ଉଠ ଜଗନ୍ନାଥ
ଉଠ ଜଗନ୍ନାଥ ସୁରେନ୍ଦ୍ର ପାତ୍ର ଉଠ ଜଗନ୍ନାଥ ସରିଲା ବରଷକେତେଦିନ ଆଉ ଶୋଇବ,ଚୁଲି ଭାଙ୍ଗିଲାଣି, ଚୂନ ଗଳିଲାଣିକେଉଁ ବାଡ଼ ଧରି ରହିବ? ବଦଳୁଛି ସିନା କ୍ୟାଲେଣ୍ଡର କାନ୍ଥେ,ଭାଗ୍ୟ ବଦଳୁଛି କାହିଁ,ସରିଗଲା ବର୍ଷେ ମଣିଷ ଆୟୁଷ,ଥକିଲା ମଣିଷ ଧାଇଁ । କାହାପାଇଁ ଠୁଳ କରିତ ଦେଇଛକଳାଧନ ରତ୍ନ ଭଣ୍ଡାର ।ଦୁଃଖ ମହୋଦଧି ତୀରେକେ ଭାସୁଛି ଆଖି ଖୋଲ ଦେଖ ଏଥର । ଦେଖ ଜଗନ୍ନାଥ ତୁମରି ମନ୍ଦିରେ‘ବଜାର’ କରୁଛି ନାଟକ,ଶାଗ ବିଡ଼ା ହେଲା ପନ୍ଦର ବିଇଶିସୁଆରଙ୍କ ଦେଖ ଛଟକ […]










