uh@gmail.com

ବ୍ରହ୍ମଦାରୁ ସ୍ମରାମି

‼️ ବ୍ରହ୍ମଦାରୁ ସ୍ମରାମି ‼️ ” ସହସ୍ର ଶ୍ରୀର୍ଷା ପୁରୁଷଃ ସହସ୍ରାକ୍ଷଃ ସହସ୍ରପାତ୍ । ସ ଭୂମିଂ ବିଶ୍ୱତୋବୃତ୍ବା ତ୍ୟତିଷ୍ଠଦ୍ ଦଶାଙ୍ଗୁଳମ୍।।”   ଈଶ୍ୱରଙ୍କ ପ୍ରକୃତ ସ୍ୱରୂପ ବା ସାକାର ରୂପ ବିଷୟରେ ଯଜୁର୍ବେଦରେ ବର୍ଣ୍ଣନା କରାଯାଇଛି :- ଅସଂଖ୍ୟ ଶିର, ଅସଂଖ୍ୟ ଚକ୍ଷୁ, ଅସଂଖ୍ୟ ପାଦଯୁକ୍ତ ପୁରୁଷ ସର୍ବଦା ପରିପୂର୍ଣ୍ଣ ଅଟେ। ଏହା ସର୍ବାଶ୍ରୟ ପ୍ରକୃତିକୁ ସମସ୍ତ ପ୍ରକାରର ବ୍ୟାପ୍ତିକରି ଦଶ ଆଙ୍ଗୁଳ ଅର୍ଥାତ୍ ଦଶ ଅଂଶ ବିକାର ଯଥା ଯଥା-ମହତ ଆଦି ସ୍ଥୂଳ ଓ […]

ବ୍ରହ୍ମଦାରୁ ସ୍ମରାମି Read More »