ଆସନ୍ତୁ ପଢିବା ଗୀତା….
.ଆସନ୍ତୁ ପଢିବା ଗୀତା…. ଅଧ୍ୟାୟ ୧୭ – ଶ୍ଳୋକ ୯ – ଶ୍ରଦ୍ଧାତ୍ରୟ ବିଭାଗ ଯୋଗଃ କଟ୍ଵମ୍ଲଲଵଣାତ୍ୟୁଷ୍ଣତୀକ୍ଷ୍ଣରୂକ୍ଷଵିଦାହିନଃ | ଆହାରା ରାଜସସ୍ୟେଷ୍ଟା ଦୁଃଖଶୋକାମୟପ୍ରଦାଃ || 9 || କଟୁ ବା ପିତା,ଖଟା, ଲବଣାକ୍ତ , ଗରମ, ରୁକ୍ଷ ବା କଠିନ ଓ ଶୁଷ୍କ ଏବଂ ଯାହା ପେଟ ଓ ପାଟି ପୋଡାଜଳା କରେ ଏହିସବୁ ଖାଦ୍ୟ ରାଜସୀକ ଲୋକର ପ୍ରୀୟଖାଦ୍ୟ । ପୁଣି ଏହି ଖାଦ୍ୟସବୁ ରୋଗ, ଶୋକ ଦୁଃଖ କଷ୍ଟ ସୃଷ୍ଟି କାରକ । ✿❣️༒ […]
ଆସନ୍ତୁ ପଢିବା ଗୀତା…. Read More »









