ଦିଏ ଦୁଃଖ

ପଡିଶା ଦିଏ ଦୁଃଖ ସାରଦା ପ୍ରସାଦ ମିଶ୍ର ଅଠାଇଶି ରାଜ୍ୟ ସହିତ ଆଠକେନ୍ଦ୍ର ଶାସିତ ଅଞ୍ଚଳନିଜ ଶରୀର ରେ ଧାରଣ କରିଛିଭାରତ ମାତା ଆମର ।ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର।ଞ୍ଚଳ ଜନଭାରତର ନାଗରିକରହିଛନ୍ତି ତ୍ରିରଙ୍ଗା ଝଣ୍ଡା ତଳେସହି ନାନା ସୁଖ ଦୁଃଖ।ବଙ୍ଗ ଭାଷା ଭାଷୀ ପଶ୍ଚିମ ବଙ୍ଗେମହାରାଷ୍ଟ୍ର ରେ ମରାଠୀଓଡ଼ିଆ ଭାଷା ଭାଷୀ ଙ୍କ ନିବାସ ଓଡ଼ିଶାଗୁଜୁରାଟେ ଗୁଜରାଟୀ।ସର୍ବେ ନିଜ ନିଜ ସୀମାର ମଧ୍ୟରେବିତାଇ ଥାନ୍ତି ଜୀବନଗୋଟେ ରାଜ୍ୟ ଅନ୍ୟ ରାଜ୍ୟ ଅଧିକାରନୁହେଁ ଉଚିତ ବିଧାନ ।ଆନ୍ଧ୍ର

ପଡିଶା ଦିଏ ଦୁଃଖ Read More »

ଉତ୍କଳ ଦିବସେ ଭାବନା

ଉତ୍କଳ ଦିବସେ ଭାବନା ସାରଦା ପ୍ରସାଦ ମିଶ୍ର ପୁଲକ ଜ।ଗେ ମନେ ପବନ କହେ କାନେଆଜି ଉତ୍କଳ ଦିବସଆନନ୍ଦେ ପାଳିବାଟି ଯେଣୁ ଜନମ ମାଟିନହୋଇ ମାନସେ ନିରାଶ।ଏହାର ନଦ ନଦୀ ପବିତ୍ର ମହୋଦଧିସବୁଜ ବନ ରାଜି ମାଳଶସ୍ୟ ପୂର୍ଣ୍ଣ କେଦାର ଖଣିଜ ର ସମ୍ଭାରସ।ହ। ଆମର କାଳ କାଳ।ମଧୁ,ଗୋପ, ଫକୀର ଗଉରୀ କର୍ମବୀର# ରାମ, କୃଷ୍ଣ ଓ ଗଙ୍ଗାଧରନୀଳକଣ୍ଠ ଓ ହରି ନୀଳ ଓ ଗୋଦାବରୀଏ ସବୁ ବର ପୁତ୍ର ତୋର ।କରି ମହାନ ତ୍ୟାଗ ଧରି

ଉତ୍କଳ ଦିବସେ ଭାବନା Read More »

ga97263591df1a71d307d2d4dde284ca0699340b0bfd34377bb7b727e368127e7fb76fe105351698e8c24fc4df68656dc_640-8187621.jpg

ଶୈଳ କନ୍ୟାର ଜ୍ଵାଳା

ଶୈଳ କନ୍ୟାର ଜ୍ଵାଳା ସାରଦା ପ୍ରସାଦ ମିଶ୍ର ଶୈଳ ଅଧିପତି ହିମାଚଳ ଛୁଇଁପୂର୍ବ ଉତ୍ତର ଅଞ୍ଚଳେମଣିପୁର ନାମେ କ୍ଷୁଦ୍ର ରାଜ୍ୟ ଅଛିଭାରତ ଜନନୀ କୋଳେ।ମୈତେୟୀ ସହିତ କୁକି ଆଉ ନାଗାଏ ରାଇଜ ଅଧିବାସୀଗଣନାନୁସ।ରେ ନାଗା କୁକୀ ଠାରୁମୈତେୟୀ ଙ୍କ ସଂଖ୍ୟା ବେଶୀ ।ସମତଳେ ବ।ସ ମୈତେୟୀ କରନ୍ତିକୁକି ଗଣ ଗିରି ପରେମୈତେୟୀ ଟି ହିନ୍ଦୁ କୁକି ଖ୍ରୀଷ୍ଟିଆନକଳି ଜାତି ଧର୍ମ ବିଦ୍ୱେଷରେ।କୁକି ନାଗା ଗଣ ଜନ ଜାତି ରୂପେକରନ୍ତି ସୁବିଧା ଭୋଗଶିକ୍ଷା ଅନୁଷ୍ଠାନେ ଚାକିରୀ କ୍ଷେତ୍ରରେସେମାନଙ୍କ ସ୍ଥାନ

ଶୈଳ କନ୍ୟାର ଜ୍ଵାଳା Read More »

ଶୁଣ ଦଧି ବାମନ

ଶୁଣ ଦଧି ବାମନ ସାରଦା ପ୍ରସାଦ ମିଶ୍ର ମଙ୍ଗଳ ମୟ କରୁଣା ନିଳୟ ହେ ଦଧି ବାମନତବ ଆଶ୍ରିତ କୃପା ବାଞ୍ଛିତ କରୁ ବାରେ ଜଣାଣଶ୍ରୁତି ବ।ଧିତ ଏହାତ ସତ୍ୟ ତୁମ କର୍ଣ୍ଣ ବିହୀନ। ମହୋଦଧି କୂଳେ ଭକତ ଗହଳେ ତୁମେତ ଜଗନ୍ନାଥତୁମ ମନ୍ଦିର ଛୁଏଁ ମୁଦିର ସଙ୍ଗତେ ଭଗିନୀ ଭ୍ରାତଛତିଶା ନିଯୋଗ ରାଜା ସହଯୋଗ ସତତ ନ୍ୟସ୍ତ । ଆମ ଇନ୍ଦ।ଳେ ଛୋଟ ଦେଉଳେ ତୁମେ ଦଧି ବାମନଛପନ ଭୋଗୀ ହୋଇଛ ରାଗି ନ ପାଇ

ଶୁଣ ଦଧି ବାମନ Read More »