General

The Global Odia Community : A Story of Connection and Celebration

The Global Odia Community : A Story of Connection and Celebration By Lokanath Mishra The Odia diaspora is a vibrant and diverse community spread across the globe, with a strong presence in countries such as Canada, the United Kingdom, the Republic of Ireland, the United States, Singapore, and Norway. Despite being geographically dispersed, the Odia […]

The Global Odia Community : A Story of Connection and Celebration Read More »

ସହିଷ୍ଣୁତ।

ସହିଷ୍ଣୁତ।ସାରଦା ପ୍ରସାଦ ମିଶ୍ର ଅସହିଷ୍ଣୁ ଭାବ ମନରେସୃଷ୍ଟି କରେ ବିକାରନିଜ ଧର୍ମ ଜାତି ଜଗତେଭାବେ ଶ୍ରେଷ୍ଠ ସୁନ୍ଦର ।ନିଜର ବିକାଶ ପାଇଁକିଥାଏ ସଦା ଭାବନାଅନ୍ୟ ପଛେ ଲଭୁ ବିନାଶତ।ପାଇଁ ନାହିଁ ଶୋଚନା ।ଭେଦ ଭାବ ଚିନ୍ତା ସର୍ବଦାମନ ରାଜ୍ୟେ ବିଚରେହିଂସା ରକ୍ତପାତ ପାଇଁକିପରବାୟ ନକରେ।ନିଜ ଧର୍ମ ଆଉ ଜାତିରଉତ୍କର୍ଷତା ଦେଖାଇପ୍ରଚାର ପ୍ରସାର କରନ୍ତିନାନା ପ୍ରସଙ୍ଗ ଦେଇ ।ନିରୀହ ଲୋକଙ୍କ ହୃଦୟେଭରି ଦିଅନ୍ତି ବିଷଆତଙ୍କବାଦୀ ସୃଷ୍ଟି କରନ୍ତିନିଶା ମାନବ ଧ୍ଵଂସ ।ଧରମ ନାମରେ ଦୁହାଇଦେଇ କରନ୍ତି ଖେଳନରହତ୍ୟ। ଯୁଦ୍ଧ

ସହିଷ୍ଣୁତ। Read More »

g8b8b2303507cbebb3453d2bc4e76cefa8cc623de2b76bd0a5878c4a73ff64b14e72dee5b2be800be90a1bef25c1bac36_640-1719119.jpg

ସେବା ହିଁ ଈଶ୍ୱର

ସେବା ହିଁ ଈଶ୍ୱରସାରଦା ପ୍ରସାଦ ମିଶ୍ର ପୂତ ନୀରା ମନ୍ଦ ଗ।ମିନୀଚିତ୍ରୋତ୍ପଳା ତଟିନୀକୂଳଦେଶ ମଣ୍ଡି ବିରାଜେଶ୍ୟାମ ପ।ଦପ ଶ୍ରେଣୀ ।ଚତୁର୍ମ। ସ୍ୟା ଅନ୍ତେ ନଦୀଟିହୁଏ ଶୁଷ୍କ ସଲିଳ।ଉଜ୍ଜ୍ବଳ ସିକତ। ବେଳ।ରମଧ୍ୟେ ସଂକୀର୍ଣ୍ଣ ଧାରା।ନଦୀ ତଟେ ଏକ ମନ୍ଦିରେବିଜେ ରାଧା ମାଧବଶୁକ ପରୀକ୍ଷିତ ଆଶ୍ରମଅଛି ମନ୍ଦିର ଠାବ ।ଏକଦା ଆଶ୍ରମେ ପୁରୋଧାଥିଲେ ବାବା ଚୈତନ୍ୟଶାନ୍ତ ସୁଗଠିତ ଶରୀରମୁଖ ସଦା ପ୍ରସନ୍ନ।ମାଧବଙ୍କ ସେବା ସଙ୍ଗତେଦୁସ୍ଥ ମାନବ ସେବାକାୟ ମନ ବାକ୍ୟ ଉତ୍ସର୍ଗତାଙ୍କ ରଜନୀ ଦିବା।ଆଶ୍ରମର ଉପବନ ଟିବାବା ପବିତ୍ର କରେସଯତ୍ନ

ସେବା ହିଁ ଈଶ୍ୱର Read More »

A Cautionary Tale of Love, Deception, and Betrayal

A Cautionary Tale of Love, Deception, and Betrayal By Lokanath Mishra: Vimal, a 26-year-old bank probationary officer, was a man of calm and focused demeanor. He believed in the traditional institution of arranged marriage and trusted his parents’ judgment. They had found the perfect match for him – Ratna, a beautiful, confident, and well-educated woman

A Cautionary Tale of Love, Deception, and Betrayal Read More »

ଶ୍ରାବଣ ସୋମବାର

ଶ୍ରାବଣ ସୋମବାର ସାରଦା ପ୍ରସାଦ ମିଶ୍ର ଦାନବ ନୃପତି ମହବଳୀ ବଳିସଙ୍ଗେ ଦେବତାଙ୍କ ରଣସମରେ ପରାସ୍ତ ହୋଇ ଦେବଗଣକରିଲେ ଆତ୍ମ ଗୋପନ ।କ୍ଷୀର।ବ୍ଧି ନିକଟେ ଯାଇ ଦେବ ଗଣବିଷ୍ଣୁଙ୍କୁ କଲେ ବିନତିସ୍ଵର୍ଗ ଅଧିକାର କରି ଦୈତ୍ୟ ଗଣଦେବଙ୍କୁ ଦେଲେ ବିପତ୍ତି ।ସିନ୍ଧୁସୂତା ପତି ନିର୍ଦ୍ଦେଶିଲେ ଦେବେସାଗର କର ମନ୍ଥନସମୁଦ୍ର ମନ୍ଥନୁ ଜାତ ଅମୃତକୁଯଦି କରିପାର ପାନ ?ତେବେ ତୁମେ ଯାଇ ହେବ ବଳଶାଳୀଜିଣି ପାରିବ ଅସୁରବାସୁକି ନାଗହେବ ମନ୍ଥନର ରଶିଖୁଆ ମନ୍ଦର ଅଚଳ ।ଦେବ ଦୈତ୍ୟ ମିଶି

ଶ୍ରାବଣ ସୋମବାର Read More »

“From Houston to Assam: A Beautiful Love Story of an American Woman and an Indian Man”

“From Houston to Assam: A Beautiful Love Story of an American Woman and an Indian Man” By Lokanath Mishra Love knows no boundaries. Kenny, a 37-year-old American woman, and Kamrup, a 22 year-old student from India, found each other through dance. Despite her past struggles, Kenny’s passion for dance brought her joy. After three failed

“From Houston to Assam: A Beautiful Love Story of an American Woman and an Indian Man” Read More »

g745714c242f18562a856103c0ced752cca33c007fe50105a58bab788c4d7c5d62e960677ae0b7a49d78456ddb5cbf199_640-7859362.jpg

ଆସିଛି ଶ୍ରାବଣ

ଆସିଛି ଶ୍ରାବଣ ସାରଦା ପ୍ରସାଦ ମିଶ୍ର ଶଇଳ ସାନୁର ଶିଖର ଡେଇଁ ଶ୍ରାବଣ ମେଘସିକ୍ତ କରିଛି ତପନ ତପ୍ତ ଧରଣୀ ଅଙ୍ଗ ।ଶୁଷ୍କ ମୁର୍ତ୍ତିକ। ପାଇଛି ପ୍ରାଣ ଜଳ ପରଶେରଙ୍ଗ ମେଲିଛି ଆପଣା ଦେହେ ମହା ହରଷେ ।ବାଦଲ ଚିରି ଝରି ପଡେ ନଭୁ ବରଷା ଧାରସ୍ଥାବର ଜଙ୍ଗମ ସହ ସବୁ ପ୍ରାଣୀ ହୋଇଛି ସ୍ଥିର।ହରଷିତ ବନସ୍ପତି ଆନନ୍ଦେ ଉଠେ କୁରୁଳିଯୌବନ ମଦିରା ନିଶା ତାର ଅଙ୍ଗେ ଯାଉଛି ଖେଳି ।ଶୁଷ୍କ କେଦାର କରିଛି କୋମଳ ଶ୍ରାବଣ

ଆସିଛି ଶ୍ରାବଣ Read More »