ଆସନ୍ତୁ ପଢିବା ଗୀତା….
ଆସନ୍ତୁ ପଢିବା ଗୀତା…. ଅଧ୍ୟାୟ ୧୨ – ଶ୍ଳୋକ ୧୧ – ଭକ୍ତିଯୋଗଃ ଅଥୈତଦପ୍ୟଶକ୍ତୋஉସି କର୍ତୁଂ ମଦ୍ୟୋଗମାଶ୍ରିତଃ |ସର୍ଵକର୍ମଫଲତ୍ୟାଗଂ ତତଃ କୁରୁ ୟତାତ୍ମଵାନ || ୧୧ || ଯଦି ମୋ ଯୋଗ (ସମତା) ର ଆଶ୍ରା କରି ତୁମେ ଏହା କରିବାରେ ଅସମର୍ଥ ହୁଅ ତେବେ ମନ ଓ ଇନ୍ଦ୍ରିୟଙ୍କୁ ବଶିଭୂତ କରି ସମସ୍ତ କର୍ମର ଫଳେଚ୍ଛା ତ୍ୟାଗ କର । ଏବେ ପଢିବା ଭାଗବତ ॥♾️♾️⭕⭕♾️♾️ ଏମନ୍ତ କହି ନରହରି। ନରବାଳୁତ ରୂପ ଧରି।ଗୋବିନ୍ଦ ଆଜ୍ଞା […]
ଆସନ୍ତୁ ପଢିବା ଗୀତା…. Read More »









