ଶିବ ଭକ୍ତି

Somnath Temple,

ସୋମନାଥ

ସୋମନାଥ ଲୋକନାଥ ମିଶ୍ର ନିୟମ କହେ—ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଯାତ୍ରାରପ୍ରଥମ ପଦଚିହ୍ନ ସୋମନାଥ ।ମୋ ଭାଗ୍ୟ କିନ୍ତୁସେହି ପୁରୁଣା ପୁସ୍ତକକୁ ଉଲଟାଇଶେଷ ପୃଷ୍ଠାରେ ମୋ ନାମ ଲେଖିଦେଲା । ୯.୨.୨୬—ଏକ ସାଧାରଣ ତାରିଖ,କିନ୍ତୁ ମୋ ପାଇଁଏକ ଶେଷ ଆରମ୍ଭ । ଆରବ ସମୁଦ୍ରର କୂଳରେଦଣ୍ଡାୟମାନ ସୋମନାଥ—ଲହରୀର ଶ୍ୱାସ ଭିତରେଶିବଙ୍କର ନିରବ ନାଦ ।ପାଦତଳେ ବାଲୁକା,ମନ ଭିତରେ ଶତାବ୍ଦୀର ଭଙ୍ଗାଚୁରା । ଆରତିର ଆଲୋକଅନ୍ଧାରକୁ ଧୀରେଧୀରେ ଖୋଲିଦେଲା,ଘଣ୍ଟାର ଧ୍ୱନିମୋ ଭିତରର କ୍ଳାନ୍ତିକୁକମ୍ପିତ କରିଦେଲା ।ସାଉଣ୍ଡ ଏଣ୍ଡ ଲାଇଟ—ଇତିହାସ ଏଠାରେ କଥା […]

ସୋମନାଥ Read More »

SOMANATH

ସ୍ମୃତି, ଭକ୍ତି ଓ ଅନୁପସ୍ଥିତି

ସ୍ମୃତି, ଭକ୍ତି ଓ ଅନୁପସ୍ଥିତି ଲୋକନାଥ ମିଶ୍ର (ଉଜ୍ଜୟିନୀରୁ ସୋମନାଥ ପର୍ଯ୍ୟନ୍ତ) ସେମାନଂକ ସହମୁଁ ଉଜ୍ଜୟିନୀକୁ ଆସିଥିଲି—ଗୀତାର ତିନି ସହେଲୀ,ସେମାନଙ୍କ ସ୍ୱାମୀ,ଭାଇ ଓ ଭାଉଜ—ମଣିଷର ଏକ ଛୋଟ ମେଳାଭକ୍ତିର ଏକ ଲମ୍ବା ଯାତ୍ରା ।! ମହାକାଳେଶ୍ୱରର ଦ୍ୱାରେସନ୍ଧ୍ୟା ଆରତିର ଆଲୋକଆମ ମୁହଁରେ ପଡ଼ୁଥିଲା,ଭସ୍ମ ଆରତିରେସମୟ ମଧ୍ୟ ନିଜକୁ ଛାଡ଼ିଶିବଙ୍କ ପାଖେ ନମିଯାଉଥିଲା। କାଳଭୈରବ,ହରସିଦ୍ଧି ମାଆ—ପ୍ରତ୍ୟେକ ମନ୍ଦିରରେଆମ ପାଦଚିହ୍ନ ଥିଲା,ହସ, କଥା, ଭିଡ଼—ଜୀବନ ଭରି ଯାଉଥିଲା । ଓଂକାରେଶ୍ୱର,ମାମଳେଶ୍ୱର—ନର୍ମଦାର ପାଣି ପରିଆମ ମନ ଏକାଠି ବହୁଥିଲା । ତାପରେସେମାନେ

ସ୍ମୃତି, ଭକ୍ତି ଓ ଅନୁପସ୍ଥିତି Read More »

ତ୍ରିବେଣୀ ଅମାବାସ୍ୟା

ତ୍ରିବେଣୀ ଅମାବାସ୍ୟା

ତ୍ରିବେଣୀ ଅମାବାସ୍ୟାସାରଦା ପ୍ରସାଦ ମିଶ୍ର ମାଘ ଅମାବାସ୍ୟା ଶାସ୍ତ୍ର ମତେ ନାମତ୍ରିବେଣୀ ଅବା ମଉନିତିନି ତଟିନୀ ର ସଙ୍ଗମ ସ୍ଥଳକୁକୁହାଯାଏ ଟି ତ୍ରିବେଣୀ ।ଏ ଅମାବାସ୍ୟାରେ ତ୍ରିବେଣୀ ସ୍ଥାନରେକରିଲେ ସ୍ନାନ ତର୍ପଣପିତୃ ପୁରୁଷଙ୍କ ସମସ୍ତ କଳୁଷହୋଇଥାଏ ନିବାରଣ ।ଜ୍ଞାନ ଭକ୍ତି କର୍ମ ତିନି ମହଯୋଗଯେ କାଳେ ହୁଏ ମିଳନସେ ଦିନ ଅଟଇ ମାଘ ଅମାବାସ୍ୟାତ୍ରିବେଣୀ ତା ଅନ୍ୟ ନାମ ।ଶରୀର ମନକୁ ପ୍ରଭାବିତ କରେଦୁଇ ଗ୍ରହ ରବି ଶଶୀସୁରୁଜ ଦର୍ଶନ ହୋଇଥାଏ କିନ୍ନ୍ତୁଚନ୍ଦ୍ର ଆସେ ନାହିଁ ଦୃଷ୍ଟି

ତ୍ରିବେଣୀ ଅମାବାସ୍ୟା Read More »

ସୋମନାଥ ଜ୍ୟୋତିର୍ଲିଙ୍ଗ

ଜୟ ସୋମନାଥ

ଜୟ ସୋମନାଥସାରଦା ପ୍ରସାଦ ମିଶ୍ର ରତ୍ନାକର ତଟ ପବିତ୍ର ବସୁଧାପ୍ରଭାସ ପଟନ ନାମଯହିଁ ବିର।ଜଇ ନଭସ୍ପର୍ଶୀ ତୁଙ୍ଗଦେବାଳୟ ଅନୁପମ ।ଆଦି ଜ୍ୟୋତିର୍ଲିଙ୍ଗ ସୋମନାଥ ନାମେପୂଜିତ ଏହି ମନ୍ଦିରେସେହି ମନ୍ଦିରେ ଆମ ପ୍ରଧାନ ମନ୍ତ୍ରୀଓଁକାର ମନ୍ତ୍ର ଜପିଲେ ।ଏ ପୂତ ସ୍ଥାନର ପରିଚୟ ଦିଏଆମର ଶାସ୍ତ୍ର ପୁରାଣଦକ୍ଷ ପ୍ରଜାପତି ଜାମାତା ରୂପରେଚନ୍ଦ୍ରଙ୍କୁ କଲେ ବରଣ।ସତାଇଶ କନ୍ୟା ଚନ୍ଦ୍ରେ ବିଭା ଦେଇକହିଲେ ମଧୁର ବାଣୀକରିଲି ପ୍ରଦାନ ଏ କନ୍ୟା ମାନଙ୍କୁକରିବନି ହୀନିମାନୀ ।ଚନ୍ଦ୍ର ଦେବତାଙ୍କ ପ୍ରିୟ ପତ୍ନୀ ରୂପେରୋହିଣୀ ପାଇଲେ

ଜୟ ସୋମନାଥ Read More »