#jaganath

Bhimiswar Mahadev

Bhimiswar Mahadev ବଳୀ ଯେପରି ‌ଜଗନାଥ ମନ୍ଦିର ରେ ଲିଂଗ ରୂପେ ପୁଜା ପାଉଛନ୍ତି ସେହିପରି ଜଗନ୍ନାଥ ମନ୍ଦିରରେ ପାଞ୍ଚ ପାଣ୍ଡବ ମାନେ ବଟ ବୃକ୍ଷ ପାଖରେ ଲିଂଗ ରୂପେ ପୁଜା ପାଉଛନ୍ତି। ପୁରୀ ସହରରେ ମଧ୍ୟ ପାଞ୍ଚ ଜାଗାରେ ଏ ମାନେ ଯଦି ଓ ଲିଂଗ ରୂପେ ପୁଜା ପାଉଛନ୍ତି ମାତ୍ର ଏମାନେ ଚଳନ୍ତି ପ୍ରତିମା ରୁପେ ନରେନ୍ଦ୍ର ରେ ପଞ୍ଚ Pandava ହୋଇ ମଦନମୋହନ ଲକ୍ଷ୍ମୀ ସହିତ ଚାପ ଖେଳନ୍ତି ଚନ୍ଦନ ଯାତ୍ରା ସମୟରେ। […]

Bhimiswar Mahadev Read More »

Bali went where?

Bali went where? Bali is being worshipped in Bali Baman temple in lord Jagannath temple Puri complex in form of pataleswar mahadev. Hiranyaksha was killed by lord Vishnu in his third Avatar Varaha. Hiranyakashipu was killed in 4th Avatar , Narasingh. Virochana’s son Bali was performing Yagna under supervision of Sukra. Lord Vishnu came as

Bali went where? Read More »

war-desert-guns-gunshow-163443-163443.jpg

ରକ୍ତ ରଞ୍ଜିତ ଭୂସ୍ବର୍ଗ

ରକ୍ତ ରଞ୍ଜିତ ଭୂସ୍ବର୍ଗ ସାରଦା ପ୍ରସାଦ ମିଶ୍ର ଆତପ ତାପରେ ଅତିଷ୍ଠ ହୋଇପ୍ରିୟ ପରିଜନ ସାଥିରେ ନେଇଆନନ୍ଦେ ଆସିଥିଲେ କାଶ୍ମୀର ଧାଇଁଅଙ୍ଗ କରିବେ ଶୀତଳଜଣାତ ନଥିଲା ଭୂସ୍ବର୍ଗ ଅଙ୍ଗନେଲୁଚି ରହିଥିଲା କାଳ।ପର୍ଯ୍ୟଟକଙ୍କର ଉଷ୍ମ ରକତଭୂସ୍ବର୍ଗ ଭୂମିରେ ହେଲା ପତିତମାନବିକତା କୁ କଲା କଳଙ୍କିତସିମନ୍ତିନୀର ସିନ୍ଦୂରଲିଭିଲା କପ।ଳୁ ନିଶ୍ପାପ ଶିଶୁଟିହରାଇଲା ତା ପିଅର।ବଇଶାଖ ମାସ ମଙ୍ଗଳ ବାରପହଲ ଗାଁରେ ଅନେକ ପରିବାରକାଶ୍ମୀରୀ ପୋଷାକେ ଫଟୋ ନିଜରତୋଳା ଯାଉଥିବା ବେଳେସେନା ପୋଷାକରେ ଗୁଳି ବରଷିଲେଆତଙ୍କବାଦୀଏ ହେଳେ।ପର୍ଯ୍ୟଟକଙ୍କ ପୁଛିଲେ ନାମପୁଣି ପଚାରିଲେ

ରକ୍ତ ରଞ୍ଜିତ ଭୂସ୍ବର୍ଗ Read More »

ଓଁ ଶ୍ରୀ ପରମାତ୍ମନେ ନମଃ

👉ଓଁ ଶ୍ରୀ ପରମାତ୍ମନେ ନମଃ🚩 ପ୍ରଶ୍ନ – ଆଜ୍ଞା ପ୍ରଣାମ ! ସୁଖ ପଶ୍ଚାତରେ ଦୁଃଖ ଲୁଚି ରହେ। ଏଣୁ ସୁଖର ଆଶା କିପରି ମିଟିବ? ଉତ୍ତର :– ଆତ୍ମା ସ୍ବରୂପତଃ ସହଜ ସୁଖ ରାଶି. ଏଣୁ ସୁଖ ଏହାର ସ୍ବଭାବିକ ଧର୍ମ. ଏଣୁ ମନୁଷ୍ଯ ବିଷୟରୁ ଏହି ସୁଖ ପାଇବାର ଚେଷ୍ଟାକରେ. ଯଦି ଏହା ଦୃଢ଼ ନିଶ୍ଚୟ ହୋଇଯିବ ଯେ ଭୋଗର ସତ୍ତା ନାହିଁ, ନାହିଁ, ନାହିଁ, ନାହିଁ ଏବଂ ଯେଉଁ ‘ଅଛି’ ବୋଲି ଜିନିଷଟି

ଓଁ ଶ୍ରୀ ପରମାତ୍ମନେ ନମଃ Read More »

ପଣା ସଂକ୍ରାନ୍ତି

ପଣା ସଂକ୍ରାନ୍ତି ସାରଦା ପ୍ରସାଦ ମିଶ୍ର ନିରକ୍ଷବୃତ୍ତ ଉର୍ଦ୍ଧେ କାଶ୍ୟପ ସୁତକରିଲେ ଅବସ୍ଥାନ ରଖି ସ୍ୱରଥ ।ମେଷ ରାଶିକୁ ରବି କଲେ ଗମନଓଡ଼ିଆ ବରଷର ଆଜି ଆରମ୍ଭ ଦିନ।ସକଳ ଶକ୍ତି ଉତ୍ସ ଗ୍ରହ ରାଜନମହିରେ ଋତୁ ଚକ୍ରର ଅଟେ କରଣ।ତାଙ୍କ ତେଜ କିରଣେ ଧରାର ଜଳବାଷ୍ପ ହୋଇ ଉର୍ଦ୍ଧକୁ ଉଠେ ସତ୍ୱର୍।ପୁଣି ବରଷା କରେ ହୋଇ ଶୀତଳଏହିପରି ଧରାରେ ଦେଖାଏ ଖେଳ।ତେଜ କିରଣ ଢାଳି ସେ ଅଂଶୁ ମାଳିଧରାର ସବୁଜିମା ଦିଅଇ ଜାଳି ।ବୃକ୍ଷକୁ ଦେବା ପାଇଁ

ପଣା ସଂକ୍ରାନ୍ତି Read More »