ରଘୁନାଥ ଦାସଙ୍କ ରଚିତ ଶରୀର ତତ୍ତ୍ୱ ଭଜନ “ବୋହୂ ଚାଲି ଚାଲି ନ ଜାଣଇଁ ଲୋ ତାର ପାଦ ପଡୁଥାଏ ବଙ୍କା” ର ତତ୍ତ୍ୱ କଥା ଆଲୋଚନା
ରଘୁନାଥ ଦାସଙ୍କ ରଚିତ ଶରୀର ତତ୍ତ୍ୱ ଭଜନ “ବୋହୂ ଚାଲି ଚାଲି ନ ଜାଣଇଁ ଲୋ ତାର ପାଦ ପଡୁଥାଏ ବଙ୍କା” ର ତତ୍ତ୍ୱ କଥା ଆଲୋଚନା 🙏 🌹 ପ୍ରଥମ ପଦ ବୋହୂ ଚାଲି ନ ଜାଣଇ ଗୋପାଦ ପଡୁଥାଏ ବଙ୍କାଯେଉଁ ଦିନ ବୋହୂ ସଳଖି ଚାଲିବଘରେ ପଡ଼ିଯିବ ଡକା 👉 ଭାବାର୍ଥକବି ଏଠାରେ ପ୍ରାଣବାୟୁକୁ ଏକ ନବାଗତ ବଧୁ ସହିତ ତୁଳନା କରିଛନ୍ତି। ଏ ଶରୀର ରୂପକ ଘରର ବୋହୂ ହେଉଛି ପ୍ରାଣବାୟୁ। ଶରୀରରେ […]








