ସମାଜସେବା

LingarajMishra

ଲିଙ୍ଗ ମିଶ୍ରେ ଚାଲିଗଲେ

ଲିଙ୍ଗ ମିଶ୍ରେ ଚାଲିଗଲେ: ଲେଖକ – ଲୋକନାଥ ମିଶ୍ର ମଣିଷ ଚାଲିଯାଏ । କିନ୍ତୁ ତା’ର ଚାଲିଯିବା ସହିତ ତା’ର ସ୍ମୃତି ଚାଲିଯାଏ ନାହିଁ । ଜଣେ ମଣିଷ ଯେଉଁ ଗାଁର ମାଟିରେ ଜନ୍ମ ନେଇଥାଏ, ଯେଉଁ ପଥରେ ଶୈଶବରେ ଦୌଡ଼ିଥାଏ, ଯେଉଁ ସାଙ୍ଗମାନଙ୍କ ସହିତ ହସିଥାଏ ଓ ଜୀବନର ସୁଖଦୁଃଖ ବାଣ୍ଟିଥାଏ, ସେ ଚାଲିଗଲା ପରେ ମଧ୍ୟ ସେହି ସବୁ ସ୍ମୃତିରେ ବଞ୍ଚି ରହିଥାଏ । ଆଜି ମୋର ଅତି ପ୍ରିୟ ବନ୍ଧୁ ଲିଙ୍ଗରାଜ ମିଶ୍ରଙ୍କ […]

ଲିଙ୍ଗ ମିଶ୍ରେ ଚାଲିଗଲେ Read More »

ହାଲଚାଲ

ହାଲଚାଲ ସାରଦା ପ୍ରସାଦ ମିଶ୍ର କୃଷକ ଯୁବକ ମନ ଆନନ୍ଦରେତିନିଶହ ଟଙ୍କା ନେଇଯାଇଥିଲା ସୋସାଇଟ ଅଫିସୟୁ ରିଆ ସାର ପାଇଁ ।ସୋସାଇଟ ରେ ମିଳିଲାନି ସାରଛକ ଦୋକାନକୁ ଆସିବୁଝିଲା ସାର ବସ୍ତ।କର ମୂଲ୍ୟସେଠାରେ ସ।ତଶ ଅଶୀ ।ପଇସା ନହେବାରୁ ବିକଳେ ଆସିପହଞ୍ଚିଲା ନିଜ ଘରେପତ୍ନୀକୁ ଗେହ୍ଲେଇ କହିଲା ପ।ଞ୍ଚଶଟଙ୍କା ଦେଲୁ ମୋତେ ଧ।ରେ ।ସୁଭଦ୍ରା ଟଙ୍କା ତୁ ପାଇଛୁ ତ ଏବେଦେଇଥା ସେଥିରୁ କିଛିଭାରିଯା ତାର ମୁହଁ ମୋଡ଼ି କହେମୋ ଖର୍ଚ୍ଚ ପାଇଁ ରଖିଛି ।ପାଉଁଜି ସହ

ହାଲଚାଲ Read More »