General

pexels-photo-1461027-1461027.jpg

ଗରଜେ ଗନ୍ଧ ମାର୍ଦ୍ଦନ

ଗରଜେ ଗନ୍ଧ ମାର୍ଦ୍ଦନ ସାରଦା ପ୍ରସାଦ ମିଶ୍ର ପଞ୍ଚବଟୀ ପର୍ଣ୍ଣ କୁଟୀରୁଲଙ୍କପତି ରାବଣଜନକ ନନ୍ଦିନୀ ସୀତାଙ୍କୁକରିଥିଲା ହରଣ ।ଜାତୁଧାନ ହସ୍ତୁ ଜାୟ।କୁମୁକ୍ତ କରିବା ପାଇଁକରିଥିଲେ ମହା ସଂଗ୍ରାମପ୍ରଭୁ ଜଗତ ସାଇଁ।ବାସବ ବିଜେତା ରାବଣସୂତ ଇନ୍ଦର ଜିତସଂଗ୍ରାମ ଭୂମିରେ ସୌମିତ୍ରୀହାତେ ହୋଇଲା ହତ।କ୍ରୋଧେ ଦଶ।ନନ ଯୁଦ୍ଧକୁଆସି ଲକ୍ଷ୍ମଣ ପରେମୟ ଦୈତ୍ୟ କୃତ ଶକତିବେଗେ ପ୍ରହାର କରେ।ଶକତି ପ୍ରହାରେ ଲକ୍ଷ୍ମଣବୀର ହରାଏ ଜ୍ଞାନରଘୁକୁଳ ପତି କାନ୍ଦନ୍ତିକାନ୍ଦେ ବାନର ସୈନ୍ୟ ।ବଇଦ ସୁଷେଣ ନିର୍ଦ୍ଦେଶପାଇ ପବନ ସୂତଗନ୍ଧ ମ।ର୍ଦ୍ଦନରୁ ବିଷଲ୍ୟକରଣୀ ଆଣେ […]

ଗରଜେ ଗନ୍ଧ ମାର୍ଦ୍ଦନ Read More »

କୁମ୍ଭ ମେଳା

କୁମ୍ଭ ମେଳା ସାରଦା ପ୍ରସାଦ ମିଶ୍ର ପ।ର।ବାର ମନ୍ଥି ଦେବାସୁର ଗଣଲାଭ କରିଲେ ଅମୃତବଳଶାଳୀ ଦୈତ୍ୟ ଅମୃତ କୁମ୍ଭକୁକରିନେଲେ କରାୟତ।ଗୁରୁ ବୃହସ୍ପତି ଅମୃତ ଉଦ୍ଧାରଯୋଜନା କଲେ ପ୍ରସ୍ତୁତସୂର୍ଯ୍ୟ ଚନ୍ଦ୍ର ଶନି ବୃହସ୍ପତି ସହବାସବ ସୂତ ଜୟନ୍ତ ।ଏ ପଞ୍ଚ ଦେବତା ଅମୃତ ହରଣେହୋଇଥିଲେ ନିୟୋଜିତପ୍ରଭାକର ଶଶି ଶନି ସଙ୍ଗେ ମିଶିନେଲେ ସୁରକ୍ଷା ଦାୟିତ୍ବ ।ଗୁରୁ ବୃହସ୍ପତି ଦୈତ୍ୟ ବଳ ରୋକିକରିଲେ ସୁଗମ ପଥସୁଧା ଆନୟନେ କୁମ୍ଭ ଚହଲିଣଭୂମିରେ ପଡେ ଅମୃତ।ଜାହ୍ନବୀ ତୀରରେ ହରିଦ୍ଵାରେ ବିନ୍ଦୁ ଏଏକବିନ୍ଦୁ ନସିକରେସିପ୍ର

କୁମ୍ଭ ମେଳା Read More »

ରାସ ଉତ୍ସବ

ରାସ ଉତ୍ସବ ସାରଦା ପ୍ରସାଦ ମିଶ୍ର ଶରଦ ଆକାଶ ନିର୍ମଳ ଭୂମି ଅଙ୍ଗ ଶ୍ୟାମଳକାଦମ୍ବିନୀ ନାହିଁ ଗଗନେ ନାହିଁ ଧୂଳି ପଟଳ ।ସୌର ତେଜ ହୁଏ ନିଉନ ବହେ ଶୀତଳ ବାତଉପବନ ଶୋଭେ କୁସୁମେ କଳ ରବେ କୁଜିତ ।ତଟିନିର ଜଳ ସୁନୀଳ କେଦାର ଶିଶିର ସିକ୍ତଉତ୍ସବର କୋଳାହଳରେ ଗ୍ରାମ ମ।ନ କମ୍ପିତ ।ରାଧା ମାଧବ ଙ୍କ ମୃଣ୍ମୟ ମୂର୍ତ୍ତି ନିର୍ମାଣ କରିସ୍ଥାନେ ସ୍ଥାନେ ଲୋକେ ପୁଜନ୍ତି ରାଧା ସହିତ ହରି ।ରଜନୀ ଆକାଶେ ଚନ୍ଦ୍ରମା ବିଞ୍ଚେ

ରାସ ଉତ୍ସବ Read More »

ଅଭିଶାପ ଫଳିଲା

ଅଭିଶାପ ଫଳିଲା !! ଭାଗ – ୨ !! ଅଚ୍ଯୁତାନନ୍ଦ ଆଗରୁ ପଢିଥିଲେ…. ଗୌତମ ମୁନି ତାଙ୍କ ପତ୍ନୀ ଅହଲ୍ୟା , ଦୁଇ ବାଳୁତ ପୁତ୍ର ଏବଂ କନ୍ୟା ଅଞ୍ଜନା କୁ ସାଥିରେ ନେଇ ଗଙ୍ଗା ନଦୀ ର ପର ପାରରେ ଥିବା ଜଣେ ଧନୀକ ଯଜମାନ ଙ୍କ ନବଜାତ ପୁତ୍ରସନ୍ତାନ ର ନାମକରଣ ଉତ୍ସବ ରେ ଯୋଗ ଦେବା ପାଇଁ ଯାଉଥିଲେ I ନଦୀ ର ତାତିଲା ବାଲିରେ ମୁନି ଗୌତମ ଦୁଇ ପୁଅଙ୍କୁ କାନ୍ଧରେ

ଅଭିଶାପ ଫଳିଲା Read More »

ନାରୀ ହିଁ ନାରାୟଣୀ

🚩🛕🔱🔯⚜️🕉️⚜️🔯🔱🛕🚩 .ଦିନେ ଜଣେ ଭଦ୍ରଲୋକ ନିଜ ପତ୍ନୀଙ୍କୁ ପଚାରିଲେ, ମୁଁ ତୁମକୁ ବାରବାର କିଛି କହୁଛି ଓ ତାଗିଦ କରୁଛି, ତୁମକୁ ଖରାପ ଲାଗୁନାହିଁ ?ତଥାପି ତୁମେ ପତି-ଭକ୍ତିରେ ଲାଗି ରହୁଛ, କିନ୍ତୁ ମୁଁ କେତେବେଳେ ପତ୍ନୀ- ଭକ୍ତି କରିବାକୁ ପ୍ରୟାସ କରିନାହିଁ । ଭଦ୍ରଲୋକ ଭାବିଲେ ଆଜି ମଧ୍ୟ ମୋତେ ନିରୁତ୍ତର ହେବାକୁ ପଡ଼ିବ । ପୁଣି ପତି ପ୍ରଶ୍ନ କଲେ, ଯେତେବେଳେ ଦାମ୍ପତ୍ୟ ଜୀବନର ପ୍ରାରମ୍ଭ ହୋଇଥାଏ, ସେତେବେଳ ଉଭୟ ପୁରୁଷ ସ୍ତ୍ରୀ ସମାନ

ନାରୀ ହିଁ ନାରାୟଣୀ Read More »

ଅଭିଶାପ ଫଳିଲା

ଅଭିଶାପ ଫଳିଲା ଭାଗ – ୧ ଅଚ୍ଯୁତାନନ୍ଦ ଦାସ ଗୌତମ ଋଷି ଦୁଇ ପୁଅଙ୍କୁ କାନ୍ଧରେ ବସେଇ ଚାଲୁଛନ୍ତି ଗଙ୍ଗା ନଦୀ ର ତାତିଲା ବାଲି ଉପରେ I ସ୍ତ୍ରୀ ଅହଲ୍ଯା ଓ ଝିଅ ଅଞ୍ଜନା ପଛେ ପଛେ ଚାଲୁଛନ୍ତିI ଋଷିଙ୍କ ସହିତ ପାଦ ମିଳାଇ ଚାଲି ପାରୁ ନଥାନ୍ତି ମାଆ କି ଝିଅ I ସକାଳ ପହରୁ ଚାଲୁଛନ୍ତି I ଦିନ ଆସି ଦି’ ପହର ହେଲାଣି I ଋଷି ତ ମେହନତି ମଣିଷ କିନ୍ତୁ

ଅଭିଶାପ ଫଳିଲା Read More »

Radhamani and Sudama’s Story A Tale of Unwavering Love and Triumph

Radhamani and Sudama’s Story A Tale of Unwavering Love and Triumph By Lokanath Mishra: In the quaint town of Kalipur, nestled in the heart of Odisha,two young souls, Radhamani and Sudama, forged an unbreakable bond. Theirs was a friendship that blossomed in the corridors of their school, nurtured by shared laughter, tears, and dreams. Radhamani,

Radhamani and Sudama’s Story A Tale of Unwavering Love and Triumph Read More »

The Unraveling of a Dream: A Tale of Fashion and Societal Expectations

The Unraveling of a Dream: A Tale of Fashion and Societal Expectations By Lokanath Mishra Sanjukta, a 36-year-old fashion enthusiast, lived life on her own terms. She detested being told what to wear and how to present herself. Her mother-in-law, a vibrant 70-year-old, was her inspiration – always looking youthful, stylish, and confident, even in

The Unraveling of a Dream: A Tale of Fashion and Societal Expectations Read More »