ଅଭିଶପ୍ତ ଦ୍ୱାରପାଳ, ଦ୍ଵିତୀୟ ଅଧ୍ୟାୟ
.ଆସନ୍ତୁ ପଢିବା ଆଜିର ପୌରାଣିକ କାହାଣୀ ଅଭିଶପ୍ତ ଦ୍ୱାରପାଳ, ଦ୍ଵିତୀୟ ଅଧ୍ୟାୟ !! ଭାଗ – ୨୨୩ !! ଡା.କୃପାସିନ୍ଧୁ ମିଶ୍ର “ନ ପାହୁ ରାତି ନ ମରୁ ପତି. ଏକରାତି ହେଉ ସପତ ରାତି “‘ଲକ୍ଷ୍ମଣଙ୍କ ଶକ୍ତିଭେଦ’ ଏକ ବିବଦମାନ ଅଧ୍ୟାୟ Ι ବାଲ୍ମୀକି ରାମାୟଣରେ ରାବଣ ଲକ୍ଷ୍ମଣଙ୍କୁ ଶତୃଘାତିନୀ ଏକଘ୍ନୀ ଶକ୍ତି ଦ୍ୱାରା ମୂର୍ଚ୍ଛିତ କରିବା ବିଷୟ ଲେଖିଥିଲେ Ι ରାମଚରିତମାନସରେ ଇନ୍ଦ୍ରଜିତ ତାଙ୍କୁ ବୀରଘାତିନୀ ଶକ୍ତି ମାରିଥିଲେ ବୋଲି ବର୍ଣ୍ଣନା କରାଯାଇଛି Ι […]
ଅଭିଶପ୍ତ ଦ୍ୱାରପାଳ, ଦ୍ଵିତୀୟ ଅଧ୍ୟାୟ Read More »










