ତତ୍ତ୍ୱମସି
-ତତ୍ତ୍ୱମସି-(ଲୋକନାଥ ମିଶ୍ର) ମୁଁ କିଏ ? ଏକ ଅସମାପ୍ତ ଯାତ୍ରା — କର୍ମରୁ ଆତ୍ମା ପର୍ଯ୍ୟନ୍ତ: ମୁଁ କିଏ ? ଏ ପ୍ରଶ୍ନଟିମୋ ଜୀବନର ସବୁଠାରୁ ପୁରୁଣା ପ୍ରଶ୍ନ,କିନ୍ତୁ ଆଜି ମଧ୍ୟତାହାର ଉତ୍ତର ମୋ ହାତରେ ନାହିଁ । ହୁଏତ ଏହି ପ୍ରଶ୍ନର ଉତ୍ତରକୌଣସି ପୁସ୍ତକର ପୃଷ୍ଠାରେ ନାହିଁ,କୌଣସି ମନ୍ଦିରର ଗର୍ଭଗୃହରେ ନାହିଁ,କୌଣସି ଶାସ୍ତ୍ରର ଅକ୍ଷରରେ ମଧ୍ୟ ନାହିଁ । ହୁଏତ ଉତ୍ତରଟିଲୁଚି ରହିଛିମୋ ନିଜ ଶ୍ୱାସର ନିରବତାରେ । ସେଥିପାଇଁ ଆଜିମୋ ସମସ୍ତ ଯାତ୍ରାକୁ ପଛକୁ […]








