ହିରଣ୍ୟକଶ୍ୟିପୁ ଓ ହିରଣ୍ୟାକ୍ଷ
ହିରଣ୍ୟକଶ୍ୟିପୁ ଓ ହିରଣ୍ୟାକ୍ଷ ମରୀଚି ଋଷିଙ୍କ ପୁତ୍ର କଶ୍ୟପ ଦିନଚର୍ଯ୍ୟା ଅନ୍ତେ ସନ୍ଧ୍ୟା ଆଳତି ଓ ପ୍ରାର୍ଥନା କରିବା ପାଇଁ ପ୍ରସ୍ତୁତ ହେଉଥାନ୍ତି Ι ଏକାଗ୍ରତାର ସହ ଧ୍ୟାନ କରିବାପାଇଁ ସେ ବସିବା ବେଳକୁ ଦକ୍ଷ ପ୍ରଜାପତିଙ୍କ କନ୍ୟା ତଥା ତାଙ୍କର ପତ୍ନୀ ଦିତି ସେହି ସମୟରେ ସ୍ୱାମୀଙ୍କର ଉପାସନା କକ୍ଷରେ ପ୍ରବେଶ କଲେ Ι ତାଙ୍କର ରୂପ ସଜ୍ଜାରେ ,ଭାବ ଭଙ୍ଗୀରେ ଓ କଟାକ୍ଷରେ ପ୍ରେମ ନିବେଦନ ଝଲସୁଥିଲା Ι ସେ ମୁନିଙ୍କର ଧ୍ୟାନ ଭଙ୍ଗ […]
ହିରଣ୍ୟକଶ୍ୟିପୁ ଓ ହିରଣ୍ୟାକ୍ଷ Read More »









