Kabita

ମକର ସଂକ୍ରାନ୍ତି

ମକର ସଂକ୍ରାନ୍ତି

ମକର ସଂକ୍ରାନ୍ତିସାରଦା ପ୍ରସାଦ ମିଶ୍ର “ଜାଇଫୁଲ ଚୁଡ଼ା ଆଉ ଚାଉଳ ବ।ନ୍ଧଯିବା ସମ୍ବଲପୁରଆସି ହେଲା ମକର” ପୂରୁବେଯୁଗ୍ମ ନୃତ୍ୟ ଥିଲା ଯାତ୍ରାର ।ମକର ସଂକ୍ରାନ୍ତି ହିନ୍ଦୁ ପର୍ବ ତିଥିପୂଜା ଯାଏ ଦିବାକରଦକ୍ଷିଣାୟନ ଗତି ଶେଷ କରିସୂର୍ଯ୍ୟ ଯାଆନ୍ତି ଉତ୍ତର ।କପିଳ ଶ।ପରେ ସାଗର ସନ୍ତାନହୋଇଥିଲେ ଭସ୍ମୀଭୂତପୂର୍ବଜ ଉଦ୍ଧାର ପାଇଁ ଜାହ୍ନବୀଙ୍କୁତପକରି ଭଗୀରଥ।ହର ଜଟା ମଧ୍ୟୁ ପାବନୀ ଗଙ୍ଗ।ଙ୍କୁଆଣିଥିଲେ ଧରାପରେଏଥିପାଇଁ ଏହା ପବିତ୍ର ଦିବସହିନ୍ଦୁ ମାନଙ୍କ ପକ୍ଷରେ ।ଶ୍ରୀ ଜଗନ୍ନାଥ ବଳରାମ ନବାଙ୍କବେଶ କରନ୍ତି ଧାରଣସୋଲେ ନିର୍ମିତ ଶଙ୍ଖ […]

ମକର ସଂକ୍ରାନ୍ତି Read More »

ତ୍ରିବେଣୀ ଅମାବାସ୍ୟା

ତ୍ରିବେଣୀ ଅମାବାସ୍ୟା

ତ୍ରିବେଣୀ ଅମାବାସ୍ୟାସାରଦା ପ୍ରସାଦ ମିଶ୍ର ମାଘ ଅମାବାସ୍ୟା ଶାସ୍ତ୍ର ମତେ ନାମତ୍ରିବେଣୀ ଅବା ମଉନିତିନି ତଟିନୀ ର ସଙ୍ଗମ ସ୍ଥଳକୁକୁହାଯାଏ ଟି ତ୍ରିବେଣୀ ।ଏ ଅମାବାସ୍ୟାରେ ତ୍ରିବେଣୀ ସ୍ଥାନରେକରିଲେ ସ୍ନାନ ତର୍ପଣପିତୃ ପୁରୁଷଙ୍କ ସମସ୍ତ କଳୁଷହୋଇଥାଏ ନିବାରଣ ।ଜ୍ଞାନ ଭକ୍ତି କର୍ମ ତିନି ମହଯୋଗଯେ କାଳେ ହୁଏ ମିଳନସେ ଦିନ ଅଟଇ ମାଘ ଅମାବାସ୍ୟାତ୍ରିବେଣୀ ତା ଅନ୍ୟ ନାମ ।ଶରୀର ମନକୁ ପ୍ରଭାବିତ କରେଦୁଇ ଗ୍ରହ ରବି ଶଶୀସୁରୁଜ ଦର୍ଶନ ହୋଇଥାଏ କିନ୍ନ୍ତୁଚନ୍ଦ୍ର ଆସେ ନାହିଁ ଦୃଷ୍ଟି

ତ୍ରିବେଣୀ ଅମାବାସ୍ୟା Read More »

ସୋମନାଥ ଜ୍ୟୋତିର୍ଲିଙ୍ଗ

ଜୟ ସୋମନାଥ

ଜୟ ସୋମନାଥସାରଦା ପ୍ରସାଦ ମିଶ୍ର ରତ୍ନାକର ତଟ ପବିତ୍ର ବସୁଧାପ୍ରଭାସ ପଟନ ନାମଯହିଁ ବିର।ଜଇ ନଭସ୍ପର୍ଶୀ ତୁଙ୍ଗଦେବାଳୟ ଅନୁପମ ।ଆଦି ଜ୍ୟୋତିର୍ଲିଙ୍ଗ ସୋମନାଥ ନାମେପୂଜିତ ଏହି ମନ୍ଦିରେସେହି ମନ୍ଦିରେ ଆମ ପ୍ରଧାନ ମନ୍ତ୍ରୀଓଁକାର ମନ୍ତ୍ର ଜପିଲେ ।ଏ ପୂତ ସ୍ଥାନର ପରିଚୟ ଦିଏଆମର ଶାସ୍ତ୍ର ପୁରାଣଦକ୍ଷ ପ୍ରଜାପତି ଜାମାତା ରୂପରେଚନ୍ଦ୍ରଙ୍କୁ କଲେ ବରଣ।ସତାଇଶ କନ୍ୟା ଚନ୍ଦ୍ରେ ବିଭା ଦେଇକହିଲେ ମଧୁର ବାଣୀକରିଲି ପ୍ରଦାନ ଏ କନ୍ୟା ମାନଙ୍କୁକରିବନି ହୀନିମାନୀ ।ଚନ୍ଦ୍ର ଦେବତାଙ୍କ ପ୍ରିୟ ପତ୍ନୀ ରୂପେରୋହିଣୀ ପାଇଲେ

ଜୟ ସୋମନାଥ Read More »

କାଗୋ ସଭାମଞ୍ଚ ଓ “ଭାଇ ଓ ଭଉଣୀ” ଉଲ୍ଲେଖ

ଯୁଗନାୟକ ବିବେକାନନ୍ଦ

ଯୁଗନାୟକ ବିବେକାନନ୍ଦ ତପନ ନାୟକ ​କେଉଁ ସୁଦୂରରୁ ଆସିଲ ହେ ଋଷି, ଜାଳି ଜ୍ଞାନର ଦୀପ,ତୁମରି କଣ୍ଠରେ ପ୍ରତିଧ୍ୱନିତ ହେଲା, ମାନବ ସେବାର ରୂପ।କୈଶୋରର ସେ ‘ନରେନ୍ଦ୍ର’ ତୁମେ, ବିଶ୍ୱବିଜୟୀ ବୀର,ଭାରତ ମାତାର ଗୁରୁ ଗୌରବ, ଉନ୍ନତ ତୁମ ଶିର।​ସେଦିନ ଶିକାଗୋ ସଭାମଞ୍ଚ ତଳେ, ଶୁଭିଲା ତୁମରି ସ୍ୱର,“ଭାଇ ଓ ଭଉଣୀ” ସମ୍ବୋଧନେ ତୁମେ, ଜିଣିଲ ବିଶ୍ୱପୁର।ଜାତି-ଧର୍ମ-ଭେଦ ସବୁ ପାଶୋରି ଦେଇ, ଶିଖାଇଲ ଭଲ ପାଇବା,ଦରିଦ୍ର ନାରାୟଣ ସେବା ମଧ୍ୟରେ ହିଁ, ଈଶ୍ୱରଙ୍କୁ ଖୋଜି ପାଇବା।​”ଉଠ, ଜାଗ

ଯୁଗନାୟକ ବିବେକାନନ୍ଦ Read More »

କବିତା

ପ୍ରଦୁଷିତ ବାୟୁ

ପ୍ରଦୁଷିତ ବାୟୁସାରଦା ପ୍ରସାଦ ମିଶ୍ର ଅବନୀ ମଣ୍ଡନ କରି ଅନିଳସଦା ଯୋଗ।ଏ ତା ଶରୀରେ ବଳଅମ୍ଳଜାନ ଦାନେ ପ୍ରାଣୀ ସକଳ ଆନନ୍ଦ ଉଲ୍ଲାସେ ଯେ ଗତିଶୀଳ ଆଜି ହୋଇଛି ଦୁର୍ବଳ ଶରୀର ତାହାର ଯନ୍ତ୍ରଣା କ।ତର ଅବସ୍ଥାଟି ଅସମ୍ଭାଳ ।ଆଜିର ଭୋଗବାଦୀ ମଣିଷଚାହେଁ ସଦାକାଳେ ଭୋଗ ବିଳାସ ପ୍ରାକୃତିକ କ୍ଷେତ୍ର ଲଭେ ବିନାଶକୁତ୍ରିମତା ବେଗେ କରେ ପ୍ରବେଶକଷ୍ଟ ନିଶ୍ୱାସ ପ୍ରଶ୍ୱ।ସ ଫୁସ୍ ଫୁସ୍ ହୋଇ ଯାଏ ବଳହୀନ ମହାମାରୀ କରେ ଗ୍ରାସ।କଳ କାରଖାନା ଗାଡ଼ି ମଟରଉଦ୍ ଗାରଇ

ପ୍ରଦୁଷିତ ବାୟୁ Read More »

ଗାଁ ରେ ଦେଖିଲି ଯାହା ଓଡ଼ିଆ କବିତା – ଗ୍ରାମ୍ୟ ଜୀବନ

ଗାଁ ରେ ଦେଖିଲି ଯାହା

ଗାଁ ରେ ଦେଖିଲି ଯାହା ସାରଦା ପ୍ରସାଦ ମିଶ୍ର ମାର୍ଗଶୀର ମାସ ଶେଷ ସପ୍ତାହରେଯାଇଥିଲି ନିଜ ଗ୍ରାମେମୁକୁଳା ପବନ ଆଲୁଅ ପାଇଁକିବାସନା ଜ।ଗିଲା ମନେ ।ମାର୍ଗଶୀର ମାସ ମାସ ମଧ୍ୟେ ଶ୍ରେଷ୍ଠମହାଲକ୍ଷ୍ମୀଙ୍କର ବ୍ରତକାନ୍ଥ ଚଟାଣରେ ଶୋଭା ପାଉଥିଲାସୁନ୍ଦର ଝୋଟି ସର୍ବତ୍ର।ଆଗକୁ ପଡ଼ିବ ଶେଷ ଗୁରୁବାରମ।ଣ ବସା ଘରେ ଘରେମ।ଣ ଲୁଗା ଧୋଇ ବୋହୁଟି ପିଣ୍ଡାରେବସି ଧନ ବେଣୀ କରେ ।ପ।ଣ୍ଡୁର ପଉଷ ଧୂସର ସନ୍ଧ୍ୟାରେଜେନା ସାହି ଓସ୍ତ ମୂଳେଦାଆ ଯୋତ ଧରି ବନମାଳୀ ପାଳଧାନ ବିଡା ଠୁଳ

ଗାଁ ରେ ଦେଖିଲି ଯାହା Read More »

barsha-seshara-milana-kabita

ବରଷ ଶେଷର ମିଳନ

ବରଷ ଶେଷର ମିଳନ ସାରଦା ପ୍ରସାଦ ମିଶ୍ର ଇଂରାଜୀ ବରଷ କଡ ଲେଉଟିବଆଜି ତାର ଶେଷ ଦିନଆନନ୍ଦେ ବିଷ।ଦେ ବିତିଥିବା କ୍ଷଣଛାଡିଯାଏ ତାର ଚିହ୍ନ ।ପୁରାତନ କଥା ଭୁଲି ନୂତନକୁକରିବାକୁ ଅଙ୍ଗୀକାରସେବାରୁ ନିବୃତ୍ତ ରାଜସ୍ବ ବିଭାଗଅଧିକାରୀଙ୍କ ଆସର ।ପ୍ରାଣୀ ଉଦ୍ଭିଦର ଉଦ୍ୟ।ନେ ଶୋଭିତଆମ ନନ୍ଦନ କାନନସେହିଠାରେ ଶୋଭା ମଣ୍ଡନ କରୁଛିଆଶୀର୍ବାଦ ଉପବନ ।ନରମ ଖରାର ଆଲୋକ ମଦିରାବିଛୁରିତ ଭୂମିପରେଚଉକି ପକାଇ ନରନାରୀ ବସିଗଳ୍ପେ ମଜି ଆପଣାରେ lପକୋଡା ,ବାଇଗଣୀ,ମସଲା ମକାସଙ୍ଗେ ଛଣା ଛୋଟ ମାଛସୁପ ଚା ଆଦି

ବରଷ ଶେଷର ମିଳନ Read More »

ଉଠ ଜଗନ୍ନାଥ

ଉଠ ଜଗନ୍ନାଥ ସୁରେନ୍ଦ୍ର ପାତ୍ର ଉଠ ଜଗନ୍ନାଥ ସରିଲା ବରଷକେତେଦିନ ଆଉ ଶୋଇବ,ଚୁଲି ଭାଙ୍ଗିଲାଣି, ଚୂନ ଗଳିଲାଣିକେଉଁ ବାଡ଼ ଧରି ରହିବ? ବଦଳୁଛି ସିନା କ୍ୟାଲେଣ୍ଡର କାନ୍ଥେ,ଭାଗ୍ୟ ବଦଳୁଛି କାହିଁ,ସରିଗଲା ବର୍ଷେ ମଣିଷ ଆୟୁଷ,ଥକିଲା ମଣିଷ ଧାଇଁ । କାହାପାଇଁ ଠୁଳ କରିତ ଦେଇଛକଳାଧନ ରତ୍ନ ଭଣ୍ଡାର ।ଦୁଃଖ ମହୋଦଧି ତୀରେକେ ଭାସୁଛି ଆଖି ଖୋଲ ଦେଖ ଏଥର । ଦେଖ ଜଗନ୍ନାଥ ତୁମରି ମନ୍ଦିରେ‘ବଜାର’ କରୁଛି ନାଟକ,ଶାଗ ବିଡ଼ା ହେଲା ପନ୍ଦର ବିଇଶିସୁଆରଙ୍କ ଦେଖ ଛଟକ

ଉଠ ଜଗନ୍ନାଥ Read More »