କାର୍ତ୍ତିକ ମାହାତ୍ମ୍ୟ (ଭାଗ -୮)
🍃🍂🍃 କାର୍ତ୍ତିକ ମାହାତ୍ମ୍ୟ 🍃🍂🍃(ଭାଗ -୮)—🌺🌺🌺🌺— ମାରିବି ଇନ୍ଦ୍ରାଦି ଦେବତା ।ତେବେ ମୁଁ ହୋଇବି ଅଚିନ୍ତା ।। ଥାଟମାନେ ଯେତେବେଳେ କନକ ଗିରି କୁ ଯାଉଥିଲେ ସତେ ଯେପରି ମନେ ହେଉଥିଲା ସମୁଦ୍ର ଆଉ ଉଛୁଳି ପଡୁଛି କି ? ଅସୁରମାନେ କନକ ଗିରି ତଳେ ଗୋଟିଏ ପୁର ନିର୍ମାଣ କଲେ ସେଠାରୁ ଗିରି ଉପରକୁ ଚଢ଼ିଲେ । ଅସୁର ମାନଙ୍କ ପାହାଡ଼ ଛାଡିବାରେ ଏପରି ଶବ୍ଦ ହେଉଥିଲା ଯେ ସତେ ଯେପରି ବର୍ଷା କାଳରେ ବଜ୍ରପାତ […]
କାର୍ତ୍ତିକ ମାହାତ୍ମ୍ୟ (ଭାଗ -୮) Read More »










