Kabita

fthtfg

THE MAN

THE MAN Tapan Kumar Nayak In the Chicago meet the “Vivekananda”Moving with a lantern amidst illuminated lightPutting the lantern from face to faceIn search of a “man” not a “matter”Behold the Chicago men “the great saint has gone mad”And shouting where is a ‘man’ Where is a manI do not find a man, Oh SuffocatedCircled […]

THE MAN Read More »

Life Journey Farewell

ଜୀବନ ଟି ଚାଲେ ବିଦାୟ ପଥେ

🌺 ଜୀବନ ଟି ଚାଲେ ବିଦାୟ ପଥେ 🌺 ॥ ଲୋକନାଥ ମିଶ୍ର ॥ ୧. ଛାତ୍ରର ପୁସ୍ତକ ଦୀପ–ଶିଖାର କ୍ଷୀଣ ଆଲୋକ,ପାଠରେ ଲଗାଇ ଦେଇ ମନ ।ମାତା–ପିତା ହସିଲେ ଶେଷେ,ସଫଳ ହେଲା ତାହାର ଜୀବନ ॥ କିନ୍ତୁ ପୁସ୍ତକ ଧୂଳିରେ ଲାଗି,ଉଇ ଖାଇଲା , କାଗଜ–ଫିକା ।ସ୍ୱପ୍ନ–ତାରା ଦିଗନ୍ତେ ଗଲା,ପୁସ୍ତକ ହେଲା ଅପଚୟ–କାଗଜ ॥ ୨. ସେନାର ସେବା ଦେଶ–ଭୂମିକୁ ରକ୍ଷା ପାଇଁ ,ସେନା–ସାଥିରେ ଆଗେ ଆଗେ ।ବୁଟ୍ ଚିହ୍ ରହିଲା ଘରଦୁଆରେ ,ନାୟକ ଫେରିଲା

ଜୀବନ ଟି ଚାଲେ ବିଦାୟ ପଥେ Read More »

ଗ୍ରହଣର ଅଟ୍ଟହାସ

ଗ୍ରହଣର ଅଟ୍ଟହାସ ସାରଦା ପ୍ରସାଦ ମିଶ୍ର ବରଷ ମଧ୍ୟରେ ଯେବେ ଯେବେ ଆସେଗ୍ରହଣ ପରାଗ ଦିନହେତୁବ।ଦୀ ଗଣ ଆମିଷ ଭୋଜନକରିଥାନ୍ତି ଏହିଦିନ ।ନିଜକୁ ତିଆରି କରି ଭଲ ରୂପେଆସନ୍ତି ଗଣ ମାଧ୍ୟମଆଖି ଝଲସିବା ପୋଷାକକୁ ପିନ୍ଧିଦେଇଥାନ୍ତି ଦରଶନ ।ଦୂର ଦର୍ଶନ ଉପସ୍ଥାପକ ଗଣଜ୍ୟୋତିଷଙ୍କୁ ସଙ୍ଗେ ନେଇଟି ଭି ପରଦାକୁ କମ୍ପମାନ କରିଭାଷଣ ଚାଲନ୍ତି ଦେଇ ।ସେଥିମଧ୍ୟେ କିଛି ଇସାହି ପଣ୍ଡିତହିନ୍ଦୁ ଆରାଧ୍ୟ ମାନଙ୍କୁପରିହାସ କରି କରିଥାନ୍ତି ଯୁକ୍ତିଭାବନ୍ତି ଉଚ୍ଚେ ନିଜକୁ ।ବୁଝି ହୁଏ ନାହିଁ ଏହାର ଫଳରେକିବା

ଗ୍ରହଣର ଅଟ୍ଟହାସ Read More »

Tapan Kumar Nayak

ସେଇ “ମା”

ସେଇ “ମା” ତପନ କୁମାର ନାୟକ ବଦଳିବନୀ କେମିତି ଯେସ୍ନେହର ପରସ ଭିତରେଈର୍ଷା, ଦ୍ଵେଷ ଯେତେ ଅଜ୍ଞାନଅନ୍ଧତ୍ଵର ଅନ୍ଧକାରଅବା ଚିହ୍ନା ମୁହଁର ଅଭୂଲାପଣ | ତୋଳିଆଣି ସକାଳୁ ସକାଳୁସ୍ନିଗ୍ଧ ମୁହୁରତର ଚୁମ୍ବନଆଙ୍କିଦେ ତୋ ଯଠା ର ସମୟର ପ୍ରତିଦାନଚିବୁକରେ ଫୁଲର ପରଶ ଦେଇସଉନଲାଇଦେ , ରହିବନି ତୋ ଶିଶୁରଆଉ ଅଭୁଜା ପଣ | ଲୁକ୍କାୟିତ ମନ ଭିତରୁଲିଭିଯିବ ଯେତେ ପଶୁପଣନିଜ ପ୍ରତିବିମ୍ବରେ ହଜି ଯାଉଛୁ ତୁ କାଇଁଲୁଚିଯିବ ଯେତେତୋର କ୍ରୁଦ୍ଧଗର୍ଜନ | ଅହଂକାର, ମିଥ୍ୟା ଆବର୍ଜନାକଳୁଷିତ ବାତାବରଣସଫା

ସେଇ “ମା” Read More »

Sarvapalli Radhakrishnan

ଗୁରୁ ଦିବସ

ଗୁରୁ ଦିବସ ସାରଦା ପ୍ରସାଦ ମିଶ୍ର ଆନ୍ଧ୍ର ପ୍ରଦେଶର ସର୍ବପଲ୍ଲୀ ଗ୍ରାମେତେଲୁଗୁ ବ୍ରାହ୍ମଣ କୁଳେଜନମିଥିଲେ ଜଣେ ପ୍ରସିଦ୍ଧ ପୁରୁଷସୀତାମା ଙ୍କର କୋଳେ।ପିତା ବିରସ୍ଵ।ମୀ ଥିଲେ ଉକ୍ତସ୍ଥାନେରାଜସ୍ବ ଅଧିକାରୀପରେ ମାନ୍ଦ୍ରଜ ର ତିରୁତ୍ତାନ ଠାରେରହିଥିଲେ ଘରକରି ।ପରମ ପାବନ ପୁରୁଷ ଶ୍ରୀକୃଷ୍ଣରାଧା ପ୍ରେମ ମୟୀ ଦେବୀପୁତ୍ରର ନାମ ରଧାକୃଷ୍ଣ ପିତାମାତାଦେଇଥିଲେ ଭାବିଭାବି ।ଶୈଶବରୁ ଶିଶୁ କ୍ରମେ ବଡ ହୋଇବିଦ୍ୟାଳୟେ ପ୍ରବେଶିଲାଗଣିତ ବିଦ୍ୟାରେ ଧୁରନ୍ଧର କିନ୍ତୁଦର୍ଶନ ବିଦ୍ୟା ପଢିଲା ।ଦର୍ଶନ ଶାସ୍ତ୍ରରେ ସର୍ବ ଉଚ୍ଚ ଶିକ୍ଷାଲାଭ କରି ସେ ଯୁବକଦେଶର

ଗୁରୁ ଦିବସ Read More »

ହାଲଚାଲ

ହାଲଚାଲ ସାରଦା ପ୍ରସାଦ ମିଶ୍ର କୃଷକ ଯୁବକ ମନ ଆନନ୍ଦରେତିନିଶହ ଟଙ୍କା ନେଇଯାଇଥିଲା ସୋସାଇଟ ଅଫିସୟୁ ରିଆ ସାର ପାଇଁ ।ସୋସାଇଟ ରେ ମିଳିଲାନି ସାରଛକ ଦୋକାନକୁ ଆସିବୁଝିଲା ସାର ବସ୍ତ।କର ମୂଲ୍ୟସେଠାରେ ସ।ତଶ ଅଶୀ ।ପଇସା ନହେବାରୁ ବିକଳେ ଆସିପହଞ୍ଚିଲା ନିଜ ଘରେପତ୍ନୀକୁ ଗେହ୍ଲେଇ କହିଲା ପ।ଞ୍ଚଶଟଙ୍କା ଦେଲୁ ମୋତେ ଧ।ରେ ।ସୁଭଦ୍ରା ଟଙ୍କା ତୁ ପାଇଛୁ ତ ଏବେଦେଇଥା ସେଥିରୁ କିଛିଭାରିଯା ତାର ମୁହଁ ମୋଡ଼ି କହେମୋ ଖର୍ଚ୍ଚ ପାଇଁ ରଖିଛି ।ପାଉଁଜି ସହ

ହାଲଚାଲ Read More »

g1bdb0a5b21c87817a90507f2eb05a11eea9c4e5f08d4a2efcb801b8b1588286570543859d0e36ea7ca8d860444ebbfb7_640-5998483.jpg

ଗଣେଶ ପୂଜା

ଗଣେଶ ପୂଜା ସାରଦା ପ୍ରସାଦ ମିଶ୍ର ମେଘ ମେଦୁରିତ ଆକାଶ ବୁକେତପ୍ତ ତପନ ଶାନ୍ତଭାଦ୍ର ଶୁକ୍ଳପକ୍ଷ ଚତୁର୍ଥୀ ତିଥିଧୀରେ ବହୁଛି ବାତ ।ଗିରି ଚୁଡ଼ା ଡେଇଁ ସମୀର ଉଲ୍ଲାସେବହେ ସାଗର ଛୁଇଁମତୁଆଲା ହୋଇ ତରଙ୍ଗ ଆନନ୍ଦେବେଳା ବକ୍ଷେ ଲୋଟଇ ।ଗ୍ରାମ ନଗର ପଲ୍ଲୀ ପୁରେ ଆଜିଆନନ୍ଦ ଉଲ୍ଲାସ ଖେଳେଜ୍ଞାନ ବିଦ୍ୟାର ସ୍ଥପତି ଗଣପତିବିଜୟ ଧର। ତଳେ ।ସଜ୍ଜିତ ମଣ୍ଡପ ପୁଷ୍ପ ପଲ୍ଲବେସଙ୍ଗୀତ ଶୁଭେ ଉଚ୍ଚେଗଣ ନାୟକଙ୍କ ମୃଣ୍ମୟ ମୂର୍ତ୍ତିଶୋଭାପାଏ ପୁଷ୍ପ ଗୁଚ୍ଛେ।ବିପ୍ର କଣ୍ଠରୁ ଉଚ୍ଚ।ରିତ ମନ୍ତ୍ରଧୂପ ଝୁଣାର

ଗଣେଶ ପୂଜା Read More »

ଦୈପାୟନରୁ ବେଦବ୍ୟାସ

ଦୈପାୟନରୁ ବେଦବ୍ୟାସସାରଦା ପ୍ରସାଦ ମିଶ୍ର ସନାତନ ହିନ୍ଦୁ ଧର୍ମଗନ୍ଥ ବେଦଏକ ଅପୌରେଷୟ ସୃଷ୍ଟିରୁକ୍, ସାମ, ଯଜୁ ଓ ଅଥର୍ବ ରୂପେରୂପ ଧରେ ଚାରି ଗୋଟି ।ଦେବ ଆରାଧନା ଆହ୍ୱାନର ମନ୍ତ୍ରରୁକ୍ ବେଦରେ ନିହିତସଂକ୍ଷିପ୍ତ ମନ୍ତ୍ରର ମଧୁର ଗାୟନସାମ ବେଦରେ ବର୍ଣ୍ଣିତ ।ଯଜ୍ଞ ଏବଂ କର୍ମକାଣ୍ଡ ଅନୁଷ୍ଠାନଯଜୁର୍ବେଦ ଦିଏ ଶିକ୍ଷାଆୟୁର୍ବେଦ ସଙ୍ଗେ ତନ୍ତ୍ର ଓ ବିଜ୍ଞାନଅଥର୍ବ ବେଦରେ ଲେଖା ।ଆର୍ଯ୍ୟ ପ୍ରଚେତସ ବିଜ୍ଞ ଋଷିଙ୍କରଭିନ୍ନ ଭିନ୍ନ ମତବାଦବଶିଷ୍ଠ ବିଶ୍ଵାମିତ୍ର କୁମ୍ଭ ଆଦି ମତେତ୍ରୟ ବିଦ୍ୟା ଅଟେ ବେଦ।ଅଥର୍ବ ବେଦକୁ

ଦୈପାୟନରୁ ବେଦବ୍ୟାସ Read More »

g04e3872bc823a558ecf9e0b7acbf6929a7227a5a452c78316ec84d7268d2ad1d9df377ddd3508f61dda18a89a370b7dca26bd058d5fe2189f2b4e69b86ebba9c_1280-8369252.jpg

ପ୍ରାର୍ଥନା

ପ୍ରାର୍ଥନା ସାରଦା ପ୍ରସାଦ ମିଶ୍ର ମନସିଜ ତାତ ନାଗେନ୍ଦ୍ର ଶାୟିତକରୁଣା ସାଗର ହରିସ୍ଥାବର ଜଙ୍ଗମ କୀଟ ଠାରୁ ବ୍ରହ୍ମସକଳ ଘଟରେ ପୂରି।ସିନ୍ଧୁସୂତା ପତି ଅଗତିର ଗତିପ୍ରଭୁ ବ୍ରହ୍ମାଣ୍ଡ ପାଳକବାସୁଦେବ ନାମ ବହିଛ ଆପଣସର୍ବ ଭୂତେ ନିବାସକ। ମନସିଜ ଅରି ଦେବ ତ୍ରିପୁର।ରୀକଣ୍ଠେ ନାଗେନ୍ଦ୍ର ଭୂଷଣତ୍ରିପୁଣ୍ଡ ଧାରକ ବିଶ୍ଵ ସଂହ।ରକଜଟାଧାରୀ ତ୍ରିଲୋଚନ ।ଶୈଳଜା ବଲ୍ଲଭ ବାହନ ବୃଷଭଡମ୍ବରୁ ଧର ମହେଶପରମ ମଙ୍ଗଳ – ମୟ ମହ।କ।ଳଗଙ୍ଗାଧର ତ୍ରିଲୋକେଶ । ଶକ୍ତି ପ୍ରଦ।ୟନୀ ତ୍ରୈଲୋକ୍ୟ ତାରିଣୀମହାକାଳୀ ମହାମାୟାନୃମୁଣ୍ଡ ଭୂଷିତା ଶବପରେ

ପ୍ରାର୍ଥନା Read More »